Sign in
Sign in
Recover your password.
A password will be e-mailed to you.
ମୋଦିଙ୍କୁ ପରୋକ୍ଷରେ ‘ପନୌତି’ କହିଲେ ରାହୁଲ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ପନୌତି କହି ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବିଶ୍ୱକପ ଫାଇନାଲରେ ଭାରତ ହାରିବା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟୀ କରିଛନ୍ତି। ରବିବାର ବିଶ୍ୱକପ ଫାଇନାଲରେ…
ପଞ୍ଚୁକ ପାଞ୍ଚ ଦିନ ବଡ଼ଦାଣ୍ଡରେ ଉଠା ଦୋକାନ ବନ୍ଦ…
ପୁରୀ : ପଞ୍ଚୁକ ପାଞ୍ଚ ଦିନ ପୁରୀ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।
ଜିଲ୍ଲାପାଳ କହିଛନ୍ତି, ଭକ୍ତଙ୍କ ପାଇଁ ଯେଉଁ ସବୁ ସୁବିଧା ଯୋଗାଇ ଦିଆଯିବା କଥା, ତାକୁ ପଞ୍ଚୁକ…
ବାଧକ ସାଜିଲା କଳଙ୍କିତ ଜାତି ପ୍ରଥା: ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ନୟାଗଡ଼ : ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ବିବାହ କରି ନୂଆ ଜୀବନ ଗଢ଼ିବା ପାଇଁ ଦେଖିଥିଲେ କେତେ ସ୍ୱପ୍ନ। ହେଲେ ସେଥିରେ ବାଧକ ଥିଲା କଳଙ୍କିତ ଜାତି ପ୍ରଥା! ଶେଷରେ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ଆଜି ସକାଳେ ଉଭୟ ନିଜ ନିଜ ଘରେ ଝୁଲି ପଡ଼ିଲେ। ଏପରି…
ସମର୍ଥ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ…
ଜଣେ ବି ଭିନ୍ନକ୍ଷମ ସୁବିଧାରୁ ବଞ୍ଚିତ ହେବେ ନାହିଁ - ଜିଲ୍ଲାପାଳ
ଛତ୍ରପୁର ତା.୨୧.୧୧.୨୦୨୩ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସଦ୍ଭାବନା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମର୍ଥ ଶିବିର ନିମନ୍ତେ ପ୍ରସ୍ତୁତି ଓ ସମନ୍ବୟ କମିଟି!-->!-->!-->…
ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ…
ଚିକିଟୀ - ଚିକିଟୀ ବ୍ଲକ ଗିରିସୋଲା ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ୟାଇ.ଉମା ଜୟନ୍ତୀ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ!-->…
ଟ୍ରକ ଧକ୍କାରେ ଗୁରୁତର ମିଶନ ଶକ୍ତି ମହିଳା ମୃତ : ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ମିଶନ ଶକ୍ତି ମହିଳାଙ୍କୁ ବୀମା…
ଦେବଗଡ,୨୧୧୧, ଗତ ଶୁକ୍ରବାର ଦିନ ତିଲେଇବଣି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିବା ମିଶନ ଶକ୍ତିର ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ କେନ୍ଦ୍ର କରି ଦେବଗଡ ଜିଲା ମିଶନ ଶକ୍ତିର ମହିଳା ମାନେ ଆଜି ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ!-->!-->!-->…
ଟାଟା ପାୱାର ର ସେବା କମ ଶୋଷଣ ବେଶି, ସରକାର ଙ୍କୁ ମହାଙ୍ଗା ପଡ଼ିବ ଆଗାମୀ ନିର୍ବାଚନ…!
ମିଟର ରିଡିଙ୍ଗ ରେ ହେଉଛି ବିପୁଳ ଦୁର୍ନୀତି... ଅଭିଯୋଗ ଏଠାରେ ଧର୍ମକୁ ଆଖି ଠାର..!
ସ୍ଥିର ଜଳବାୟୁ- ପରିମଳ ଅଭ୍ୟାସର ବିକାଶ ପାଇଁ ଉତ୍କୃଷ୍ଟ ସମୟ
ଜଳ ଉତ୍ସ ପରିଚାଳନା, ପରିମଳ ଉପରେ ଭାରତ ସହିତ ରଣନୀତିକ ଭାଗିଦାରୀ ପାଇଁ ଅଷ୍ଟ୍ରେଲିଆ ସରକାର ପ୍ରତିଶ୍ରୁତିବଦ୍ଧ |
ଭୁବନେଶ୍ୱର: ବିଶ୍ୱ ଶୌଚାଳୟ ଦିବସ ପାଳନ କରିବା ପାଇଁ ରବିବାର ଏଠାରେ ଆୟୋଜିତ ଏକ ବୈଠକ ସମସ୍ତ ଅଂଶଗ୍ରହଣକାରୀ ଏକତ୍ରିତ ହୋଇ ଜଳବାୟୁ ସ୍ଥିର ପରିମଳ ସେବା ତଥା ଅଭ୍ୟାସ…
କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନ ଶୁଣାଣୀ ରାଜନଗରରେ ଅନୁଷ୍ଠିତ…
ରାଜନଗର -20.11.023 ରାଜ୍ୟରେ ସରକାରଙ୍କର ଜନସାଧାରଣଙ୍କୁ ହାତପାଖରେ ଵିଭିନ୍ନ ସମସ୍ୟାର ସମାଧାନ କରି ନ୍ୟାୟଦେବାକୁ କରିଥିବା ଯୋଜନା ତାହା ସ୍ବାଗତ ଯୋଗ୍ୟ କାର୍ଯ୍ୟକ୍ରମ। ସେଥିପାଇଁ ପ୍ରତ୍ୟେକ ସୋମବାର ପଲ୍ଲୀରେ ପ୍ରଶାସନ ଏବଂ ପ୍ରାୟ ତିନି ଚାରିମାସରେ ଥରେ ବ୍ଲକର ସଦର ମହକୁମାରେ!-->…
ଇନ୍ଦି ପର୍ବରେ ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ.. !
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧିନରେ ଥିବା ଡୁମେରଯୋର ପଞ୍ଚାୟତ ଅନ୍ତର୍ଗତ ଡୁମେରଯୋର ବସ୍ତିରେ ଗତ କାଲି ଇନ୍ଦ୍ ପର୍ବ ପାଳନ କରାଯାଇଥିଲା ! କୌଣସି ସୂତ୍ରରୁ ପ୍ରକାଶ ଯେ ପ୍ରଶାସନରୁ ବିନା ଅନୁମତିରେ ଏହି ପର୍ବକୁ ପାଳନ କରୁଥିବା ବେଳେ କାଦୋବାହାଲ୍!-->!-->!-->…