Sign in
Sign in
Recover your password.
A password will be e-mailed to you.
ସୋମବଂଶ ଉଲେଶ୍ୟ ଗୋତ୍ର ପକ୍ଷରୁ ବଂଶ ପୁସ୍ତକ ଉନ୍ମୋଚନ…
ହିଞ୍ଜିଳିକାଟୁ (୧୯।୧୧) : ସୋମବଂଶ ଉଲେଶ୍ୟ ଗୋତ୍ର ପକ୍ଷରୁ ରବିବାର ହିଞ୍ଜିଳିକାଟୁ ବ୍ଲକ୍ ମା ଶ୍ୟାମଳାଇ ମନ୍ଦିର ପୀଠ ରେ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ନୂତନ ବଂଶାବଳୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସଭାପତି ଇଂ ରାମକୃଷ୍ଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଆଙ୍କୋରଡ଼ାରେ ମା’ମହୁରୀ କାଳୁଆଙ୍କ ଯାତ୍ରା ଆରମ୍ଭ…
ହିଞ୍ଜିଳିକାଟୁ, ୧୯/୧୧ : ହିଞ୍ଜିଳିକାଟୁ ଅଙ୍କୋରଡ଼ା ଗ୍ରାମର୮ ଦିନ ବ୍ୟାପି ମା' ମହୁରୀ କାଳୁଆଙ୍କ ଯାତ୍ରା ରବିବାର ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିବସ ରବିବାର ମା'ଙ୍କ ଆଗମନ ପରେ ଶାଲା ସଂସ୍କାର ପରେ ମା'ଙ୍କୁ ଗ୍ରାମର ଅସ୍ଥାୟୀ ମନ୍ଦିରରେ ଅବସ୍ଥାନ କରାଯାଇଥିଲା ।!-->…
ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତୃବୃନ୍ଦ ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ…
ହିଞ୍ଜିଳିକାଟୁ (୧୯/୧୧) : ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ ପରେ ହିଞିଳି ନିର୍ବାଚନ ମଣ୍ଡଳୀ ପଦାଧିକାରୀ ଓ ନେତା ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ଭୁବନେଶ୍ୱର ନବୀନ ନିବାସରେ ଭେଟି ଶୁଭେଚ୍ଛା ଜଣାଇଲେ। ଅଧ୍ୟକ୍ଷ ଙ୍କୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତୃବୃନ୍ଦ ୫ଟି!-->…
ଏସ.ଏସ.ଭିଏମର ୩୫ତମ ବାର୍ଷିକ କ୍ରୀଡ଼ା ସମାରୋହ
ଫୁଲବାଣୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀର ୩୫ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ମାଦିକୁନ୍ଦା ରିଜର୍ଭ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର ବୀର ସିଂ ଶବର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ!-->…
୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଚେନ୍ନାଇ ଅଭିମୁଖେ ଯାତ୍ରା
ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ପି ଏ ଆଇ ଟି ଡି ଏ ସଭା ଗୃହ ଫୁଲବାଣୀ ଠାରେ ନେହରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଛନ୍ତି l ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଜିଲ୍ଲା!-->…
ଦାରିଙ୍ଗବାଡିରେ ଶୀତ ଆସର ଅନୁଷ୍ଠିତ…
ଫୁଲବାଣୀ :ଓଡ଼ିଶାର କାଶ୍ମୀର ଓ ବରଫର ସହର ଦାରିଙ୍ଗାବାଡିଠାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀ ଓ ବନାନୀ ସାରସ୍ୱତ ପରିଷଦ ଆନୁକୂଲ୍ୟରେ କବିତାୟନ, ଆଲୋଚନା ପର୍ବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟର ଉପସଭାପତି ଅଶୋକ କୁମାର ମିଶ୍ରଙ୍କ!-->…
ଦୈନିକ ଖବରକାଗଜ ସକାଳ ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ…
ମାଲକାନଗିରି, ୧୯।୧୧ : ମାଲକାନଗିରି ଜିଲ୍ଲାରେ ଆଜି ସକାଳ ଖବର କାଗଜର ତୃତୀୟ ସ୍ବନକ୍ଷତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜିଲ୍ଲା ସଦର ମହକୁମା ସ୍ଥିତ ମାଲକାନଗିରି ମହା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା!-->…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ୍ ଭିତ୍ତିଭୂମି ପରଖିଲେ
ବାଲିଗୁଡ଼ା (୧୯/୧୧) : କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥା କୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭୁବନେଶ୍ୱର ରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି!-->…
ଏସ୍ୟୁଜେର ସୁନ୍ଦରଗଡ଼ ଜିଲ୍ଲା ଶାଖାର କମିଟି ଗଠିତ
ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସାମ୍ବାଦିକମାନଙ୍କ ସମସ୍ତ ସୁବ୍ୟବସ୍ଥା ଦିଗରେ ଧ୍ୟାନ ଦିଆଯିବ
ରାଉରକେଲା -୧୯/୧୧ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିଜୁ କଲ୍ୟାଣ ମଣ୍ଡପଠାରେ ରବିବାର ଦିନ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ଆହ୍ବାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ!-->!-->!-->…
ପୋଖରୀ ପାଣିରେ ବୁଡି ୨ଭଉଣୀ ମୃତ…
ହିଞ୍ଜିଳିକାଟୁ : ରବିବାର ସକାଳେ ହିଞ୍ଜିଳି ଥାନା କିର୍ତ୍ତୀପୁର ଗ୍ରାମ ପୋଖରୀ ପାଣିରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଜରଡ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ ରାଉତ (୧୦) ଓ ସାନ ଝିଅ ସନ୍ଧ୍ୟାରାଣୀ ରାଉତ (୭) । ପ୍ରକାଶ ଯେ, ଜରଡ ଗ୍ରାମର!-->…