Sign in
Sign in
Recover your password.
A password will be e-mailed to you.
ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପରେ ଲସ୍କରକୁ ବ୍ୟାନ କଲା ଇସ୍ରାଏଲ୍…
ନୂଆଦିଳ୍ଲୀ : ଦୀର୍ଘ ୧୫ ବର୍ଷ ହେଲା ଶୋଇ ରହିଥିବା ଇସ୍ରାଏଲର ନିଦ ଏବେ ଭାଙ୍ଗିଛି। ମୁମ୍ବାଇରେ ହମଲା କରିଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାକୁ ଶେଷରେ ବ୍ୟାନ କରିଛି ଇସ୍ରାଏଲ। ୨୦୦୮ ମସିହା ନଭେମ୍ବର ୨୬ରେ ଲସ୍କରର ୧୦ ଜଣ ସଦସ୍ୟ…
BYJU’Sକୁ ୯ ହଜାର କୋଟି ମାଗିଲା ଇଡି…
ନୂଆଦିଳ୍ଲୀ : ଅଡ଼ୁଆରେ ଅନ୍ଲାଇନ୍ ଶିକ୍ଷା ପୋର୍ଟାଲ BYJU’S। ବିଦେଶୀ ଫଣ୍ଡିଂ ଆଇନ୍ ଉଲ୍ଲଙ୍ଘନ କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ BYJU’S ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ୯ ହଜାର କୋଟି ଟଙ୍କା ଦେବାକୁ BYJU’Sକୁ ନିର୍ଦ୍ଦେଶ…
ବିଜ୍ଞାପନ ପାଇଁ ଟଙ୍କା ଅଛି, କିନ୍ତୁ ସରକାରୀ ଯୋଜନା ପାଇଁ ନାହିଁ…
ନୂଆଦିଳ୍ଲୀ : ଦିଲ୍ଲୀ ସରକାରଙ୍କ ଉପରେ ରାଗିଲେ ସୁପ୍ରିମକୋର୍ଟ। ରାପିଡ୍ ରେଳ ପ୍ରୋଜେକ୍ଟ ପାଇଁ ଟଙ୍କା ନ ଦେବାରୁ ସୁପ୍ରିମକୋର୍ଟ କେଜ୍ରିଓ୍ୱାଲ ସରକାର ଉପରେ ଆଜି ଜୋରଦାର ବର୍ଷିଛନ୍ତି। ବିଜ୍ଞାପନ ପାଇଁ ଟଙ୍କା ଅଛି। ହେଲେ ସରକାରୀ ଯୋଜନା ପାଇଁ କେଜ୍ରିଓ୍ୱାଲ…
୧୧୩ ଟଙ୍କା ଫେରି ପାଇବା ପାଇଁ ଗୁଗୁଲ୍ ସର୍ଚ୍ଚ, ଉଡ଼ିଗଲା ୫ ଲକ୍ଷ ଟଙ୍କା…
ନୂଆଦିଳ୍ଲୀ ; ଦିନକୁ ଦିନ ବୃଦ୍ଧି ପାଉଛି ସାଇବର୍ ଠକେଇ। ଇଣ୍ଟରନେଟର ବ୍ୟବହାର ବୃଦ୍ଧି ଏହାର ଆଉ ଏକ ପ୍ରମୁଖ କାରଣ। ଲୋକେ ଯେତେ ସତର୍କ ରହିଲେ ମଧ୍ୟ ଆକାଉଣ୍ଟରେ କଳା କନା ବୁଲାଇ ଦେଉଛନ୍ତି ସାଇବର ଲୁଟେରା। ଏହାରି ମଧ୍ୟରେ ଜଣେ ବ୍ୟକ୍ତି ଗୁଗୁଲ୍ ସର୍ଚ୍ଚ କରି ୫ ଲକ୍ଷ…
ଫାଇନାଲ ମ୍ୟାଚ୍ ବେଳେ ଟିଭି ବନ୍ଦ କରିଦେଲା ପୁଅ, ରାଗରେ ତଣ୍ଟି ଚିପି ମାରିଦେଲା ବାପା
କାନପୁର : କ୍ରିକେଟ ମ୍ୟାଚ୍ ପାଇଁ ପୁଅକୁ ହତ୍ୟା କଲା ବାପା। ବିଶ୍ୱକପ ଫାଇନାଲ ମ୍ୟାଚ୍ ବେଳେ ପୁଅ ଟିଭି ସୁଇଜ୍ ବନ୍ଦ କରିଦେଇଥିଲା। ଏଥିରେ ରାଗି ଯାଇ ବାପା ଜଣକ ତା’ ପୁଅର ତଣ୍ଟି ଚିପି ହତ୍ୟା କରିଛି। ଉତ୍ତର ପ୍ରଦେଶର କାନପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି।…
ରସଗୋଲା ପାଇଁ ହଣାକଟା: ୬ ଗୁରୁତର ଆହତ…
ଆଗ୍ରା: ଆପଣ ଅନେକ ସମୟରେ ଶୁଣିଥିବେ ଯେ ଡିଜେ ସହ ଯୌତୁକକୁ ନେଇ ବରଯାତ୍ରୀ ଓ କନ୍ୟା ଘର ମଧ୍ୟରେ ଝଗଡା ହୋଇଥାଏ | କିନ୍ତୁ ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ଏଠାରେ ଏକ ବିବାହ ସମାରୋହରେ ରସଗୋଲା ଖାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ…
ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ…
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। କୁହାଯାଉଛି କି ୨୦୨୪ ଜାନୁଆରି ୨୨ ତାରିଖ ଦିନ ୧୨ଟା ୨୦ ମିନିଟରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ।
ଏହାକୁ ଦୃଷ୍ଟିରେ ରଖି ରାମ ମନ୍ଦିରର ପୂଜାରୀ ଚୟନ…
ଟନେଲ ଭିତରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଏବଂ ଅମ୍ଳଜାନ ଅଛି: ଏନଡିଏମଏ…
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ପରେ ଗତ ୧୦ଦିନ ହେଲାଣି ୪୧ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦିନକୁ ୨୪ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ…
ଭାରତ ହାତରେ ପଡ଼ିଲା ପାକିସ୍ତାନର ଗୁପ୍ତ ବାର୍ତ୍ତା…
ନୂଆଦିଲ୍ଲୀ : ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ପାକିସ୍ତାନୀ ଦୂତାବାସ ଏବଂ ହାଇକମିସନଗୁଡ଼ିକୁ ପଠାଯାଇଥିବା ଏକ ସ୍ୱାକ୍ଷରିତ ଗୁପ୍ତ ବାର୍ତ୍ତାକୁ ଠାବ କରିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ…
ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ପରୀକ୍ଷା କଲା ଭାରତ…
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି। ଭାରତୀୟ ନୌସେନା ଓ ଡିଆରଡିଓ ମଙ୍ଗଳବାର (ନଭେମ୍ବର ୨୧) ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ନାଭାଲ୍ ଆଣ୍ଟି ସିପ୍ ମିସାଇଲର (ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର)ର ସଫଳ…