ସୁପ୍ରିମ କୋର୍ଟଙ୍କ କ୍ଷୋଭ, ଆରଟିଆଇ ଆଇନ ଏବେ ‘ମୃତ’

ନୂଆଦିଲ୍ଲୀ : ୨୦୦୫ରେ ଲାଗୁ ହୋଇଥିବା ସୂଚନା ଅଧିକାର ଆଇନ ଅତି ଶୀଘ୍ର ଏକ ‘ମୃତ ଆଇନ’ରେ ପରିଣତ ହୋଇଯାଇଛି। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ନାଗରିକଙ୍କୁ ସୂଚନା ବାଣ୍ଟିବାକୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଆସିଥିବା ଏହି ଆଇନ…

ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ୫ ରାଜ୍ୟକୁ ମାଗିଲେ ବାୟୁ ପ୍ରଦୂଷଣ ମୁକାବିଲା ତଥ୍ୟ…

ନୂଆଦିଲ୍ଲୀ : ବିପଜ୍ଜନକ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପାଞ୍ଚ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ପ୍ରଦୂଷଣ ମୁକାବିଲା ପାଇଁ କି କି ପଦକ୍ଷେପ ଗ୍ରହଣ କରିଛ ତାର ବିସ୍ତୃତ ବିବରଣୀ ଦେବାକୁ ପାଞ୍ଚ ରାଜ୍ୟକୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହି…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ କଲା ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ : ଏଣିକି ବିନା ଭିସାରେ ଥାଇଲ୍ୟାଣ୍ଡ ଗସ୍ତ କରିପାରିବେ ଭାରତୀୟ। ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛନ୍ତି ଥାଇଲ୍ୟାଣ୍ଡ ସରକାର। ଥାଇ ପର୍ଯ୍ୟଟନ ଅନୁଯାୟୀ, ଭାରତୀୟମାନେ ନଭେମ୍ବର 10, 2023ରୁ ମେ 10, 2024 ପର୍ଯ୍ୟନ୍ତ ବିନା ଭିସାରେ ଥାଇଲ୍ୟାଣ୍ଡ…

ହ୍ୟାକରର ଦାବି, ଲିକ୍ ହୋଇଛି ୮୧ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ..!

ନୂଆଦିଲ୍ଲୀ : ଦେଶରେ ସବୁଠାରୁ ବଡ଼ ହ୍ୟାକିଂ। ୮୧ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଗୋପନ ତଥ୍ୟା ଲିକ୍ ହୋଇଛି। ଲିକ୍ ହୋଇଥିବା ଡାଟା ଆଇସିଏମ୍ଆରର ବୋଲି ଜଣାପଡ଼ିଛି। କୋଭିଡ ପରୀକ୍ଷଣ ସମୟରେ କୋଟି କୋଟି ଲୋକଙ୍କ ତଥ୍ୟ ସଂଗୃହୀତ କରିଥିବା ଆଇସିଏମଆରର ୱେବରୁ ଏହିସବୁ ଡାଟା…

ବ୍ୟାଙ୍କରେ ପଶିଲା ବନ୍ୟା ଜଳ, ନଷ୍ଟ ହେଲା ୪୦୦ କୋଟି ଟଙ୍କାର ନୋଟ୍…

ନୂଆଦିଲ୍ଲୀ : ବ୍ୟାଙ୍କ୍ ଟଙ୍କା ନଷ୍ଟ ନେଲା ବନ୍ୟା ଜଳ। ହଜାରେ କି ଦି ହଜାର ନୁହଁ କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅତି କମରେ ୪୦୦ କୋଟି ଟଙ୍କା ମୂଲ୍ୟର ନୋଟ୍ ନଷ୍ଟ…

ମରାଠା କୋଟା ଆନ୍ଦୋଳନକୁ ନେଇ ଇସ୍ତଫା ଦେଲେ ଦୁଇ ସାଂସଦ

ମୁମ୍ବାଇ: ମରାଠା କୋଟା ପ୍ରସଙ୍ଗକୁ ନେଇ ପୁଣିଥରେ ଆନ୍ଦୋଳନ ଜୋରଦାର ହୋଇଛି। ଏନ୍‌ସିପିର ୨ ଜଣ ବିଧାୟକ ଏବଂ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଆନ୍ଦୋଳନକାରୀ ଗତକାଲି ନିଆଁ ଲଗାଇ ଦେଇଥିଲେ। ଅନ୍ୟପଟେ ଆଜି ହିଙ୍ଗୋଲିରୁ ସାଂସଦ ଥିବା ହେମନ୍ତ ପାଟିଲ ଶିବସେନା…

ଏ.ଟି.ଏମ ରେ ଟଙ୍କା ଜମା ନକରି ୪୫ ଲକ୍ଷ ଚଳୁ କରି ଜେଲ ଗଲେ କର୍ମଚାରୀ…

ବ୍ରହ୍ମପୁର:୩୧-୧୦ ଏ.ଟି. ଏମ ଗୁଡ଼ିକ ରେ ଟଙ୍କା ଜମା କରୁଥିବା ସଂସ୍ଥା ସି.ଏମ.ଏସ ର କର୍ମଚାରୀ ୪୫ ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗ ରେ ଜେଲ ଗଲେ। ଗୋପାଳପୁର ମାଣ୍ଡିଆ ପଲ୍ଲୀ ର ଦୀପକ ପାଢ଼ୀ ନାମକ ଠକ କର୍ମଚାରୀ ପ୍ରାୟ ୪୫ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହୋଇଥିବା ଜଣାପଡିଛି।ଏନେଇ ଆଜି

ଆନ୍ତର୍ଯ୍ୟାତୀୟ ମିଲେଟ ବର୍ଷ ପାଳନ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ…

ଫୁଲବାଣୀ: ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ, ଫୁଲବାଣୀ ଠାରେ ଥିବା କନ୍ଧମାଳ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଫୁଲବାଣୀର ଟିମ୍ ଆସୋସିଏସନ୍ ଏବଂ ମିଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୃଷି

ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜମାମ ଉଲ ହକଙ୍କ ଇସ୍ତଫା…

କରାଚୀ: ୨୦୨୩ ଦିନିକିଆ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳର ଖରାପ ପ୍ରଦର୍ଶନ ପରେ ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ)ରେ ଅଶାନ୍ତି ଦେଖାଦେଇଛି। ପାକିସ୍ତାନ କ୍ରିକେଟରେ ଏବେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି |…