Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
ଫୁଲବାଣୀ : ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଵିଜୟ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଳକ ସଭାପତି ଏବଂ ପୌରପରିଷଦର ନଗର ସଭାପତିଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର!-->!-->!-->…
ଆଲୁରୀ ସୀତାରାମରାଜ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଲକାନଗିରି ଜିଲ୍ଲାର ୫ ମାଓବାଦୀଙ୍କ ଆତ୍ମସମର୍ପଣ…
ମାଲକାନଗିରି : ମାଲକାନଗିରି ସୀମାନ୍ତ ଆଜି ଅଲୁରୀ ସୀତାରାମା ରାଜୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ନନ୍ଦୁ ଶ୍ରୀ ତୁହିନ୍ ସିଂନ୍ହାଙ୍କ ନିକଟରେ ସ୍ବେଚ୍ଛାକୃତ ଭାବେ ମାଲକାନଗିରି ଜିଲ୍ଲାର ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ ଦୁଇଟି ମାଓ ଦଳର ପାର୍ଟି ମେମ୍ବର ତଥା!-->!-->!-->…
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କ଼଼ଇଁଛଙ୍କ ସୁରକ୍ଷା ପାଇଁ ସଚେତନତା ଶିବିର ଅନୁଷ୍ଠିତ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା(ବନ୍ୟ ପ୍ରାଣୀ) ଵନାଞ୍ଚଳଙ୍କ ସାମୁଦ୍ରିକ ଅଭୟାରଣ୍ୟରେ ଅଣ୍ଡା ଦେଵାକୁ ଆସିଥିବା କ଼଼ଇଁଛଙ୍କ ସୁରକ୍ଷା ନିମନ୍ତେ ଆଜି ସଚେତନତା ଶିବିର ଗହିରମଥା ବନାଞ୍ଚଳଙ୍କ କାର୍ଯ୍ୟାଳୟ ଶାସନପେଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି!-->…
ମରୁଡି ଘୋଷଣା ଦାବିରେ ବ୍ଲକ ଘେରାଉ କଲେ ବିଜେପି କର୍ମୀ…
ଚିକିଟୀ : ଚିକିଟୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଶହ ଶହ ବିଜେପି ନେତା ଓ କର୍ମୀ ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ!-->…
ପୋଲିସ ସୂଚନାଦାତା କହି ଯୁବକଙ୍କୁ ହତ୍ୟା କଲେ ନକ୍ସଲ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର କାଙ୍କେର ଜିଲ୍ଲାରେ ପୁଣି ଥରେ ନକ୍ସଲମାନଙ୍କ ଲାଲତାଣ୍ଡବ ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲାର କୋୟାଲିବେଡା ଅଞ୍ଚଳର ନକ୍ସଲମାନେ ଆଜି ଜଙ୍ଗଲ ମଧ୍ୟରେ ଜନଅଦାଲତରେ ପୋଲିସର ସୂଚନାଦାତା ଆରୋପ!-->…
ଆସ୍କାରେ ଷଷ୍ଠ ଗ୍ରାହକ ସମ୍ପର୍କ କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ୍
• ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ) ପକ୍ଷରୁ ଆସ୍କାଠାରେ ନୂତନ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି)ର ଉଦଘାଟନ କରାଯାଇଛି । ଟାଟା ପାୱାରର ସଞ୍ଚାରଣ ଓ ବିତରଣ!-->!-->!-->…
୫ ବର୍ଷ ମଧ୍ୟରେ ୪୩୦ଟି ହାତୀଙ୍କ ମୃତ୍ୟୁ, ୨୩୫୨ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କର ଯାଇଛି ଜୀବନ…
ଭୁବନେଶ୍ବର: ବିଗତ ୫ ବର୍ଷ ମଧ୍ୟରେ ୪୩୦ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ୪ଟି ମହାବଳ ବାଘ, ୩୧ଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୫୨ ଗୋଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କର ବି ଜୀବନ ଯାଇଛି। ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ…
କବିସୂର୍ଯ୍ୟନଗର ବ୍ଲକରେ ସମ୍ବିଧାନିକ ସଙ୍କଟ : ପାରିବାରିକ ରାଜନୀତି ଯୋଗୁଁ ଦଳରେ କନ୍ଦଳ.. !
କବିସୂର୍ଯ୍ୟନଗର : ଗତ ୨୦୨୨ ଏପ୍ରିଲ ମାସରେ ପଞ୍ଚାୟତ ସମିତିରେ ଉପାଧ୍ୟକ୍ଷ ନିର୍ବାଚନ ପରେ ଅଗଷ୍ଟ ମାସରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। କୁଆଡ଼େ ଉକ୍ତ ବୈଠକରେ ପଞ୍ଚାୟତ କୁ ସମ୍ପୂର୍ଣ୍ଣ କବ୍ଜା ରେ ରଖିଥିବା ନିର୍ବାଚିତ ପ୍ରତିନିଧିଙ୍କ ସ୍ୱାମୀଙ୍କ ଦବଦବା ର ଆଭାସ ପାଇ ସମିତି ସଭ୍ୟ!-->…
କୁଇ ସମାଜ ସମନ୍ବୟ ସମିତିର ୨୫ତମ ପ୍ରତିଷ୍ଠା ଦିବସ…
ଫୁଲବାଣୀ:ଜିଲ୍ଲାର ଅଗ୍ରଣୀ ଆଦିବାସୀ ସଙ୍ଗଠନ କୁଇ ସମାଜ ସମନ୍ବୟ ସମିତି ତାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏ ଅବସରରେ ସ୍ଥାନୀୟ କୁଇ ସମାଜ କାର୍ଯ୍ୟଳୟ ଠାରେ ଆୟୋଜିତ ଏକ ବୈଠକରେ ଏକ ହଜାରରୁ ଅଧିକ ଆଦିବାସୀ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମନ୍ବୟ ସମିତିର ସମ୍ପାଦକ!-->…
୭୨ତମ ଗୋ-ସୁରକ୍ଷା ସପ୍ତାହ ପାଳିତ…
ଫୁଲବାଣୀ : ଫୁଲବାଣୀ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗତ ବିଭାଗୀୟ କାର୍ଯ୍ୟାଳୟରେ ୭୨ତମ ଗୋ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ପ୍ରାୟ ୨୦ ରୁ ଅଧିକ ଚାଷୀ ୩୦ ରୁ ଅଧିକ ଗାଇଙ୍କୁ ଆଣି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବିଧି ମୁତାବକ ଗୋମାତାଙ୍କୁ ପୂଜା!-->…