Sign in
Sign in
Recover your password.
A password will be e-mailed to you.
ସାଇବର ଠକଙ୍କ ଜାଲରେ ଆଇପିଏସ ଅଫିସରଙ୍କ ପତ୍ନୀ, ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟ୍
ଆଇପିଏସ୍ ଅଧିକାରୀଙ୍କ ପତ୍ନୀ ଖାଇଗଲେ ଧୋକା। ଆକାଉଣ୍ଟରେ କଳାକନା ବୁଲାଇଦେଲେ ସାଇବର ଠକ । କେବଳ ଆଇପିଏସ୍ ଅଧିକାରୀଙ୍କ ପତ୍ନୀ ନୁହନ୍ତି, ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ବି ଗାଏବ ହୋଇଗଲା ଟଙ୍କା । ସାଇବର ଲୁଟେରା ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି…
ପାର୍କ ଉଦଘାଟନ କରିବାକୁ ଯାଇ ବିଧାୟକ ହଟହଟା…
ଲାଞ୍ଜିଗଡ : ଆଗେ ରାସ୍ତା ମରାମତି କର , ତା ପରେ ବିଧାୟକଙ୍କୁ ଗାଁ ଭିତରକୁ ପଶିବାକୁ ଦେବୁ । ଏହା ଥିଲା କିଛି ଗାଁ ଲୋକଙ୍କ ଦାବି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡର ପାଦଦେଶରେ ଥିବା ତ୍ରିଲୋଚପୁରର…
ଖସିଲା ଗ୍ୟାସ୍ ଦର…
ଦୀପାବଳି ପୂର୍ବରୁ କମର୍ସିଆଲ ଗ୍ୟାସ୍ ଉପଭୋକ୍ତାଙ୍କୁ ଶକ୍ତ ଝଟକା ମିଳିଥିବା ବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ୧୫ ଦିନ ତଳେ ଅୟଲ କମ୍ପାନୀ ଦ୍ୱାରା ଲାଗୁ ହୋଇଥିବା ନୂଆ ଦର ଏବେ କମିଥିବା ବେଳେ ତାହା କିନ୍ତୁ ଗ୍ରାହକଙ୍କୁ ଏହା ବେଶି ଖୁସି କରି ପାରିନି। କାରଣ…
ଜଗତସିଂହପୁରରେ ଦୁଇ ଆଇଓସିଏଲ କର୍ମଚାରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ
ପାରାଦୀପ:ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେ(IOCL)ର ଦୁଇ କର୍ମଚାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରାଗଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏକ ଏସୟୁଭି ଆଇଓସିଏଲ କର୍ମଚାରୀଙ୍କ…
ନଦୀରେ ମାଳ ମାଳ କୁମ୍ଭୀର; ଚିନ୍ତାରେ ଛଟ୍ ବ୍ରତଧାରୀ
ଆଜିଠୁ ଆରମ୍ଭ ହେଉଛି ଛଟ୍ ପୂଜା ପର୍ବ। ଏହାକୁ ନେଇ ବ୍ରତଧାରୀମାନେ ଖୁବ୍ ଉତ୍ସାହିତ ଥିବା ବେଳେ ସେମାନଙ୍କ ଟେନସନ୍ ବଢ଼ାଇଇନ୍ତି କୁମ୍ଭୀର । ଛଟ୍ ବ୍ରତଧାରୀ ସକାଳୁ ଅର୍ଘ୍ୟ ଅର୍ପଣ କରିବାକୁ ନଦୀକୁ ଯାଉଥିବା ବେଳେ ସେଠାରେ ବୁଲୁଛନ୍ତି ମାଳ ମାଳ କୁମ୍ଭୀର। ଫଳରେ…
ଷଷ୍ଠ ଦିନରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ…
ଭଦ୍ରକ: ଭଦ୍ରକ ର ଆରାଧ୍ୟ ଦେବି ମାଆ ଭଦ୍ରକାଳୀ ସକଳ ଶକ୍ତିର ଆଧାର । ସେ ଆଦ୍ୟାଶକ୍ତି, ସର୍ବବ୍ୟାପିନି, ପରମା ବିଦ୍ୟା ମହାମାୟା ଓ ପରଂବ୍ରହ୍ମ ରୂପିଣୀ । ମାଆ ଶାନ୍ତ, ପୁଣି ସୌମ୍ୟା ଓ ପରମବୈଷ୍ଣବୀ । ମାଆ ପୀଠରେ ସଦାସର୍ବଦା ବିଶ୍ଵମାତା ବେଶରେ ପୂଜା ପାଇଥାନ୍ତି ।…
ଭୋଟ ପୂର୍ବରୁ କଂଗ୍ରେସ-ବିଜେପି ମୁହାଁମୁହିଁ; ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୁଲିସ୍…
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟିଂ ହେଉଛି। ମାତ୍ର ମତଦାନ ଆରମ୍ଭ ହେବା ପୂର୍ବରୁ ହିଁ ଇନ୍ଦୋରର ରାଓ ବିଧାନସଭା କ୍ଷେତ୍ର ପାଲଟିଛି ରଣକ୍ଷେତ୍ର। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି କର୍ମୀ। ସ୍ଥିତି ଅଣାୟତ୍ତ ହେବାରୁ ନିୟନ୍ତ୍ରଣ ଆଣିବାକୁ…
ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ଉପରେ ରୋକ୍
ଭୁବନେଶ୍ବର : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ନଭେମ୍ବର ୧୪ ତାରିଖରେ ଜମି ହସ୍ତାନ୍ତର ନେଇ…
ଷଷ୍ଠ ଜିଲ୍ଲା ପରିଷଦ ର ଚତୁର୍ଥ ବୈଠକ ଅନୁଷ୍ଠିତ…
ସୁନ୍ଦରଗଡ:- : ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଳ କୁମାର ଲାକ୍ରା, ସଦର ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁର ବିଧାୟକ!-->!-->!-->…
ଜାତୀୟ ପ୍ରେସ ଦିବସ ପାଳିତ…
କାଲିମେଳା, ତା ୧୬/୧୧ : ମାଲକାନଗିରି ଜିଲ୍ଲା ଏମଭି ୭୯ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏମଭି ୭୯ ସ୍ଥିତ ଡଃ ଶ୍ଯାମା ପ୍ରସାଦ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ସଭା ଅନୁଷ୍ଠିତ କରାଯାଇ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଓ ସମ୍ପ୍ରତି!-->!-->!-->…