Sign in
Sign in
Recover your password.
A password will be e-mailed to you.
ଆସନ୍ତା ୨ ଦିନ ଭିତରେ ପୁଣି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା…
ଭୁବନେଶ୍ୱର: ଆସନ୍ତାକାଲିଠୁ ବଦଳିବ ରାଜ୍ୟର ପାଣିପାଗ। ୨ ଦିନ ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ଆସନ୍ତା ଦୁଇ ଦିନ…
ଜାବାଲିଆ ରିଲିଫ୍ ଶିବିରରେ ବୋମାମାଡ଼, ୫୦ ମୃତ…
ଗାଜା: ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଯୁଦ୍ଧବିରତି ପାଇଁ ବିଭିନ୍ନ ରାଷ୍ଟ୍ର ଓ ଜାତିସଂଘର ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଚାଲିଛି। ଇସ୍ରାଏଲ ଆଜି ପୁଣି ଉତ୍ତରା ଗାଜାରେ ଜାତିସଂଘ ପରିଚାଳିତ ଜାବାଲିଆ ରିଲିଫ୍ ଶିବିର ଉପରେ…
ଶିମିଳିପାଳରୁ ହାତୀ ଦାନ୍ତ ଜବତ, ୪ ଗିରଫ…
ଶିମିଳିପାଳ ପାଦଦେଶରୁ ହାତୀ ଦାନ୍ତ ସହ ୪ ଗିରଫ। ହାତୀଦାନ୍ତ ଡିଲ ବେଳେ ଚଢଉ କରି ଗିରଫ କଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳର ଦିଲଗଞ୍ଜ ଅଞ୍ଚଳରେ ଜବତ ହୋଇଛି ହାତୀ ଦାନ୍ତ। ହାତୀ ଦାନ୍ତ ଡିଲ ନେଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଖବର ପାଇବା ପରେ…
ସାମିରିକ ଶକ୍ତି ବୃଦ୍ଧି କରିବା ଲକ୍ଷରେ ଚାଇନା, ବିଦେଶରେ ବଢାଇ ତାଲିଛି ବନ୍ଦର ନେଟ୍ୱର୍କ…
ନୂଆଦିଲ୍ଲୀ: ଚୀନ୍ ନିଜର ଅର୍ଥନୈତିକ ଶକ୍ତି ବୃଦ୍ଧି ତଥା ନିଜର ବିସ୍ତାର କ୍ଷମତାକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍ଓ୍ବର୍କ ଦ୍ରୁତ ଗତିରେ ନିର୍ମାଣ କରିଚାଲିଛି। ସମ୍ପ୍ରତି ରିପୋର୍ଟ ଅନୁଯାୟୀ ନୌସେନାର ଉପସ୍ଥିତି ଏହାର…
୨ ବର୍ଷରେ ପଡ଼ିଆ ଖାଇଲାଣି ୫ କୋଟିର ମୋରମ..!
କଟକ: କଟକର ଐତିହାସିକ ବାଲିଯାତ୍ରାର କଳେବର ଓ ଆକର୍ଷଣ ଯେତିକି ବଢୁଛି, ଭିତ୍ତିଭୂମି ପ୍ରସ୍ତୁତି ଆଳରେ ହେଉଥିବା ଆଖିଖୋସା ଖର୍ଚ୍ଚ ବଡ଼ ଦୁର୍ନୀତିକୁ ହାୱା ଦେଉଛି। ୨୦୨୨ରେ ହୋଇଥିବା ଖର୍ଚ୍ଚକୁ ନେଇ ସନ୍ଦେହ ଆଉ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ସ୍ବତନ୍ତ୍ର ଅଡିଟ୍…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଡ୍ୟୁଟିରେ ଯାଉଥିବାବେଳେ ୫ ପୋଲିସ କର୍ମୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ରାଜସ୍ଥାନର ନାଗୌର ଜିଲ୍ଲା କଣୁତା ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଚୁର ଜିଲ୍ଲା…
ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟି ପିଟି ହତ୍ୟା
ଯୁଗ ଆସି କେଉଁଠି ପହଞ୍ଚିଲାଣି । କିନ୍ତୁ ଏବେ ବି କିଛି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସର ମାୟାଜାଲ । ଆଉ ଏହି ଅନ୍ଧବିଶ୍ୱାଶର କୁପ୍ରଭାବରେ ହନ୍ତସନ୍ତ ହେଉଛନ୍ତି କିଛି ନୀରିହ ଜନ ସାଧାରଣ । ଲୋକମାନେ ଯେତେ ଆଧୁନିକତା ଦିଗକୁ ଗଲେ ମଧ୍ୟ କିଛି କିଛି ସ୍ଥାନରେ…
ପଞ୍ଜାବରେ ନଡା ଜାଳି ୬୩୭ ମାମଲା ରୁଜୁ
ଚଣ୍ଡିଗଡ: ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୂ ପ୍ରଦୂଷଣ ମାତ୍ରା । ଏହି କାରଣରୁ ନିଃଶ୍ବାସ ନେବାରେ ବହୁ ଅସୁବିଧା ଭୋଗୁଛନ୍ତି ଦିଲ୍ଲୀବାସୀ । ଏଥିପାଇଁ ଘରୁ ବାହାରିବା ଏବେ ମୁସ୍କିଲ ହୋଇପଡିଛି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ପାଇଁ । ଆଉ ଏନେଇ…
ପ୍ରେମିକାକୁ ଦେଖିବା ପରେ ସ୍ୱାମୀ ଆଉ ଭଲ ଲାଗିଲାନି, ବୟଫ୍ରେଣ୍ଡ ସହ ମିଶି କଲା ନିର୍ମମ ହତ୍ୟା
ରାୟଗଡା : ସ୍ୱାମୀଠୁ ଭଲ ଲାଗିଲା ପ୍ରେମିକ । ରହିପାରିଲାନି ପ୍ରେମିକକୁ ଛାଡି । ଶୟନେ ସପନେ ଜାଗରଣେ ଖାଲି ଦେଖା ଯାଉଥିଲା ପ୍ରେମିକର ମୁହଁ । ପ୍ରେମିକାକୁ ଦେଖିବା ପରେ ସ୍ୱାମୀ ଆଉ ଭଲ ଲାଗିଲାନି । ବୟଫ୍ରେଣ୍ଡ ସହ ଫେରାର ହେବାକୁ ରଚିଥିଲା ଷଡଯନ୍ତ୍ର ।…
ଆରବିଆଇର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନଙ୍କ ପରଲୋକ
ନୂଆଦିଲ୍ଲୀ: ପରଲୋକରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ୧୯୯୦-୧୯୯୨ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱରେ ରହିଥିଲେ ।
ଏସ. ଭେଙ୍କଟରମନନ ଭାରତୀୟ ପ୍ରଶାସନିକ ସେବାର…