ନିର୍ବାଚନୀ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ…

ଆସନ୍ତାକାଲି ପଡିବ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ତେବେ ଏହା ପୂର୍ବରୁ ଟଳି ପଡିଛନ୍ତି ନିର୍ବାଚନୀ ଡ୍ୟୁଟିରେ ଥିବା କର୍ମଚାରୀ। ମଧ୍ୟପ୍ରଦେଶ ବୈତୁଲର ମୁଲତାଇରେ ନିର୍ବାଚନୀ ଡ୍ୟୁଟି ବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭୀମରାଓ…

ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ…

କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ପଦ ପୂରଣ ସଂପର୍କିତ ଅଦାଲତ ଅବମାନନା ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ସରୋଜ କୁମାର ମିଶ୍ର ଆଜି ବ୍ୟକ୍ତିଗତ ହାଜର ହୋଇ ହାଇକୋର୍ଟକୁ କ୍ଷମା…

ରାଜସ୍ଥାନରେ ବିଜେପି ର ନିର୍ବାଚନୀ ଇସ୍ତାହାର ଜାରି…

‘ରାଜସ୍ଥାନରୁ କଂଗ୍ରେସ ହଟିବା ଜରୁରୀ। ଏଠି ଦୁର୍ନୀତି ମାମଲାରେ ଯଦି କୌଣସି ଦଳ ସବୁଠୁ ଆଗରେ ଅଛି ତାହା ହେଲେ ସେ ହେଉଛି କଂଗ୍ରେସ। ରାଜସ୍ଥାନରେ ପଛୁଆ ବର୍ଗ ଓ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି। ମହିଳାଙ୍କ ସହ ହେଉଥିବା ଅପରାଧ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ…

କିମ୍ସରେ କମ୍ପ୍ୟୁଟର ନେଭିଗେସନରେ ହେଲା ପ୍ରଥମ ମେରୁଦଣ୍ଡ ଅସ୍ତ୍ରୋପଚାର…

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କିମ୍ସ । ଏକ ବିରଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଛନ୍ତି କିମ୍ସର ଡାକ୍ତରୀ ଟିମ । ଓଡ଼ିଶାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍ ପ୍ରକ୍ରିୟାରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି କିମ୍ସ ଡାକ୍ତର।…

ଡାକ୍ତର ସାଜି ସର୍ଜରୀ କରୁଥିଲେ ଟେକ୍ନିସିଆନ୍‌, ବନ୍ଧା ହେଲେ ୪…

ଧରା ପଡ଼ିଲା ନକଲି ଡାକ୍ତରଙ୍କ ଗ୍ୟାଙ୍ଗ। ନକଲି ଡାକ୍ତର ସାଜି ଧଡାଧଡ଼ ସର୍ଜରୀ କରୁଥିଲେ ଟେକ୍ନିସିଆନ୍‌। ଲୁଟୁଥିଲେ ପୁଳାପୁଳା ଟଙ୍କା। ଚଢ଼ାଉ କରି ଏବେ ୪ ଜଣଙ୍କୁ ବାନ୍ଧିଛି ପୁଲିସ। ନୂଆଦିଲ୍ଲୀର ଗ୍ରେଟେର୍‌ କୌଳାଶ ଅଞ୍ଚଳରୁ ନକଲି ଡାକ୍ତରଙ୍କ ଏକ ଗ୍ୟାଙ୍ଗ ଧରାପଡ଼ିଥିବା…

ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା…

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା। ୨୩ ବର୍ଷ ଭିତରେ ବିଜେଡ଼ି ସରକାର ଚାଷ ଜମିକୁ ଜଳସେଚିତ କରିବାରେ ବିଫଳ ହୋଇଛନ୍ତି। ଅନାବୃଷ୍ଟି ଯୋଗୁଁ ମରୁଡ଼ି ଭଳି ବିପତ୍ତିର…

ନ୍ୟୁଜ୍‌ କ୍ଲିକ୍: ସିଙ୍ଘମ୍‌ଙ୍କୁ ସମନ ପଠାଇଲା ଇଡି…

ନ୍ୟୁଜ୍‌କ୍ଲିକ୍ ଫଣ୍ଡିଂ ମାମଲାରେ ଫଶିଲେ ସିଙ୍ଘମ। ବିଦେଶ ମନ୍ତ୍ରାଳୟ ଜରିଆରେ ସମନ ପଠାଇଲା ଇଡି। ନ୍ୟୁଜ୍‌କ୍ଲିକ୍‌ ଫଣ୍ଡିଂର ମନି ଲଣ୍ଡରିଂ ମାମଲାରେ ଆମେରିକାର କୋଟିପତି ନେବିଲ ରୟ ସିଙ୍ଘମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇଛି। ନେବିଲ ରୟ ବର୍ତ୍ତମାନ…

ଶ୍ରମିକମାନଙ୍କ ଉଦ୍ଧାର ପାଇଁ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ପୂଜାର୍ଚ୍ଚନା…

ବାଙ୍ଗିରିପୋଷି : ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାକୁ ୫ଦିନ ପୁରିଛି। ଦିନପରେ ଦିନ ବିତିଲା ୫ଦିନ ହେଲାଣି ନା ସେ ଆସୁଛନ୍ତି ନା ତାଙ୍କର ଖବର ଆସୁଛି । ତେବେ ଭଗବାନ ହିଁ ଭରସା। ଦୁଇ ଛୁଆଙ୍କୁ ଧରି କିପରି ବଞ୍ଚିବି ମୁଁ,…

ଟନେଲ ତଳେ ୪୦ ଜୀବନ, ରେସ୍କ୍ୟୁ ପାଇଁ ଆମେରିକାରୁ ଆସିଲା ଡ୍ରିଲ ମେସିନ୍‌…

ବାଜିରେ ଲାଗିଛି ଜୀବନ। ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ତଳେ ୪ ଦିନ ହେବ ଫଶିଛନ୍ତି ୪୦ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତର ପ୍ରୟାସ ଜାରି ରହିଛି। ଏମାନଙ୍କ ରେସ୍କ୍ୟୁ ପାଇଁ ଆମେରିକାରୁ ଅଣାଯାଇଛି ଡ୍ରିଲ୍‌ ମେସିନ୍‌। ବାୟୁସେନା ବିମାନ ଜରିଆରେ…

ବ୍ରାଉନସୁଗାର ବେପାର କରି ଗିରଫ ହେଲେ ଦାନ୍ତ ଡାକ୍ତର, ୨.୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ…

ଯାଜପୁର: ଅପରେଶନ ହ୍ଵାଇଟ ସ୍ପାଇଡର । ଯାଜପୁର ଟାଉନ ଥାନା ପୋଲିସକୁ ବଡ ସଫଳତା । ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୦୨ ଗ୍ରାମର ବ୍ରାଉନସୁଗାର ସହ ୪ଟି ମୋବାଇଲ ଜବତ କରିଛି ପୋଲିସ । ଏଥି ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଜବତ…