Sign in
Sign in
Recover your password.
A password will be e-mailed to you.
ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ : ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ
ପୁରୀ : ପରିକ୍ରମା ପ୍ରକଳ୍ପ , ଚାରିଦ୍ବାର ଖୋଲିବା , ଭିଡ ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ପ୍ରତିଦିନ ପୁରୀକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି ।…
ନଡ଼ା ଜାଳିବାକୁ ମନା କରାଯିବା ସତ୍ତ୍ୱେ ବି ଜଳିଲା ନଡ଼ା, ବର୍ଷିଲେ NGT…
ଦିନକୁ ଦିନ ବଢ଼ି ଚାଲିଛି ପ୍ରଦୂଷଣ। ଦିଲ୍ଲୀ ଏନ୍ସିଆର୍ ସମେତ ଉତ୍ତର ଭାରତର ଅନେକ ସହରକୁ ବିଷାକ୍ତ ବାୟୁ ଢ଼ାଙ୍କି ରହିଛି। ନଡା ଜାଳିବା ଯୋଗୁ ଏହି ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି। ତେଣୁ ସରକାର ଏହି ନଡ଼ା ଜାଳିବା ଉପରେ ବ୍ୟାନ୍ ଲଗାଇଛନ୍ତି। ତେବେ ନିର୍ଦ୍ଦେଶକୁ…
ଛଟ୍ ପୂଜା ସାରି ଫେରୁଥିବା ବେଳେ ଗୁଳିମାଡ଼, ୨ ମୃତ…
ବିହାର: ପ୍ରେମ ସମ୍ପର୍କକୁ ନେଇ ବିହାରର ଲଖିସରାୟ ଜିଲ୍ଲାରେ ଗୁଳିକାଣ୍ଡ। ଏଠାରେ ଛଟ୍ ପୂଜା ସାରି ଫେରୁଥିବା ବେଳେ ଏକ ପରିବାର ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ପରିବାରର ୬ ସଦସ୍ୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା…
ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ୩ ମୃତ, ୧୦ ଆହତ
ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି। ତେଲେଙ୍ଗାନାରେ ଆଜି ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ରଙ୍ଗା ରେଡ୍ଡୀ ଜିଲ୍ଲା ମୋଇନାବାଦ ଗ୍ରାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଉଥିଲା। ଆଜି ହଠାତ୍…
ମଝି ଆକାଶରେ ଏୟାର ହଷ୍ଟେସଙ୍କୁ ଅସଦାଚରଣ, ମଦ୍ୟପ ଯୁବକଙ୍କୁ ଗିରଫ କରିବା ପରେ ମିଳିଲା ଜାମିନ…
ବିମାନରେ ଏୟାର ହଷ୍ଟେସଙ୍କୁ ମଝି ଆକାଶରେ ଅସଦାରଚରଣ । ଇଣ୍ଡିଗୋ ବିମାନ 6E556 ଜୟପୁରରୁ ବେଙ୍ଗାଲୁରୁ ଆସିବା ବେଳେ ଏଭଳି ଘଟଣା ଘଟିଥିଲା । ବିମାନରେ ୩୩ ବର୍ଷୀୟ ମଦ୍ୟପ ଯୁବକ ଏୟାର ହଷ୍ଟେସଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଜାମିନ ମଧ୍ୟ…
ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ…
ଭୁବନେଶ୍ୱର: ଜି.ଉଦୟଗିରିରୁ ଦୁଇ ଦୁଇ ଥରର ବିଧାୟକ ହୋଇଥିବା ସାଲୁଗା ପ୍ରଧାନ ହୋଇପାରନ୍ତି ଓଡ଼ିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ଶ୍ରୀ ପ୍ରଧାନ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସାଲୁଗାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରି ବିଜେଡି ଖେଳିଛି…
ଦାରିଙ୍ଗବାଡ଼ି ବ୍ଳକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାରିଙ୍ଗବାଡ଼ି,୨୦/୧୧ : କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦାରିଙ୍ଗବାଡ଼ି ପଥପ୍ରାନ୍ତଃ ସୁବିଧା କେନ୍ଦ୍ର ଠାରେ ଏହାର ଆୟୋଜନ କରାଯାଇଥିଲା ।ଏଥିରେ ଅତିଥି ଭାବେ ବିଡିଓ!-->…
ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ
ନୟାଗଡ : ଥମୁନି ବାଘ ଛାଲ ବେପାରୀଙ୍କ ପ୍ରାର୍ଦୁଭାବ । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ଏସଟିଏଫ୍ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଅଞ୍ଚଳରେ । ସୂଚନା ଅନୁସାରେ ଦୁଇ ଜଣ ବାଘ ଛାଲ ବେପାରୀ ୧୦…
ଉତ୍ତରକାଶୀରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ଯିବ ରୋବର୍ଟ…!
ବିତିଗଲାଣି ୯ ଦିନ । ତଥାପି ସରୁନି ଉଦ୍ଧାର କାର୍ଯ୍ୟ । ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ପାଇଁ ଆଜି ନବମ ଦିନ । ସେହି ଦିନଠାରୁ ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି, ଯଦିଓ ଏପର୍ଯ୍ୟନ୍ତ କୌଣସି ଶ୍ରମିକ ଉଦ୍ଧାର ହୋଇ…
ବ୍ଲକସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ଚିକିଟୀ : ଚିକିଟୀ ବ୍ଲକ ଗିରିସୋଲା ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ୟାଇ.ଉମା ଜୟନ୍ତୀ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ!-->…