Sign in
Sign in
Recover your password.
A password will be e-mailed to you.
ଅନ୍ଧାରୀଖୋଳରେ ୬ ଦିନିଆ ହକି ପ୍ରତିଯୋଗିତା ଉଦଯାପିତ: ତୁଳସୀ ତଇଲା ଚମ୍ପିୟାନ…
ଦେବଗଡ଼,୨୦ା୧୦, : ରିଆମାଳ ବ୍ଲକ ନୂଆଡିହୀ ଗ୍ରାମ ପଂଚାୟତ ଅନ୍ଧାରୀଖୋଳ ଗ୍ରାମରେ ବିର୍ସା ମୁଣ୍ଡା ଜୟନ୍ତୀ କମିଟୀ ଆନୁକୂଲ୍ୟରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ୬ ଦିନିଆ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଚାନ୍ଦିପୋଶି ହକି ଦଳକୁ ଟାଇବେକର ସହାୟତାରେ!-->…
ଡଁରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟବଲ ପ୍ରତିଯୋଗିତା…
ଦେବଗଡ଼,୨୦ା୧୧ : ବାରକୋଟ ବ୍ଲକ ସଦର ମହକୁମରେ ଥିବା ଡଁରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’କାର୍ଯ୍ୟକ୍ରମ ଅଧିନରେ ଆଜି ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ଯାତ୍ରାକର ପ୍ରଧାନଙ୍କ ତତ୍ୱାବଧାନରେ ଏକ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ!-->…
ସୁଗୁଡା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ…
ଦେବଗଡ଼,୨୦ା୧୦ : ତିଲେଇବଣି ବ୍ଲକ ସୁଗୁଡା ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ଅପୂର୍ବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମେଶ୍ୱର ନାଏକ ସଭାପତିତ୍ୱରୋ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ!-->…
ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ…
ଦେବଗଡ଼,୨୦ା୧୧:ଦେବଗଡ ଜିଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବଡବଗିଚା ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସୋମବାର ଉଦଯାପିତ ହୋଇଯାଇଛି । ଆଜି ସଂଧ୍ୟାରେ ଜିଲା ମୂଖ୍ୟ ପ୍ରଣୀ ଚିକିତ୍ସା ଅଧିକାରୀ!-->…
କୁନି କରାଟେ କୁଇନ୍ କନ୍ଧମାଳର ଗୌରବ ସାନଭି ସାଧନା…
ଫୁଲବାଣୀ : ଦିଲ୍ଲୀରେ ଆରମ୍ଭ ହୋଇଥିବା ଜାତୀୟ ସବ ଜୁନିୟର କରାଟେ ଚାମ୍ପିୟନସିପରେ ତା -18/19 ଏହି ଦୁଇ ଦିନରେ ଓଡିଶା ଟିମକୁ ସଫଳତା ମିଳିଛି ମୋଟ -25 ଟି ପଦକ l ସ୍ଵର୍ଣ୍ଣ -07, ରୌପ୍ୟ -06 ଏବଂ କାଂସ୍ୟ -12ଟି l ଏହି 25 କରାଟେ ମାନଙ୍କ ଭିତରେ ଅଛନ୍ତି ସାନଭି ସାଧନା l ସେ 7 ବର୍ଷ ବୟସ!-->…
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ, ୪ ବର୍ଷରେ ସରିବ କାମ…
ଭୁବନେଶ୍ୱର: ଜୋରସୋରରେ ଆଗେଇ ଚାଲିଛି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। ୪ ବର୍ଷରେ ସରିବ କାମ। ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ…
ଆସନ୍ତାକାଲି ଅଁଳାନବମୀ, ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ…
ସାକ୍ଷୀଗୋପାଳ: ଆସନ୍ତାକାଲି (ମଙ୍ଗଳବାର) ଅଁଳାନବମୀ ତଥା ରାଧାପାଦ ଦର୍ଶନ । ଓଡିଆଣୀ ବେଶରେ ସଜିଇ ହେବେ ମାଆ ରାଧାରାଣୀ । ସାକ୍ଷୀଗୋପାଳ ସ୍ଥିତି ପ୍ରଭୁ ଶ୍ରୀ ଗୋପୀନାଥଙ୍କ ମନ୍ଦିରରେ ରାଧାପାଦା ଦର୍ଶନ କରିବେ ଶ୍ରଦ୍ଧାଳୁ । ପବିତ୍ର ଅଁଳାନବମୀ ତିଥିରେ ଶ୍ରୀ ରାଧା…
ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେଲେ ବଡ଼ଠାକୁର…
ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ…
ରାଜଧାନୀରେ ଡିସେମ୍ବର ଶେଷ ରବିବାର ସକାଳେ ଆରମ୍ଭ ହେବ ‘ରାହାଗିରି’
ଭୁବନେଶ୍ବର: ଶୀତୁଆ ସକାଳରେ ଏବେ ରାଜପଥରେ ଜମିବ ଭିଡ । ରାଜଧାନୀରେ ପୁଣି ଆରମ୍ଭ ହେବ ପଥଉତ୍ସବ ‘ରାହାଗିରି’ । ଡିସେମ୍ବର ୧୦ ତାରିଖ ଶେଷ ରବିବାର ଓ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି…
ଆସନ୍ତା ୨୨ରେ ବିଧାନସଭା ଘେରିବ ବସ୍ ମାଲିକ ସଂଘ…
ଭୁବନେଶ୍ବର: ଆସନ୍ତା ୨୨ରେ ବିଧାନସଭା ଘେରିବ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ସେବା ଓ ମୋ ବସ୍ ଯୋଜନା ବିରୋଧ କରି ସଂଘ ଘେରାଉ କରିବ । ଦାବି ପୂରଣ ନହେଲେ ବିକଳ୍ପ ବ୍ୟବସ୍ଥା ପାଇଁ ନିଷ୍ପତ୍ତି କରାଯିବ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ…