Sign in
Sign in
Recover your password.
A password will be e-mailed to you.
ଆସିକାରେ ଦୀର୍ଘ ଦିନ ହେଲା ବନ୍ଦ ଥିବା ବିବାଦୀୟ ଚେରମେରିଆ ବେଆଇନ ବାଲି ଘାଟ ପୁଣି ଚାଲିବା ପାଇଁ ପ୍ରସ୍ତୁତି …..!
ଜାଲ ବିଛାଇଲେଣି ବାଲି ମାଫିଆ ଅଦୃଶ୍ୟ ଶକ୍ତି ର ଆଦେଶ କୁ ଅପେକ୍ଷା...
ଅଦୃଶ୍ୟ ଶକ୍ତି ଚାପରେ ପ୍ରଶାସନ ଚେପା …..!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପୂର୍ବରୁ ଦୀର୍ଘ ବର୍ଷ ହେଲା ଜିଲ୍ଲାର ଚୋରା ବାଲି ସମ୍ରାଟ ହାତରେ ଆସିକା ଚେରମେରିଆ ବାଲି!-->!-->!-->…
ସଙ୍ଗଠନ ଓ ସରକାରକୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କଲେ ଶାହା
ଭୁବନେଶ୍ବର:ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକ। ସଙ୍ଗଠନ ଓ ସରକାର କୁ ନେଇ ବୈଠକରେ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ ଶାହା। ରାଜ୍ୟରେ ଯେଉଁ ସବୁ ଇସ୍ୟୁ!-->…
ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଟିଭି ଚ୍ୟାନେଲର TRP ରେଟିଂ ବନ୍ଦ
ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ଟିଭି ଚ୍ୟାନେଲ୍ ର TRP ବନ୍ଦ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ । ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କିଛି ନ୍ୟୁଜ୍ ଚ୍ୟାନେଲ୍ ଅତ୍ୟଧିକ ଭୟଭୀତ କରିବା ଭଳି ଏବଂ ଅଯଥା ଗୁଜବ ଖବର ପ୍ରସାରଣ କରୁଥିବା ସରକାର ଲକ୍ଷ୍ୟ କରିଛନ୍ତି!-->…
ପାଣିପାଗ ବିଭାଗ କେନ୍ଦ୍ରକୁ ବୋମା ଧମକ
ତେଲଙ୍ଗାନା : ହାଇଦ୍ରାବାଦ ବେଗମପେଟ ସ୍ଥିତ ପାଣିପାଗ ବିଭାଗ କେନ୍ଦ୍ରକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ସକାଳ ୯ଟା ବେଳେ ଧମକପୂର୍ଣ୍ଣ ଇମେଲ ଆସିଛି । ଏଥିରେ କୁହାଯାଇଛି କି, କାର୍ଯ୍ୟାଳୟ ପରିସରରେ ୧୪ଟି ବୋମା ଲଗାଯାଇଛି । ଯାହା କେତେ ବେଳେ ମଧ୍ୟ ବିସ୍ଫୋରଣ ହୋଇପାରେ । ଏହି!-->…
ମଧ୍ୟପ୍ରାଚ୍ୟ ପାଇଁ ୧୭ ବିମାନ ଚଳାଚଳ କରିବ ଇଣ୍ଡିଗୋ
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଯୁଦ୍ଧ ଚାଲିଥିବା ବେଳେ ଅଧିକାଂଶ ବିମାନ ବାତିଲ ହେଉଛି । ଏହାରି ଭିତରେ ଇଣ୍ଡିଗୋ ଏୟାରଲାଇନ୍ସ ଆଜିଠାରୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରର ୮ଟି ଅଲଗା ଅଲଗା ସହରକୁ ୧୭ ଉଡ଼ାଣ ସଂଚାଳନ କରିବ । ଏୟାରଲାଇନ ମୋଟ୍ ୩୨ ସେକ୍ଟରରେ ନିଜ ସେବା ପ୍ରଦାନ କରିବ ।!-->…
ସୋସିଆଲ ମିଡିଆ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା
କର୍ଣ୍ଣାଟକ : କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍। ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଦ । ଭାରତର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ଏହି ନିୟମ ଲାଗୁ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟ ବଜେଟରେ ଏହି ବଡ଼ ଘୋଷଣା!-->…
ୟୁଏଇରେ ଡ୍ରୋନ ଆଟାକ: ଅତି ଜରୁରୀ ନହେଲେ ବାହାରକୁ ନଯିବାକୁ ପରାମର୍ଶ
ନୂଆଦିଲ୍ଲୀ : ୟୁଏଇରେ ଡ୍ରୋନ ଆଟାକ । ଦୁବାଇରେ ଏମରଜେନ୍ସି ଆଲର୍ଟ । ୟୁଏଇରେ ଡ୍ରୋନ ଷ୍ଟ୍ରାଇକ ପରେ ଦୁବାଇ ବାସିନ୍ଦାଙ୍କ ମୋବାଇଲକୁ ଏକ ଜରୁରୀକାଳୀନ ସତର୍କତା ବାର୍ତ୍ତା ପଠାଯାଇଛି । ଡ୍ରୋନ ଆକ୍ରମଣର ଆଶଙ୍କା ଥିବାରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ନିଜକୁ!-->…
UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ, ଅନୁଜ ଅଗ୍ନିହୋତ୍ରୀ ପ୍ରଥମ
ନୂଆଦିଲ୍ଲୀ : UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ । ଚଳିତଥର ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ରାଜେଶ୍ବରୀ ସୁଭେ ଏମ, ୩ୟରେ ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ,!-->…
ବାୟୁସେନାର ସୁଖୋଇ-୩୦ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ
ନୂଆଦିଲ୍ଲୀ: ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍ । ଆସାମରେ ବାୟୁସେନାର ସୁଖୋଇ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ (Su-30MKI) ଯୁଦ୍ଧବିମାନ କାଲି ସନ୍ଧ୍ୟାରେ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଯୋରହାଟ ଏୟାରବେସରୁ ଏକ ପ୍ରଶିକ୍ଷଣ ଉଡ଼ାଣ ପାଇଁ ବାହାରିଥିଲା ।!-->…
ରୁଷିଆରୁ ତେଲ କିଣିବ ଭାରତ, ଅନୁମତି ଦେଲା ଆମେରିକା
ନୂଆଦିଲ୍ଲୀ: ରୁଷିଆରୁ ତେଲ କିଣିପାରିବ ଭାରତ । ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି । ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି । ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି କହିଛନ୍ତି, ବିଶ୍ୱ ବଜାରରେ ତେଲର ଯୋଗାଣ!-->…