ବଡ଼ନାଉକୋଣା କୃଷି ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟନ…

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଵଡନାଉକଣା କୃଷି ସମବାୟ ସମିତି ପକ୍ଷରୁ ଚଳିତ ୨୦୨୩_୨୦୨୪ ବର୍ଷ ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା ଧାନମଣ୍ଡି ଉଦ୍ଘାଟନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ପ୍ରତ୍ୟେକ ଚାଷୀ କିପରି ସହଜ ଭାବେ ଧାନ ଦେଇ ଉଚିତ୍ ନିର୍ଦ୍ଧାରିତ ମୂଲ୍ୟ ପାଇପାରିବେ ସେ ନେଇ ମତବ୍ୟକ୍ତ କରିଥିଲେ। ସମବାୟ ସମିତର ସଭାପତି ନରେଶ କୁମାର୍ ବେହେରାଙ୍କ ସଭାପିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମିତିର ସଂପାଦକ ଶ୍ରୀ କ୍ଷେତ୍ରବାସୀ ରାଉତ ପ୍ରମୁଖ ସମସ୍ତ ସଭ୍ୟ ଆଉ ଚାଷୀ ଉପସ୍ଥିତ ଥିଲେ। .
ବୈବ୍ରତ ନାରାୟଣ ବିଶ୍ୱାଳ ଯୁବ ନେତା ଓସ୍ତିଆ ପଞ୍ଚାୟତ , ମନୋଜ କୁମାର ମଲ୍ଲିକ, ପ୍ରକାଶ ଚନ୍ଦ୍ର ତାଡୁ, ଅଲେଖ ହାତୀ, ଚୈତନ୍ୟ ବିଶ୍ୱାଳ, ଦିବାକର ସାମଲ, ଗୌରାଙ୍ଗ ମଣ୍ଡଳ, ନିଗମ ରାଉତ, ରବିନ୍ଦ୍ର ପଢ଼ିହରୀ, ପବିତ୍ର ନାୟକ, କୈଳାଶ ପଢ଼ିହାରି , ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.