Sign in
Sign in
Recover your password.
A password will be e-mailed to you.
ରାଜ୍ୟସ୍ତରୀୟ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…
ଭୁବନେଶ୍ୱର: ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ଏଜି ଛକସ୍ଥିତ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ…
ବର୍ଷା ଅଭାବ : ଧାନକ୍ଷେତରେ ଗୋରୁ ଛାଡ଼ିଲେ ଚାଷୀ…
ଗଞ୍ଜାମ : ଧୋକା ଦେଲା ବର୍ଷା। ଶୁଖିଗଲା ଧାନ କ୍ଷେତ। ବୋରୱେଲ୍ ମରାମତି ହୋଇନଥିବାରୁ କ୍ଷେତକୁ ପାଣି ମଡ଼ାଇ ପାରିଲେନି ଚାଷୀ। କିଛି ଉପାୟ ନପାଇ କ୍ଷେତରେ ଗୋରୁ ଗାଈ ଛାଡ଼ିଦେଲେ ଚାଷୀ। ମରୁଡ଼ିର ଏପରି ଚିତ୍ର ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରୁ।…
ଡିସେମ୍ବର ୨୬ରେ ପ୍ରତାପ ଜେନାଙ୍କ ପରବର୍ତ୍ତୀ ଶୁଣାଣି
ସାଲେପୁର : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ପରେ ସାଲେପୁର ଜେଏମ୍ଏଫ୍ସି(ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଡିସେମ୍ବର ୨୬ରେ ଏହି ମାମଲାର…
ବିଧାନସଭା ଶୀତ ଅଧିବେଶନ ଲାଗି କଡ଼ା ସୁରକ୍ଷା…
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ। ଅଧିବେଶନ ସମୟରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା, ଧାରଣା, ବିକ୍ଷୋଭ ପ୍ରଦର୍ଶନ ହେବାର ଆଶଙ୍କା ରହିଛି। ଅଧିବେଶନ ସମୟରେ ସୁରକ୍ଷା…
ଉପବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ…
ଭୁବନେଶ୍ବର: ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି। ଉପବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାକୁ ବିଜେପିର ମୁଖ୍ୟ…
ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ…
ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା,…
ନଡା ଜାଳୁଥିବା ଲୋକଙ୍କୁ ଜରିମାନା ସହ ଏମଏସପିରୁ ବଂଚିତ କର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ପ୍ରଦୂଷଣ ହ୍ରାସ କରିବାର ଆବଶ୍ୟକତା ଦୋହରାଇଛନ୍ତି। ଯେଉଁମାନେ ନଡ଼ା ପୋଡି ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କାହିଁକି ଆର୍ଥିକ ସୁବିଧା ଦିଆଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ…
ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର, ୩ ଜଣଙ୍କର ମୃତ୍ୟୁ…
ପାଟନା: ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର | ବିହାରର ମଧେପୁରାରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ମଧେପୁରା ଜିଲ୍ଲାପାଳଙ୍କ କାର ଆଜି ପାଞ୍ଚ ଜଣଙ୍କ ଉପରେ ଚଢ଼ିଯାଇଥିଲା। ଫୁଲପରାସ ଟୋଲ ପ୍ଲାଜା ନିକଟରେ ଏହି ଘଟଣା…
ଆସନ୍ତା ବର୍ଷ ଭାରତ ଆସିବ ଟେସଲା ! ଜାନୁଆରିରେ ହୋଇପାରେ ଘୋଷଣା
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଭାରତରେ ପ୍ରବେଶ କରିପାରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନି ଟେସଲା । ଭାରତ ସହ ଟେସ୍ଲାର ଉତ୍ପାଦନ କାରଖାନା ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏହି ଚୁକ୍ତି ପରେ ଟେସ୍ଲା ଆସନ୍ତା ବର୍ଷଠାରୁ ଭାରତରେ ଇଲେକ୍ଟ୍ରିକ୍ କାର୍…
ବାରାଣାସୀରେ ମୋଦୀଙ୍କ ବିରୋଧରେ କଂଗ୍ରେସରୁ ଲଢିବେ ଅଜୟ ରାୟ…
ବାରାଣାସୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ ଏକ ବଡ ଦାବି କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ ‘ବିଜେପି ହଟାଓ ଦେଶ ବଞ୍ଚାଅ’ର ବାତାବରଣ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମୁଁ ବନାରସରୁ ନିର୍ବାଚନ ଲଢ଼ିବି। ଏହା ହେଉଛି…