ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି, ମେ’ ୨୫ ଶେଷ ତାରିଖ

ଭୁବନେଶ୍ଵର:ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି। ମେ’ ୨୫ ତାରିଖ ଯାଏଁ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ। ସୋମବାର ସରୁଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭ ହୋଇଥିଲା। ପରୀକ୍ଷା

୫ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନଶିକ୍ଷକ

କେନ୍ଦ୍ରପଡ଼ା : କେନ୍ଦ୍ରପଡ଼ା ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷକ, ବକେୟା ଦରମା ପାଇବା ପାଇଁ ଜଣେ କର୍ମଚାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ।ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିକଟସ୍ଥ ଚଡ଼େଇଗୁଆଁ ସ୍ଥିତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ

ଧୂମଧାମରେ ଚାଲିଛି ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା : ଆସନ୍ତା ଜୁନ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଛତ୍ରପୁର…

ଛତ୍ରପୁର, ୧୮/୫ : ଛତ୍ରପୁରରେ ମେ ୪ ତାରିଖ ଠାରୁ ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଧୂମଧାମରେ ଚାଲିଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଚଳିତ ବର୍ଷ ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯିବ । ଏହି

ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା

ମାହାଙ୍ଗା : ଜମିବାଡ଼ି ବିବାଦକୁ ନେଇ ସୋମବାର ସକାଳେ ଜଣେ ମହିଳାଙ୍କୁ ବିଲରେ ହାଣିଲା ଖୁଡ଼ୁତାଶୂର। ମୃତକ ଜଣକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅକରପଡା ଗ୍ରାମର ସ୍ଵର୍ଣ୍ଣଲତା ସାହୁ। ଘଟଣା ଅନୁସାରେ ମୃତକ ସ୍ଵର୍ଣ୍ଣଲତା ସାହୁ ଘାସ କାଟିବାକୁ ବିଲକୁ ଯାଇଥିବା ବେଳେ, ଜମିଜମା

ବାଲିଅନ୍ତା ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ଚିହ୍ନଟ: କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ଚିହ୍ନଟ ହେଲେ ସବୁ ଅଭିଯୁକ୍ତ। ସିସିଟିଭିରୁ ଚିହ୍ନଟ ହୋଇଛନ୍ତି ସବୁ ଅଭିଯୁକ୍ତ। କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାଲିଅନ୍ତା ବର୍ବର କାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ

ବିରଲକ୍ଷ୍ମମଣପୁରରେ ପୋଷଣ ଷ୍ଟଲ୍ ଆକର୍ଷଣର କେନ୍ଦ୍ରବିନ୍ଦୁ

ମାଲକାନଗିରି, ତା ୧୮/୦୫ : ମାଲକାନଗିରି ବ୍ଲକ ଅନ୍ତର୍ଗତ ବିରଲକ୍ଷ୍ମମଣପୁର ଗ୍ରାମପଞ୍ଚାୟତରେ ଆଜି ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ୭ଟି ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା । ସେଥିମଧ୍ୟରୁ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ପ୍ରଦର୍ଶିତ

ବିଜେପି କୋର୍ କମିଟି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ

ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ । ଉତ୍ତରଦାୟୀ ସରକାର ଓ ଶକ୍ତିଶାଳୀ ସଂଗଠନ ଉପରେ ଜୋର ଦିଆଯାଇଛି । ବୈଠକରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି, ସାଂଗଠନିକ

ଆସନ୍ତା ୨୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ (+୨) ପରୀକ୍ଷା ଫଳ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ଵାରା ପରିଚାଳିତ ୨୦୨୬ ବାର୍ଷିକ ଯୁକ୍ତ ଦୁଇ (+୨) ପରୀକ୍ଷା ଫଳ ଆସନ୍ତା ମେ’ ୨୦ ତାରିଖରେ ପ୍ରକାଶ ପାଇବ। ଏହି ଦିନ ଅପରାହ୍ନ ୧୨:୩୦

ଦୁଇ ମହଲା ଛାତରୁ ପଡ଼ି ଯୁବକ ମୃତ

ବାରଙ୍ଗ: ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ଯୁବକ ମୃତ । ମୃତ ଯୁବକ ହେଲେ ଜଗନ୍ନାଥ ସାହୁ। ସେ ଓମଫେଡରେ କ୍ଷୀର ଟ୍ୟାଙ୍କର ଚାଳକ ଭାବେ କାର୍ଯ୍ୟ କରନ୍ତି । ଯୁବକଙ୍କ ନିଜ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଆମ୍ବଶାଳ ଗ୍ରାମରେ ହୋଇଥିବା ବେଳେ ଏଠାରେ

୪ ଦଫା ଦାବି ନେଇ ଧାରଣାରେ ଆମ ବସ୍ ଡ୍ରାଇଭର

ଭୁବନେଶ୍ବର: ୪ ଦଫା ଦାବିକୁ ନେଇ ପାତ୍ରପଡା ଭଗବାନପୁର ଆମ ବସ ଡିପୋରେ ଆନ୍ଦୋଳନରେ ବସିଛନ୍ତି ଆମ ବସ କର୍ମଚାରୀ । ଦରମା ପ୍ରଦାନରେ ବିଳମ୍ବ, EPF ଓ ESI ସୁବିଧା ସମସ୍ୟା ସହ ବିଭିନ୍ନ ଦାବିକୁ ନେଇ ଭୋର ୪ଟାରୁ କର୍ମଚାରୀମାନେ ଧାରଣା ଆରମ୍ଭ କରିଛନ୍ତି । ଆନ୍ଦୋଳନ ପ୍ରଭାବରେ