Sign in
Sign in
Recover your password.
A password will be e-mailed to you.
ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ, ଡିସେମ୍ବର ୩୦ ଯାଏ ଚାଲିବ
ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୦ ଯାଏ ଚାଲିବ ଅଧିବେଶନ। ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଓ ପୋଲିସ କମିଶନର।
ବିଧାନସଭା ଠାରୁ ଲୋୟର…
ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ…
ଭୁବନେଶ୍ୱର:ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ । ଅଫିସରେ ପଶି ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ । ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ମହିଳାଙ୍କ ଅବସ୍ଥା ଗୁରୁତର…
ମାଇକ୍ରୋସଫ୍ଟରେ ଯୋଗ ଦେଲେ ସାମ୍ ଅଲ୍ଟମ୍ୟାନ୍
ମାଇକ୍ରୋସଫ୍ଟରେ ଯୋଗ ଦେଲେ ଚାଟ୍ ଜିପିଟିର ପୂର୍ବତନ ସିଇଓ ସାମ୍ ଅଲ୍ଟମ୍ୟାନ୍। ଚାଟ୍ ଜିପିଟିରୁ ବହିଷ୍କୃତ ହେବାପରେ ତାଙ୍କ ଭବିଷ୍ୟତକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା। ସେ ପୁଣି ଥରେ ଓପନ୍ ଏଆଇକୁ ଫେରିବା ନେଇ ମଧ୍ୟ ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ…
ସହରାଞ୍ଚଳ ଆବାସ ଯୋଜନାରେ ଗରିବଙ୍କ ପାଇଁ ନିର୍ମିତ ବାସଗୃହ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ନୂଆ ଠିକଣା। ଆଜି ଭୁବନେଶ୍ୱରରେ ସହରାଞ୍ଚଳ ଆବାସ ଯୋଜନାରେ ଗରିବଙ୍କ ପାଇଁ ନିର୍ମିତ ବାସଗୃହ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ହାତରୁ ଚାବି ଗ୍ରହଣ କଲେ ହିତାଧିକାରୀ।…
ତୁର୍କୀରୁ ଭାରତ ଆସୁଥିବା ଜାହାଜ ହାଇଜ୍ୟାକ୍…
ହାଇଜ୍ୟାକ୍ ହେଲା ତୁର୍କୀରୁ ଭାରତ ଆସୁଥିବା ଜାହାଜ। ଭାରତ ଅଭିମୁଖେ ଯାତ୍ରା କରୁଥିବା ଏକ ମାଲବାହୀ ଜାହାଜକୁ ୟେମେନର ହାଉତି ବିଦ୍ରୋହୀମାନେ ଲୋହିତ ସାଗରରେ ଅପହରଣ କରି ନେଇଛନ୍ତି। ଏନେଇ ଇସ୍ରାଏଲ ଅଭିଯୋଗ କରିଛି। ଏହି ଜାହାଜରେ ବିଭିନ୍ନ ଦେଶରୁ ପ୍ରାୟ ୫୦ଜଣ କ୍ରୁ…
ନିର୍ମାଣାଧୀନ ପାଣି ଟାଙ୍କିରୁ ଦୁଇଟି କଙ୍କାଳ ଉଦ୍ଧାର…
ଯାଜପୁର: ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି କଙ୍କାଳ। ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି କଙ୍କାଳ ମଣିଷର କିମ୍ବା କୌଣସି ପଶୁଙ୍କର ତାହା…
ଗାଜା ହସ୍ପିଟାଲରେ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା…
ଗାଜା ସହରରେ ଆତଙ୍କବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା। ସହରର ସବୁଠୁ ବଡ ହସ୍ପିଟାଲ କୁହାଯାଉଥିବା ଅଲ୍ ସିଫା କ୍ୟାମ୍ପସ୍ ପରିସରରେ ଏହି ସୁଡଙ୍ଗ ରହିଛି। ସ୍ୱତନ୍ତ୍ର ଅପରେସନ୍ ସମୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ସୁଡଙ୍ଗକୁ ଠାବ…
ରାଜ୍ୟରେ ଆସନ୍ତା ଦୁଇ ଦିନ ବର୍ଷା ସମ୍ଭାବନା, ରାତି ତାପମାତ୍ରା ୧୧ ଡିଗ୍ରୀକୁ ଖସିଲା…
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ବର୍ଷା ସମ୍ଭାବନା ରହିଛି । ଏଥିସହିତ ପୁଣି ରାଜ୍ୟକୁ ଫେରିଛି ଶୀତ । ଜି ଉଦୟଗିରିରେ ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରିକାଳୀନ ତାପମାତ୍ର ୧୧ ଡିଗ୍ରୀ ସେଲ୍ସିୟସକୁ ଖସିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଗତ…
ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଆଶ୍ୱସ୍ତି, ନିୟମିତ ଜାମିନ୍ ପ୍ରଦାନ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ…
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ୍। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ରିପୋର୍ଟ ମୁତାବକ, ନାଇଡୁ ନଭେମ୍ବର ୨୮…
ଘୁମୁସର ତାଲୁକା ମଧୁବୈଶ୍ୟ (ଗୁଡିଆ ) ସମାଜର ମଣ୍ଡଳ ବୈଠକ ଅନୁଷ୍ଠିତ
ଫୁଲବାଣୀ : ସ୍ଥାନୀୟ ଶ୍ରୀ ମା ନାରାୟଣୀ ମନ୍ଦିର ନିକଟସ୍ଥ ଫୁଲବାଣୀ ମଧୁବୈଶ୍ୟ ସମାଜର ଥିବା ଶ୍ରୀ ଗଣେଶଙ୍କ ମନ୍ଦିର ପ୍ରାଙ୍ଗଣରେ ଘୁମୁସର ତାଲୁକା ମଧୁବୈଶ୍ୟ (ଗୁଡିଆ ) ସମାଜର ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଘୁମୁସର ମଧୁବୈଶ୍ୟ ଗୁଡିଆ ସମାଜ ର ସମ୍ପାଦକ!-->…