Sign in
Sign in
Recover your password.
A password will be e-mailed to you.
ବିଧାୟକଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ…
ହୁ ହୁ ଜଳିଲା ବିଧାୟକଙ୍କ ଘର। ଆନ୍ଦୋଳନକାରୀମାନେ ବିଧାୟକଙ୍କ ଘରେ ଲଗାଇଦେଲେ ନିଆଁ। ମହାରାଷ୍ଟ୍ରରେ ମରାଠା ଆରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ଲୋକେ ଏନ୍ସିପି ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଘରେ ବ୍ୟାପକ ଭଙ୍ଗା ରୁଜା ମଧ୍ୟ…
ବିପୁଳ ପରିମାଣର ବାଣ ଜବତ, ୨ ଅଭିଯୁକ୍ତ ଗିରଫ…
ଖୋର୍ଦ୍ଧା: ଅବାଧରେ ବିକ୍ରି ହେଉଛି ବାଣ। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା…
ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ…
ମାଲାୟାଲାମ୍ ଟେଲିଭିଜିନ ଓ ଫିଲ୍ମ ଅଭିନେତ୍ରୀ ରେଞ୍ଜୁଶା ମେନନ (୩୫)ଙ୍କ ଝୁଲନ୍ତା ମୃତଦେହ ଥିରୁଅନନ୍ତପୁରମସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି।
ରେଞ୍ଜୁଶାଙ୍କ ମୃତଦେହ ବେଡ୍ ରୁମ୍ରେ ଝୁଲି ରହିଥିଲା। ଏକ ଶାଢ଼ୀରେ ସେ ଝୁଲି ରହିଥିଲେ। ପ୍ରାଥମିକ…
ଆଜିଠାରୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ଆବଣ୍ଟନ…
କଟକ : ନଭେମ୍ବର ୨୭ରୁ ଡିସେମ୍ବର ୪ ଯାଏ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆଜିଠାରୁ ପ୍ଲଟ ଆବଣ୍ଟନ ଆରମ୍ଭ ହୋଇଛି। ଅଫଲାଇନ ମୋଡ଼ରେ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ପ୍ରାଥମିକ ପର୍ଯ୍ୟାୟରେ ବଡ଼ ବଡ଼ ଏଜେନ୍ସି ବା…
ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ…
ପୁଣି ଘାଟିରେ ଟାର୍ଗେଟ୍ କିଲିଂ। ଜମ୍ମୁ-କଶ୍ମୀର ପୁଲଓ୍ୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତ ଶ୍ରମିକ ଜଣକ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ପୁଲିସ ପୂରା ଅଞ୍ଚଳକୁ କଡର୍ନ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛି।
ସୂଚନା ମୁତାବକ, ପୁଲଓ୍ୱାମାର ନାଓପରା…
ଗାଧୋଇବାକୁ ଯାଇ ପ୍ରାଣ ହରାଇଲେ ଦୁଇ ନାବାଳକ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଅଭିମାନପୁର ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ। ମୃତ ୨ ନାବାଳକ ହେଲେ ସର୍ବେଶ୍ୱର କରଙ୍କ ପୁଅ ପ୍ରତୀକ ପ୍ରଣୟନ କର(୧୧) ଏବଂ କାର୍ତିକ କରଙ୍କ ପୁଅ ଲିଙ୍କୁନ କର(୧୨)।
ସୂଚନା ଅନୁଯାୟୀ, ଆଜି ସକାଳ…
ବସ୍ ଡିପୋରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ରୁ ଅଧିକ ଗାଡ଼ି…
ଆଖି ପିଛୁଳାକେ ବସ୍ ଡିପୋରେ ଲାଗିଲା ନିଆଁ। ଆଉ ଚାହୁଁ ଚାହୁଁ ଛାରଖାର ହୋଇଗଲା ଏକାଧିକ ବସ୍ । ଦେଖୁ ଦେଖୁ ବସ୍ଗୁଡ଼ିକ ପାଉଁଶରେ ପରିଣତ ହୋଇଗଲା। ଏପରି ଏକ ଭୟାବହ ଅଗ୍ନିକାଣ୍ଡ ବେଙ୍ଗାଲୁରରେ ଘଟିଛି।
ବେଙ୍ଗାଲୁରର ବୀରଭଦ୍ରନଗର ବସ୍ ଡିପୋରେ ଆଜି ହଠାତ୍ ନିଆଁ ଲାଗି…
ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି : ଆଜିଠାରୁ ୫ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବ | ଏହି ଅବସରରେ ଆଜି ଲୋକସେବା ଭବନ ସଭାଗୃହରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି | ମାନ୍ୟବର ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀ ଏବଂ ରାଜ୍ୟର!-->!-->!-->…
ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ…
ଗୀତର ତାଳେ ତାଳେ ଝୁମୁଥିଲେ ଯୁବକ, ହଠାତ୍ ଖସି ପଡ଼ିଲା ଡିଜେ…
ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଚାଲିଥିଲା ପ୍ରୋସେସନ । ବାଜୁଥିଲା ଡିଜେ, ଦୁଲୁକୁଥିଲା ରାସ୍ତା । ଅଭି ତୋ ପାର୍ଟି ସୁର ହୋଇ ହୈ…. ଗୀତର ତାଳେ ତାଳେ ନାଚୁଥଲେ କିଛି ଯୁବକ । କିନ୍ତୁ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା। ଯେଉଁ ଡିଜେର ତାଳେ ତାଳେ ସମସ୍ତେ…