Sign in
Sign in
Recover your password.
A password will be e-mailed to you.
ବଡ଼ଦାଣ୍ଡରେ ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ଶ୍ରଦ୍ଧାଳୁ…
ପୁରୀ : ମଠ ବାଡ଼ିର ସହର ହେଉଛି ଶ୍ରୀକ୍ଷେତ୍ର। କାହିଁ କେଉଁ କାଳରୁ ଏହି ସବୁ ମଠବାଡ଼ି ତିଆରି ହୋଇଥିଲା। ଖାସ୍ ଶ୍ରଦ୍ଧାଳୁଙ୍କ ପାଇଁ। ହେଲେ ପରିକ୍ରମା ପ୍ରକଳ୍ପ ନାଁରେ ସେସବୁ ମାଟିରେ ମିଶିଛି। ଧୂଳିସାତ୍ ହୋଇଯାଇଛି ଧର୍ମଶାଳା। ତା’ହେଲେ ଜଗା ଦର୍ଶନ କରିବା ପାଇଁ…
ରତ୍ନଭଣ୍ଡାର ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ASIକୁ କାଠଗଡାକୁ ଅଣାନଯାଉ…
ପୁରୀ : ରତ୍ନଭଣ୍ଡାର ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ASIକୁ କାଠଗଡାକୁ ଅଣାନଯାଉ। ASI ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ ଦୂର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବି। ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିବ ବୋଲି କହିଛନ୍ତି…
୨୬ରେ ପୁଲିସ୍ SI ପରୀକ୍ଷା, ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ…
ଭୁବନେଶ୍ବର : ଓଡ଼ିଶା ପୁଲିସ୍ ସବ୍ ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ରବିବାର (ନଭେମ୍ବର ୨୬) ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ପ୍ରବେଶ ପତ୍ର (Admit Card) ଓଡ଼ିଶା ପୁଲିସ୍ ୱେବସାଇଟ୍…
ଅବସର ନେବାକୁ ସୁନୀଲ ବଂଶଲଙ୍କୁ ଅନୁମତି, ନୂଆ ବର୍ଷରେ ନୂଆ ଡିଜିପି…
ଭୁବନେଶ୍ବର : ନୂଆବର୍ଷରେ ଓଡ଼ିଶା ଦେଖିବ ନୂଆ ପୁଲିସ ଡିଜି ବା ଡିଜିପି। କାରଣ ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି ମିଳିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ତାଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଗୃହ…
TCS ଅଫିସକୁ ମିଳିଲା ବୋମା ଧମକ, ବନ୍ଧା ହେଲେ ପୂର୍ବତନ କର୍ମଚାରୀ…
ନୂଆଦିଲ୍ଲୀ : କମ୍ପାନୀ ଚାକିରିରୁ ଛଟେଇ କରି ଦେଇଥିବା ବେଳେ ପୁଣି ଥରେସୁଯୋଗ ଦେବାକୁ ମନା କରିଦେଲା। ଏଥିରେ ଉତ୍ତ୍ୟକ୍ତ ହୋଇଗଲେ ମହିଳା କର୍ମଚାରୀ। ଆଉ ପାନେ ଦେବାକୁ ରଚିଲେ ପ୍ଲାନ୍। ଏପରିକି ଅନ୍ୟ ଏକ ନମ୍ବରରୁ ଫୋନ୍ କରି କମ୍ପାନୀରେ ବୋମା ଥିବା ସୂଚନା ଦେଲେ।…
‘ଡିପ୍ଫେକ୍’ ଭିଡିଓକୁ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା
ନୂଆଦିଲ୍ଳୀ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ପରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, କାଜୋଲଙ୍କର ‘ଡିପ୍ଫେକ୍’ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ପ୍ରସଂଗକୁ ନେଇ ଏବେ…
ନକଲି ଭିଡ଼ିଓ ପ୍ରସ୍ତୁତିରେ ଏଆଇର ଦୁରୂପଯୋଗ ପରେ ଓପନଏଆଇରେ ଇସ୍ତଫା ଝଡ଼…
ନୂଆଦିଲ୍ଲୀ: ‘ଚାଟ୍ଜିପିଟି’ର ‘ସିଇଓ’ ସାମ୍ ଅଲ୍ଟ୍ମ୍ୟାନ୍ଙ୍କୁ ତା’ର ମୂଳ କମ୍ପାନି ‘ଓପେନ୍ଏଆଇ’ ଶୁକ୍ରବାର ଦିନ ବହିଷ୍କାର କରିବା ପରେ ଆଜି ‘ଓପେନ୍ଏଆଇ’ର ସହ-ସଂସ୍ଥାପକ ତଥା ଅଧ୍ୟକ୍ଷ ଗ୍ରେଗ୍ ବ୍ରୋକ୍ମ୍ୟାନ୍ ଇସ୍ତଫା ଦେଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ…
‘ବିଜେପି’ ଭାରତୀୟ କ୍ରିକେଟ୍କୁ ଗୈରିକ ରଙ୍ଗ କରିଛି: ମମତା ବାନାର୍ଜୀ
କୋଲ୍କାତା: ‘ବିଜେପି’ ସବୁ କିଛି ଗୈରିକ ରଙ୍ଗ କରି ପକାଉଛି ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ୍ ଟିମ୍ର ‘ପ୍ରାକ୍ଟିସ୍’ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି।
କେନ୍ଦ୍ରୀୟ କୋଲ୍କାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ…
ଆଦିତ୍ୟ ଠାକରେଙ୍କ ନାଁରେ ମାମଲା ରୁଜୁ, ଆସିଲା ସାଂଘାତିକ ଅଭିଯୋଗ…
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାଁରେ ରୁଜୁ ହେଲା ମାମଲା। କେବଳ ଆଦିତ୍ୟ ଠାକରେ ନୁହନ୍ତି, ସୁନୀଲ ସିନ୍ଦେ, ସଚିନ ଅହିରଙ୍କ ବିରୋଧରେ ବି ରୁଜୁ ହୋଇଛି ମାମଲା। ବିଏମସି ଅନୁମତି ବିନା ଏକ ବ୍ରିଜ ଉଦ୍ଘାଟନ…
ଅପହୃତ ମହିଳାଙ୍କ ମୃତଦେହ ଡାକ୍ତରଖାନା ସୁଡ଼ଙ୍ଗରୁ ଉଦ୍ଧାର…
ଜେରୁଜେଲମ: ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ଶିଫାରେ ଇସ୍ରାଏଲ ସେନାର ତଲାସୀ ଅଭିଯାନ ବ୍ୟାପକ ହୋଇଛି। ଅନ୍ୟପକ୍ଷରେ ଗତରାତିରେ ଆଇସିୟୁରେ ଥିବା ସମସ୍ତ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ହସ୍ପିଟାଲକୁ ବିଦ୍ୟୁତ, ପାଣି…