Sign in
Sign in
Recover your password.
A password will be e-mailed to you.
ଜିଲ୍ଳା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୩ ପାଳିତ…
ଫୁଲବାଣୀ : ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୩ ଆଜି ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଫୁଲବାଣୀ ବିଧାୟକ!-->…
ମାଲକାନଗିରି ଆଦର୍ଶ ମହାବିଦ୍ୟାଳୟରେ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ.ଭି3ସ୍ଥିତ ଆଦର୍ଶ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାର ଙ୍କ ଦ୍ୱାରା ନିର୍ଦ୍ଦେଶିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ତଥା ସମ୍ମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଓ ସାମାଜିକି ସଚେତନତା କାର୍ଯ୍ୟକଳାପ ପ୍ରତିଯୋଗିତା କାର୍ଯ୍ୟକ୍ରମ!-->…
ସଙ୍କଟରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ
ମାଲକାନଗିରି: ସଙ୍କଟରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ। ଏସିଆ ର ଦ୍ୱିତୀୟ ସର୍ବ ବୃହତ୍ତ ମାଟିବନ୍ଧ ହେଉଛି ବାଲିମେଳା ଜଳ ଭଣ୍ଡାର।ଆଉ ଏହି ଜଳ ରୁ ବାଲିମେଳା ବୃହତ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ଅନଭିଜ୍ଞ ଲୋକଙ୍କ ହାତରେ ଟେକିଦେଇଛି OHPC। ଯାହାର ପରିଣାମ ଭୋଗୁଛି ଆଜି OHPC। ଭୁଲ!-->…
ୱିମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସର ନିଆରା ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର : ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ମିଳିତ ଭାବେ ଚନ୍ଦକା ପୋଲିସ୍ ଷ୍ଟେସନରେ ସିଡ୍ ବଲ୍!-->…
ସମସ୍ତଙ୍କୁ ପର କରି ଜୀବନ ହାରିଲେ ପ୍ରଦୀପ
ପଟ୍ଟାମୁଣ୍ଡାଇ: ଘରର ସମସ୍ତ ସଦସ୍ୟଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଚାଲିଗଲେ ପ୍ରଦୀପ । ସବୁଦିନ ଭଳି ସେଦିନ ବି ଘରେ ଭଲରେ କଥା ହୋଇ ବାହାରକୁ ଯାଇଥିଲେ । କିନ୍ତୁ ହଠାତ ସକାଳେ ଘରକୁ ଖବର ଆସିଲା ପୁଅ ଜୀବନ ହାରି ଦେଇଛି । ଆଉ ଏକଥା ଶୁଣିବା ପରେ ଘର ଲୋକଙ୍କ ପାଦ ତଳୁ ମାଟି ଖସିଗଲା ।!-->…
ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି
ସାଲେପୁର : ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ପୋଲିସ ଏନକାଉଣ୍ଟର କରିଛି । ତାହାର ବାମ ଜଙ୍ଘରେ ଗୋଡ଼ରେ ଗୁଳି ବାଜିଛି। ସୁଶାନ୍ତ ଓ ତାର ସହଯୋଗୀ ଅସୁରେଶ୍ୱର ଖେଳ ପଡ଼ିଆ ପାଖରେ ଆସୁଥିବା ଗତକାଲି ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ପୁଲିସ!-->…
ରାଜଧାନୀରେ ବସକୁ ପିଟିଲା କାର୍, ଜଣେ ମୃତ
ଭୁବନେଶ୍ୱର: ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ହୋଇଛି l ଫଳରେ ଏଥିରେ ଜଣେ ମୃତ, ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭାରସାମ୍ୟ ହରାଇ ଦ୍ରୁତଗାମୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡର ଉପରକୁ!-->…
କ୍ଷୁଦ୍ର ମତ୍ସ୍ୟ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଉଦ୍ଘାଟନ ସହ ପରିଚାଳନାଗତ ତାଲିମ ଅନୁଷ୍ଠିତ…
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେଛାସେବି ଅନୁଷ୍ଠାନ ସ୍ଵାତି ରାଇକିଆ ଓ ସମନ୍ବିତ କୃଷି ଯୋଜନା ସହଯୋଗରେ ଚାଲିଥିବା କାର୍ଯ୍ୟକ୍ରମରେ ଏକ ନୂତନ କାଯ୍ର୍ୟକ୍ରମ ଯୋଡିବା ଆଳରେ ଏକ କ୍ଷୁଦ୍ରମତ୍ସ୍ୟ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଗୁମାମାହା ଗ୍ରାମ ପଂଚାୟତ ପାଙ୍ଗାନାଢୁ ଗ୍ରାମ ଠାରେ!-->…
ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା : NHAI ପାଟ୍ରୋଲିଂ ଇନଚାର୍ଜ ଗିରଫ
ଆନନ୍ଦପୁର : ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା । ଏନଏଚଏଆଇର ପାଟ୍ରୋଲିଂ ଇନଚାର୍ଜଙ୍କୁ ଗିରଫ କଲା ଘଟଗାଁ ପୋଲିସ । ଏନଏଚ୍ ୨୦ ଦରଖଳାରୁ ନେଙ୍କଡାଘର ଯାଏଁ ସେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ଗତକାଲି ଏନଏଚଏଆଇ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା ।
!-->!-->!-->…
ଚାଲିଛି ପିସି କାରବାର, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିମ୍ନମାନର ରାସ୍ତା ନିର୍ମାଣ…
ନୂଆପଡା: ପିସି ରେ ପେଷି ହେଉଛି ନୂଆପଡା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ । ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ କୋଟିକୋଟି ଟଙ୍କାର ରାସ୍ତା କାମରେ ନିମ୍ନମାନର ରାସ୍ତା ନିର୍ମାଣ କରି ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଛାଡି ଯାଇଛନ୍ତି ଉଭୟ ବିଭାଗ ଓ!-->…