Sign in
Sign in
Recover your password.
A password will be e-mailed to you.
ବନ ବିଭାଗର ଗଜସାଥୀଙ୍କୁ କଚାଡିଲା ହାତୀ
ବଲାଙ୍ଗୀର: ଥମୁନି ହାତୀ ଆତଙ୍କ । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ବଲାଙ୍ଗୀରରୁ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ବନ ବିଭାଗର ଗଜସାଥୀ ଗୁରୁତର…
ମୁଁ ତୁମମାନଙ୍କ କଷ୍ଟ କଳ୍ପନା କରିପାରୁଛି, ଖେଳାଳିଙ୍କ ମନୋବଳ ବଢାଇଲେ ସଚିନ ତେନ୍ଦୁଲକର
ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ସଚିନ ତେନ୍ଦୁଲକରଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟିମ୍ ଖେଳାଳିଙ୍କ ମନୋବଳ ବଢାଇଛନ୍ତି । ଫାଇନାଲରେ ଟିମ୍ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିବା ପରେ ଖେଳାଳିଙ୍କ…
ଉଲିପଦର ଗ୍ରାମରେ କଂଗ୍ରେସର ମିଶ୍ରଣ ପର୍ବ…
ଦାରିଙ୍ଗବାଡ଼ି, ୨୦/୧୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ଉଲିପଦର ଗ୍ରାମର ୬୧ ପରିବାର ସମସ୍ତ ସଦସ୍ୟ ସଦସ୍ୟା , ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଆଶାୟୀ ପାର୍ଥି ଅମୀରଚାନ୍ଦ ନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ!-->…
ଜିଲା କୃଷକ ସଂଘର୍ଷ ସଂଘର ବୈଠକ ଓ ପଂଚାୟତ ସ୍ତରୀୟ କମିଟୀ ଗଠିତ…
ଦେବଗଡ,୨୦|୧୧):ବାରକୋଟ ବ୍ଲକ ବସାଲଇ ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ବରସାହିରେ ଜିଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହେବା ସହ ପଂଚାୟତ ସ୍ତରୀୟ କମିଟୀ ଗଠନ କରାଯାଇଥିଲା । ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ଜିଲା କୃଷକ ସଙ୍ଘର୍ଷ!-->…
ରାଜ୍ଯ ସ୍ତରରେ ପୁରସ୍କୃତ ହେଲା ଫୁଲବାଣୀ ଖଡୁରା ସାମାଜ …
ଫୁଲବାଣୀ : ପୁରୁଣା ଭୁବନେଶ୍ବରର କେଦାର ଗୌରୀ ମନ୍ଦିର ନିକଟସ୍ଥ ସିଦ୍ଧି ମଣ୍ଡପ ଠାରେ ରାଜ୍ଯ ସ୍ତରୀୟ ନିଖିଳ ଉତ୍କଳ ଖଡୁରା ସାମାଜର ଏକ ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକ ରାଜ୍ୟର ସମସ୍ତ ଜିଲ୍ଲାର ସାମାଜ ସଭାପତି ସମ୍ପାଦକ ଓ କୋଷାଧ୍ଯକ୍ଷଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l!-->!-->!-->…
ଫୁଟବଲ ପ୍ରତିଯୋଗିତା ଉଦଯାପିତ: ଢୋଲପଡା ଫୁଟବଲ କ୍ଲବ ଚମ୍ପିୟାନ…
ଦେବଗଡ଼,୨୦|୧୧):ତିଲେଇବଣି ବ୍ଲକ କଂସର ଗ୍ରାମପଂଚାୟତ ସଦର ମହକୁମା ଖେଳ ପଡିଆଠାରେ କଂସର ଫୁଟବଲ କ୍ଲବ ଆନୁକୂଲ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦ୍ୱି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ସମ୍ବଲପୁର ଜିଲାର ବଞ୍ଜାରୀ ଫୁଟବଲ କ୍ଲବକୁ ଟାଇବ୍ରେକର!-->!-->!-->…
ରାଜ୍ୟ ସ୍ତରୀୟ ଚିଲ୍ଡରେନସ ସାଇନ୍ସ କଂଗ୍ରେସ ଉଦଯାପିତ…
ଦେବଗଡ଼ ଛାତ୍ରଙ୍କ ପ୍ରକଳ୍ପ ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ମନୋନୀତ...
ବିଶ୍ଵ ଶୌଚାଳୟ ଦିବସ ପାଳିତ…
ଚିକିଟୀ : ଆଜି ବ୍ଲକର ସମସ୍ତ ପଞ୍ଚାୟତରେ ବିଶ୍ଵ ଶୌଚାଳୟ ଦିବସ ପାଳିତ ହୋଇଥିବାବେଳେ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶୌଚାଳୟ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ!-->…
ଷଷ୍ଠ ଥର ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ…
ଅହମଦାବାଦ : ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ ।…
ଦାରିଙ୍ଗବାଡି ଜିଲାପରିଷଦ ୧୧ ନଂ ଜୋନ ବ୍ରାହ୍ମଣୀଗାଁରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ
ଦାରିଙ୍ଗବାଡି, ୭/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଜିଲା ପରିସଦ ୧୧ନଂ ଯୋନ ବ୍ରାହ୍ମଣୀଗାଁ ସ୍ଥିତ ଆର ଏମ ପି ପରିସରରେ କଂଗ୍ରେସ ଦଳ ପକ୍ଷରୁ କର୍ମୀ ସମିଳନୀ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଅମୀରଚାନ୍ଦ ନାୟକଙ୍କ ନେତୃତ୍ୱ ଓ ଜିଲା ମହିଳା ସଭାନେତ୍ରୀଙ୍କ ସହଯୋଗ କ୍ରମେ!-->…