Sign in
Sign in
Recover your password.
A password will be e-mailed to you.
ରାୟଗଡା ଜିଲ୍ଲାର ଥେରୁବାଲି ନିକଟରେ ହେବ ଦକ୍ଷିଣ ଓଡିଶାର ପ୍ରଥମ ଓ୍ବାଟରପାର୍କ…
ରାୟଗଡ଼ା : ବୃନ୍ଦାବନ ଆମ୍ୟୁଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ଏକ ୱାଟର୍ ପାର୍କ ନିର୍ମାଣ ନେଇ ଘୋଷଣା ହୋଇଛି । ଏଥିପାଇଁ ୱାଟର୍ ପାର୍କ ନିର୍ମାତା କମ୍ପାନୀ ପକ୍ଷରୁ ରାୟଗଡ଼ାସ୍ଥିତ ହୋଟେଲ ତେଜସ୍ୱିରେ ଏକ ପ୍ରିଲଞ୍ଚିଂ ସେରେମୋନି ଅନୁଷ୍ଠିତ!-->…
ଟିପିଏସ୍ଓଡିଏଲର ହ୍ୟାଣ୍ଡସ୍ – ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ
ବ୍ରହ୍ମପୁର : ଉତ୍କର୍ଷ ସେବା ଓ କାର୍ଯ୍ୟକ୍ଷେତ୍ର ସୁରକ୍ଷାକୁ ପ୍ରାଥମିକତା ଦେଇ ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ ଆମ୍ବଗଡଠାରେ ହ୍ୟାଣ୍ଡସ୍ - ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ ହୋଇଛି । ଶୁକ୍ରବାର କମ୍ପାନୀର ମୁଖ୍ୟ!-->…
ଆଵର୍ଜନାରେ ପାରମ୍ପାରିକ ଚିତ୍ରକଳା : ଜାତୀୟସ୍ତରକୁ ମନୋନୀତ ହେଲେ ଅର୍ପିତା
ହିଞ୍ଜିଳିକାଟୁ ୧୮/୧୧ : ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ ଅର୍ପିତା ଜେନା ନଡିଆ କତାରେ ତିଆରି ସାମଗ୍ରୀର ବିଭିନ୍ନ ପ୍ରକାରର ପାରମ୍ପରିକ ଚିତ୍ରକଳା ପ୍ରଦର୍ଶନ କରି ପ୍ରଥମେ ସ୍କୁଲ, ପରେ ବ୍ଳକ ସ୍ତରୀୟ ଓ ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୩ରେ ଭାଗନେଇ!-->…
ଦୀର୍ଘ ୧୬ ବର୍ଷର ଅପେକ୍ଷା ପରେ ଭତ୍ତା ପାଇଲେ ଦାସୀନ୍ତା ବଳିୟାରସିଂ…
ଦାରିଙ୍ଗବାଡି, ୧୮/୧୧, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରି ଗ୍ରାମର ଦାସୀନ୍ତା ବଳିୟାରସିଂ ଦୀର୍ଘ ବର୍ଷ ଅପେକ୍ଷା ପରେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଥମ କରି ଭତ୍ତା ପାଇ ଖୁସି ହୋଇଥିବା ପ୍ରକାଶ ପାଇଛି। ଆଜି ଗଦାପୁର ସରପଞ୍ଚ କୁମାରୀ ମଲିକ ଓ!-->…
ଶଙ୍ଖ ନଦୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ବସ୍ତି ଅଞ୍ଚଳର ଜନୈକ ବ୍ୟକ୍ତି ସ୍ୱର୍ଗୀୟ ବଏଯୁ ଖଡ଼ିଆଙ୍କ ପୁଅ ବାସୁ ଖଡ଼ିଆ ୪୩ ବର୍ଷ ଶ୍ରୀ ଗଣେଶ ପମ୍ପ ପାଖରେ ଥିବା ଶଙ୍ଖ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି |!-->…
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ : ଡ୍ରାଇଭର ଆହତ
ଛତ୍ରପୁର : ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ l ଡ୍ରାଇଭର ଆହତ l ଗତ କାଲି ବିଳମ୍ବିତ ରାତ୍ରରେ କୋଲକତା ରୁ ତାମିଲନାଡୁ ଅଭିମୁଖେ ଯାଉଥିବା ଟି ଏନ ଏ ଡବ୍ଲୁ 2350 ନମ୍ବର ବିଶିଷ୍ଠ ଏକ ଲୁହା କଏଲ ବୋଝେଇ 14 ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି!-->…
ସ୍ୱାଗତ ସମ୍ବର୍ଦ୍ଧନା ଜୈବବିଜ୍ଞାନ ଛାତ୍ରଛାତ୍ରୀଙ୍କୁ
ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟର ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ସ୍ନାତକ ଓ ସ୍ନାତକୋତ୍ତ ର ପ୍ରଥମ ବର୍ଷ ର ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବେ ଡ଼ ଅଶୋକ କୁମାର ଷଡ଼ଙ୍ଗୀ,!-->…
ହସନପୁର ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହସନପୁର ରାଉରକେଲା -୧ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ବିଶ୍ରାଶିକ୍ଷା କାର୍ଯ୍ୟାଳୟର ଏ ବି ଇ ଓ ଶ୍ରୀଯୁକ୍ତ କୃପାସିନ୍ଧୁ ପତିଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି !ଏଥିରେ ୨୫ଟି ବିଜ୍ଞାନ ପ୍ରକଳ୍ପ!-->…
କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ..!
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକଳ୍ପକୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି !ଯେପରିକି ଆଜି ରାଏବଗାର!-->…
ନଭେମ୍ବର ୨୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୧୮।୧୧: ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର…