Sign in
Sign in
Recover your password.
A password will be e-mailed to you.
ଭୋଟ ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ…
ଛତ୍ରପୁର : ଅକ୍ଟୋବର ୨୭ ତାରିଖ ଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଆରମ୍ଭ ହୋଇଥିବା ବେଳେ ଏହା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ଚାଲିବ । ଏହି ସମୟ ମଧ୍ଯରେ ନାଗରିକଗଣ ଭୋଟର ତାଲିକାରେ ନିର୍ଦ୍ଧାରୀତ ଫର୍ମ ପୂରଣ କରି!-->…
ଵିଜେପି ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଘେରାଉ..
ହିଞ୍ଜିଳିକାଟୁ ୧୬/୧୧ : ବିଭିନ୍ନ ସମସ୍ୟା ନେଇ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ ବିଜେପି ନେତା ଶିଶିର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଵହୁ ବିଜେପି ନେତା ଓ!-->…
ସିଏସସି ବାଲ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଅବସ୍ଥିତ ସିଏସସି ବାଲ ବିଦ୍ୟାଳୟ ଜ୍ଞାନ ଓ ଆଧ୍ୟାତ୍ମିକ ସଂସ୍କାର ଶିକ୍ଷା ଦେବାରେ ବେଶ ଜଣାଶୁଣା l ଏହି ବିଦ୍ୟାଳୟ ପାଳନ କରିଛି ତାର ପ୍ରଥମ ଶିଶୁ ଦିବସ ଏକ ନିଆରା ଢଙ୍ଗରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ!-->…
ଏ.ଏମ.ସି.ଏସ ମହାବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର
ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ କଲେଜ ପରିଚାଳନା ସଭାପତି ଲଳିତେନ୍ଦୁ ପ୍ରଧାନ ସଭାପତିତ୍ୱ ରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ଓ ଟିକାବାଲି କଲେଜ ର ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କୁ ନେଇ ଆଲୋଚନା!-->…
ଗଂଜାମ ଜିଲ୍ଲା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ
ଛତ୍ରପୁର : ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବରମନ୍ଦିର ପରିସରରେ ଗଂଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି କାମରାଜୁ ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବଂଗତ ଶିକ୍ଷକ!-->…
ସର୍ବନିମ୍ନ ପେନସନ ଦାବିରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ମାଲକାନଗିରି (୧୬/୧୧) : ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଲ୍ ଓଡିଶା ଇ.ପି.ଏଫ୍. ପେନ୍ସନର୍ସ ଆସୋସିଏସନ୍ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିବା ଏହି ଦାବିପତ୍ରରେ ମୋଟ ୪ଦଫା ସମ୍ବଳିତ!-->…
ଋଷିମାଳ ଡିଗ୍ରୀ କଲେଜରେ କ୍ରୀଡା, ସାଂସ୍କୃତିକ ତଥା ସମାଜ ସେବା ପ୍ରତିଯୋଗିତାର ଶୁଭ ଉଦ୍ଘାଟନ
ଦାରିଙ୍ଗବାଡ଼ି, ୧୬/୧୧: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଡିଗ୍ରୀ କଲେଜରେ ଗତକାଲି ବୁଧବାର ଦିନ ଓଡିଶା ସରକାରଙ୍କ ସମନ୍ୱିତ ଯୁବ ବିକାଶ ଆନୁକୂଲ୍ୟରେ କ୍ରୀଡା, ସାଂସ୍କୃତିକ ତଥା ସମାଜ ସେବା ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟ!-->…
ଚୋରା ବାଲି ସମ୍ରାଟ ମୁଦୁଲି ର ଖୋଳ ତାଡ଼ ଚାଲିଛି,:ନକଲି ୱାଇ-ଫର୍ମ ଗୁମର ଖୋଲିଲା ତିନି ଗିରଫ..
ଭୁବନେଶ୍ୱର:୧୬-୧୧ ଚୋରା ବାଲି ସମ୍ରାଟ କୃପସିନ୍ଧୁ ମୁଦୁଲି ନକଲି ୱାଇ-ଫର୍ମ ର ଗୁମର ଖୋଲିଲା। ଶେଷରେ ପୋଲିସ ର ହାତରେ ଲାଗିଲା ନକଲି ୱାଇ-ଫର୍ମ ପ୍ରିଣ୍ଟ ହେଉଥିବା ଅଫସେଟ ପ୍ରିଣ୍ଟିଙ୍ଗ ପ୍ରେସ। ବ୍ରହ୍ମପୁର ବୈକୁଣ୍ଠ ନଗର ଦ୍ୱିତୀୟ ଲାଇନ ରେ ଥିବା ମା ସନ୍ତୋଷୀ ପ୍ରିଣ୍ଟିଙ୍ଗ ପ୍ରେସ ରେ!-->!-->!-->…
ବିଶ୍ବକପ ଫାଇନାଲରେ ଭାରତ
ମୁମ୍ବାଇ: ବିଶ୍ୱକପ୍ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ…
ଏମକେଏସପି ର ୩୫ ତମ ଶିଶୁ କ୍ରୀଡା ଉତ୍ସବ…
ଫୁଲବାଣୀ: ଫୁଲବାଣୀର ସର୍ବପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ 35 ତ୍ତମ ଶିଶୁ କ୍ରୀଡ଼ା ଉତ୍ସବ ପାଳିତ ହୋଇ ଯାଇଛି । ଫୁଲବାଣୀ ପୌର ପରିଷଦର ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ନର୍ସରୀ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ!-->…