କନ୍ଧମାଳ ଜିଲ୍ଲାର ଦକ୍ଷ ହୋମଗାର୍ଡଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ହୋମଗାର୍ଡ ସିମାଞ୍ଚଳ ନାୟକ ଜାନୁୟାରୀ ୨୬ ତାରିଖ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି l ସେ ଜଣେ ସ୍ବଚଟ ନିର୍ଭିକ ଏବଂ ସ୍ବାଭିମାନ ହୋମଗାର୍ଡ ଭାବେ ପରିଚିତ ଥିବା କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତାଙ୍କ ପୁରସ୍କୃତ ଖବର ପାଇ କନ୍ଧମାଳ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନେ ବେସ ଖୁସି ଥିବା ସହିତ ସିମାଞ୍ଚଳ ନାୟକଙ୍କୁ ଭ୍ରୃୟଶି ପ୍ରସଂସା ଓ ଅଭିନନ୍ଦନ ଜଣାଇଛନ୍ତି l ସୀମାଞ୍ଚଳ ନାୟକ ଜଣେ ଦକ୍ଷ ଡ୍ରାଏଭର ଭାବେ କନ୍ଧମାଳ ଜିଲ୍ଲା ପୋଲିସ ବିଭାଗ କାର୍ଯ୍ୟରତ ଅଛନ୍ତି ।

ad-week
Leave A Reply

Your email address will not be published.