Sign in
Sign in
Recover your password.
A password will be e-mailed to you.
ଖାନ୍ ୟୁନିସ୍ର ପୂର୍ବରେ ଥିବା ୪ଟି ସହର ଛାଡ଼ି ଚାଲିଯିବାକୁ ଗାଜାବାସୀଙ୍କୁ କହିଲା ଇସ୍ରାଏଲ…
ନୂଆଦିଲ୍ଲୀ: ବିମାନରୁ ରାତି ସାରା ଲିଫ୍ଲେଟ୍ ( ପ୍ରଚାର ପତ୍ର) ବିଞ୍ଚି ଇସ୍ରାଏଲ ଗାଜାର ସାଧାରଣ ନାଗରିକମାନଙ୍କୁ ଦକ୍ଷିଣର ମୁଖ୍ୟ ସହର ଖାନ୍ ୟୁନିସର ପୂର୍ବପାର୍ଶ୍ୱରେ ଥିବା ବାଣୀ ଶୁହାଇଲା, ଖୁଜା, ଆବାସନ ଏବଂ କାରାରା ସହର ଛାଡ଼ିବାକୁ କହିଛି। ଏକଲକ୍ଷରୁ ଅଧିକ ଲୋକ…
ସରକାରଙ୍କ ସହଯୋଗରେ ରାଜ୍ୟରେ ନିବେଶ କରିପାରନ୍ତି ଭିଏତନାମ ପ୍ରତିନିଧି…
ଭୁବନେଶ୍ଵର: ଆନ୍ତର୍ଜାତୀୟ ସହଯୋଗ ତଥା ଅର୍ଥନୈତିକ ଅଭିବୃଦ୍ଧି ବଢାଇବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର । ଭିଏତନାମ ଭିନ୍ ଲଙ୍ଗ ପ୍ରଦେଶର ୨୨ଜଣିଆ ପ୍ରତିନିଧୀ ଦଳ ଓଡିଶା ଗସ୍ତରେ ଆସି ବୟନଶିଳ୍ପ, କୃଷି, ଇଞ୍ଜିନିୟରିଂ, ରାସାୟନିକ…
ମହିଳା ପର୍ଯ୍ୟଟକଙ୍କ ସହ ଅଭଦ୍ରାମୀ ମହଙ୍ଗା ପଡ଼ିଲା, ବନ୍ଧା ହେଲେ ୪ ଯୁବକ…
ଅତିଥି ଦେବୋ ଭବଃ । ଅତିଥିଙ୍କ ସତ୍କାର କରିବାକୁ ଦେଶବାସୀ ସବୁବେଳେ ଆଗଭର ରହୁଥିବା ବେଳେ ମାତ୍ର ଏହି ଉକ୍ତିକୁ କିନ୍ତୁ କଦର୍ଥ କରିଛନ୍ତି ୪ ଯୁବକ । ଆଗ୍ରା ବୁଲି ଆସିଥିବା ଏକ ପରିବାରର ୪ ମହିଳା ସଦସ୍ୟଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ବନ୍ଧା…
ନଭେମ୍ବର ଶେଷ ସପ୍ତାହରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ଶେଷ ସପ୍ତାହରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ ତିନି ଦିନିଆ ଗସ୍ତରେ ଆସିବେ । ପୁଣିଥରେ ନଭେମ୍ବର ୨୬ରୁ ୨୭ ଦୁଇ ଦିନିଆ ଗସ୍ତରେ ଆସିବେ ।
ମିଳିଥିବା ସୂଚନା ଅନୁସାରେ,…
ପିଲାଙ୍କ ସହ ଖେଳୁଛନ୍ତି ମୋଦୀ; ମଥାରେ କଏନ ଲଗାଇ ଦେଖାଉଛନ୍ତି ଯାଦୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି।
ଆମେ ସମସ୍ତେ ଜାଣିଛେ ଛୋଟଛୋଟ ପିଲାଙ୍କ ପ୍ରତି ମୋଦୀଙ୍କ ଏକ ଭିନ୍ନ…
ବାତ୍ୟା ଯିବ ବାଂଲାଦେଶ ! ଓଡିଶାରେ ପଡିବନି ପ୍ରଭାବ
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାଲି ବାତ୍ୟାର ରୂପ ନେବ । ଆଜି ଏହା ଘଣ୍ଟାପ୍ରତି ୧୭ କିମି ବେଗରେ ଗତିକରୁଛି । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି, ଦୀଘାରୁ ୪୬୦ , ବାଂଲାଦେଶ ଖେପୁପଡାରୁ ୬୧୦ କିମି ଦୂରରେ ରହିଛି ।…
ପଡ଼ୋଶୀଙ୍କ ଆକ୍ରମଣରେ ବିଜେପି ନେତ୍ରୀ ମୃତ, ପୁଅ ଗୁରୁତର
ସାମାନ୍ୟ ବିବାଦରୁ ବିଜେପି ନେତ୍ରୀଙ୍କୁ ହତ୍ୟା କଲେ ପଡ଼ୋଶୀ। ପଡ଼ୋଶୀଙ୍କ ଆକ୍ରମଣରେ ବିଜେପି ନେତ୍ରୀଙ୍କ ପୁଅ ଗୁରୁତର ହୋଇଛନ୍ତି। ଏପରି ଏକ ଘଟଣା ଗୁଜରାଟର ଅମରେଲି ଜିଲ୍ଲାର ଧାରୀ ଅଞ୍ଚଳରେ ଘଟିଛି । ମୃତ ମହିଳା ନେତ୍ରୀଜଣକ ହେଲେ ମଧୁବେନ ଯୋଶୀ।
ଘଟଣା ଦିନ ମଧୁବେନ…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ
ଯାଜପୁର: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ । ଯାଜପୁର ବ୍ଲକ କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ଗିରଫ । ପେନସନ ଟଙ୍କା କରାଇ ଦେବା ପାଇଁ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪୦୦୦…
ବ୍ଲକସ୍ତରୀୟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର
ଫୁଲବାଣୀ : ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ଓ କ୍ରାଏ କୋଲକାତାଙ୍କ ମିଳିତ ସହଯୋଗରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୈଠକ ଗୃହ ଠାରେ “ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ଏବଂ ପୋଷଣ” ସଂପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ!-->…
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ…
ନୂଆଦିଲ୍ଲୀ : ଦୁଇ ମହାଶକ୍ତିଙ୍କ ଭେଟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଆମେରିକାର ସାନ ଫ୍ରାନସିସ୍କୋରେ ଆଲୋଚନା କରିଛନ୍ତି ଦୁଇ ରାଷ୍ଟ୍ର ମୁଖ୍ୟ । ସାମରିକସ୍ତରରେ କଥାବାର୍ତ୍ତା ପାଇଁ ରାଜି ହୋଇଛନ୍ତି ଉଭୟ ଦେଶ । ୨୦୨୨ରେ ଆମେରିକା…