୫ଦଫା ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

ମାଲକାନଗିରି : ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖା ପକ୍ଷରୁ ଆଜି ନିଜର ପାଞ୍ଚ ଦଫା ଦାବି ନେଇ ମାଲକାନଗିରି ସଦର ମହକୁମାରେ ଥିବା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟ ଠାରୁ ଶୋଭାଯାତ୍ରାରେ ବାହାରି ଥିଲେ l ରାଜ୍ୟ ସରକାରଙ୍କର ବିଭିନ୍ନ ସଂଗଠନକୁ ଅନୁଦାନ,ପେନସନ,ସ୍ୱାସ୍ଥ୍ୟବିମା

ଟ୍ରକ୍ ସହ ଲୁହା ପାଇପ ଚୋରି, ମୁଖ୍ୟ ଅଭିଯୁକ୍ତ ସହ ତିନି ଗିରଫ ଦୁଇ ଫେରାର…

ରାଉରକେଲା // କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚାଡ୍ରି ହରିହରପୁର ନିକଟରେ ଥିବା ଷ୍ଟେରଲିଙ୍ଗ ଇଣ୍ଡଷ୍ଟ୍ରିଜ ଏବଂ କୋଜେନ୍ଟ ଷ୍ଟିଲ ପାଇପ୍ସ ଲିମିଟେଡ କମ୍ପାନୀ ରୁ ଚଳିତ ମାସ ୧୪ ତାରିଖ ଦିନ ଟ୍ରକ୍ ଯୋଗେ ଅନ୍ୟ ଏକ କମ୍ପାନୀକୁ ଲୁହା ପାଇପ ଲୋଡ୍

ଛତୁଆ ବିଲ କରାଇ ଦେବା ପାଇଁ ଲାଞ୍ଚ ଅଭିଯୋଗ, ପୂର୍ବତନ ସିଡିପିଓଙ୍କୁ ୪ ବର୍ଷ ଜେଲ…

ଫୁଲବାଣୀ (୩୦/୧୧) : ଛତୁଆ ବିଲ କରିବା ପାଇଁ ଲାଞ୍ଚ ନେବାବେଳେ ଧରାପଡିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।

ନବରଙ୍ଗପୁର ଜ଼ିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ, ରାଇଘର ବ୍ଲକରେ ପହଁଞ୍ଚିଲେ ସାତଟି…

ଉମରକୋଟ : ଓଡ଼ିଶା ରାଜ୍ୟ ରାସ୍ତା ପରିଵହନ ସଂସ୍ଥା ଦ୍ଵାରା ଆଜି ନବରଙ୍ଗପୁର ଜ଼ିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଛି l ରାଇଘର ବ୍ଲକରେ ପହଁଞ୍ଚିଲେ ସାତଟି ଲକ୍ଷ୍ମୀ ବସ l ଏହି ବସ ପହଁଞ୍ଚିବା ପରେ ଲୋକଙ୍କ ଭିତରେ ଖୁସିର ଲହରି ଖେଳି ଯାଇଛି l ଏହି ବସ ଆସିବାରୁ ସାଧାରଣ ଲୋକଙ୍କୁ ଆଉ

ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ କ୍ରୀଡାଉତ୍ସବ

ଦେବଗଡ,୩୦ା୧୧, ଓଡିଶା ସରକାରଙ୍କ ନୂଆଁ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଗୁରୁବାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ

ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ପୁରୁଣାପାଣି ଚମ୍ପିୟାନ

ଦେବଗଡ : ବାରକୋଟ ବ୍ଲକ ରମ୍ଭେଇ ଗ୍ରାମ ପଂଚାୟତ ଅନ୍ତର୍ଗତ ବୁଟିଆଡିହୀ ଗ୍ରାମରେ ଇଲେଭେନ ବ୍ରଦର୍ସ କ୍ଲବ ଆନୁକୂଲ୍ୟରେ ଗତ ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଶିରୋଡିହି ଫୁଟବଲ ଦଳକୁ ପରାସ୍ତ କରି

ଜିଲ୍ଲା ସଡକ ସୁରକ୍ଷା କମିଟୀ ବୈଠକ ଅନୁଷ୍ଠିତ…

ଦେବଗଡ : ଦେବଗଡ ଆଂଚଳିକ ପରିବହନ ବିଭାଗ ଆନୁକୂଳ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲ୍ଲା ସଡକ ସୁରକ୍ଷା କମିଟୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେବଗଡ ଆଂଚଳିକ ପରିବହନ ଅଧିକାରୀ

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରା ଦଣ୍ଡାଦେଶ

ଦେବଗଡ :ଗତ ୨୦୧୫ ମସିହାରେ ଦେବଗଡ ଜିଲା କୁଣ୍ଢେଇଥାନା ଅନ୍ତର୍ଗତ ଘୋଡାପକା ଗ୍ରାମରେ ସଂଘଟିତ ହତ୍ୟା ମ।ମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲା ଓ ଦୌରାଜଜ ସନ୍ତୋଷ କୁମାର ନାୟକ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଏଥିସହ ୨ହଜାର ଟଂକା ଅର୍ଥଦଣ୍ଡରେ

ପ୍ରମାଣ ଅଭାବରୁ ପିତୃ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋରେ ଖଲାସ…

ଦେବଗଡ : ଦେବଗଡ ଜିଲା ଓ ଦୌରା ଜଜ ଗୌତମ ଶର୍ମା ଏକ ହତ୍ୟା ମାମଲାର ବିଚାର କରି ପ୍ରମାଣ ଅଭାବରୁ ଜଣେ ପିତୃ ହତ୍ୟା ଅଭିଯୁକ୍ତ ପୁତ୍ରକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ ୨୦୧୮ ମସିହା ଜୁନ ମାସ ୧୮ ତାରିଖ ରାତ୍ରୀରେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଶୃଙ୍ଗିପାଳ ଗ୍ରାମର

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଦେବଗଡ ତରଫରୁ ମହିଳା ଯୌନ ଉତ୍ପୀଡନ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ

ଦେବଗଡ : ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଦେବଗଡ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଦେବଗଡ ତରଫରୁ ମହିଳା ଯୌନ ଉତ୍ପୀଡନ ପ୍ରତିକାର (ପ୍ରତିରୋଧ, ନିଷେଧ ଏବଂ ପ୍ରତିକାର) ଅଧିନିୟମ, ୨୦୧୩ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା