Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ସୁନ୍ଦରଗଡ:- ୧୬/୧୧- ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ବିକାଶ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ା. ପରାଗ ହର୍ଷଦ ଗାଭାଲୀ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ସଦର ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ,!-->!-->!-->…
ମଣ୍ଡିପୂର୍ବରୁ ପଡ଼ୋଶୀ ରାଜ୍ୟକୁ ଧାନ ଚାଲାଣ , ବେପାରୀଙ୍କ ରାଜୁତି !
ସବୁଜାଣି ପ୍ରସାସନ ନିରବ !
ମାଲକାନଗିରି, ୧୬/୧୧ ଗୋଟିଏ ପଟେ ଫସଲ ବେଳେ ପାଣି ପାଇଁ ଚାଷୀ ଗୁହାରୀ କରି ନୟାନ୍ତ ହୋଇଥିଲା ବେଳେ ଏବେ ଅମଳ ପରେ ବେପାରୀଙ୍କ ରାଜୁତିର ଶୀକାର ହେଉଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା!-->!-->!-->…
୫୭ ତମ ଜାତୀୟ ପ୍ରେସ ଦିବସ ୨୦୨୩ ପାଳିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୫୭ ତମ ଜାତୀୟ ପ୍ରେସ ଦିବସ ୨୦୨୩ ପାଳିତ ହୋଇ ଯାଇଛି l ଏହି ଅବସରରେ ସ୍ଥାନୀୟ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜର ଉନ୍ନତି ଦିଗରେ ସର୍ବଦା ସାମ୍ବାଦିକ ମାନେ ଜାଗ୍ରତ!-->…
ଜନଜାତିମାନଙ୍କ ଭୂସମ୍ପତ୍ତି ବିକ୍ରିରେ ପ୍ରକୃତ ସ୍ୱାର୍ଥ କାହାର..! ସଂଶୋଧନ କାହା ପାଇଁ.. !
ଭୁବନେଶ୍ବର : ଗତ ୧୪ ନଭେମ୍ବର ୨୦୨୩ ରେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରାଗଲା । ବିବୃତି ମୁତାବକ, ଅନୁସୂଚିତ ଜନଜାତି ମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨,୧୯୫୬ ଆଇନ!-->!-->!-->…
ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍…
କନ୍ଦଳ ଭିତରେ ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍। ପରସ୍ପରକୁ ଟାର୍ଗେଟ କରୁଥିବା ଏହି ଦୁଇ ନେତା ଏକାଠି ନଜର ଆସିଛନ୍ତି। କେବଳ ସେତିକି ନୁହେଁ ଏହି ଦୁଇ ନେତା ମିଶି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ ମଧ୍ୟ…
ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ: ଜଣେ ମୃତ, ୨ ଗୁରୁତର…
ରାଉରକେଲା : ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ଶ୍ରମିକ ମୃତ, ୨ ଗୁରୁତର । ରାଉରକେଲା କଲୁଙ୍ଗା ଇଣ୍ଡ୍ରଷ୍ଟ୍ରିଆଲ୍ ଇଷ୍ଟେଟ ସ୍ଥିତ ଶୁଭମ୍ ଇସ୍ପାତରେ ଦୁର୍ଘଟଣ । ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ଜଣେ ଶ୍ରମିକ ମୃତ, ୨ ଗୁରୁତର ହୋଇଛନ୍ତି । ୨ ଗୁରୁତର ଶ୍ରମିକ ଘରୋଇ ହସ୍ପିଟାଲରେ…
ଡିଜିପି ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ହାଇକୋର୍ଟ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀ ନିଶାନ୍ତ ଶର୍ମାଙ୍କ ଅଭିଯୋଗ କ୍ରମେ ଡିଜିପି ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ଏଫ୍ଆଇଆର୍ ପଂଜିକୃତ କରିବାକୁ…
ସାଙ୍ଗକୁ ପିଟିପିଟି ହତ୍ୟା କଲା ସାଙ୍ଗ…
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଧୀନ ଦମକିପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସାଙ୍ଗଙ୍କ ଠାରୁ ଆଉ ଜଣେ ସାଙ୍ଗ ମାଗି ନେଇଥିବା ସାଇକେଲ ନ ଫେରାଇବାରୁ ଉକ୍ତ ସାଙ୍ଗଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ…
ମଣିପୁର ସରକାର ଘୋଷଣା କଲେ ‘ସ୍ଥାୟୀ ଆବାସ ଯୋଜନା’
ମଣିପୁର ସରକାର ମେ’ ୩ରେ ହୋଇଥିବା ହିଂସାରେ ପୀଡ଼ିତ ପରିବାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ବିସ୍ଥାପିତ ପରିବାରଙ୍କ ପାଇଁ ବୁଧବାର ସ୍ଥାୟୀ ଆବାସ ଯୋଜନା ଘୋଷଣା କରିଛନ୍ତି। ହିଂସା ସମୟରେ ଯେଉଁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା କିମ୍ବା ଘର କ୍ଷତିଗ୍ରସ୍ତ…
ଟଙ୍କା ପାଇଁ ୩୦ କି.ମି. ଗୁରୁଣ୍ଡିଲେ ଦିବ୍ୟାଙ୍ଗ, ଖବର ପ୍ରସାରଣ ପରେ ବୃଦ୍ଧାଙ୍କୁ ମିଳିଲା ଟ୍ରାଇ ସାଇକଲ…
ସୁନ୍ଦରଗଡ: ଦେହରେ ବଳ ନାହିଁ କି ଚାଲି ପାରୁନାହାନ୍ତି ଏହି ବୁଢୀ ମଉସୀ ଜଣଙ୍କ । ସରକାରଙ୍କ ଯୋଜନା ସତେ ଯେପରିକି ମାଉସୀଙ୍କ ପାଇଁ ପାଣି ର ଗାର ସଦୃଶ୍ୟ । ବ୍ୟାଙ୍କରୁ ଟଙ୍କା ପାଇଁ ଦୀର୍ଘ ୩୦ କି.ମି. ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ ଏହି ଦିବ୍ୟାଙ୍ଗ ବୃଦ୍ଧା…