୧୧ ଜଣଙ୍କୁ କାମୁଡ଼ିଲା ପାଗଳ ବିଲୁଆ

ବାଲେଶ୍ବର : ଏକ ପାଗଳ ବିଲୁଆ ଗାଁ ଭିତରକୁ ଚାଲି ଆସି ୧୧ ଜଣଙ୍କ କାମୁଡ଼ି ଦେଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସିଆଁରୀ ଓ ବେଲଦା ଗାଁରେ । ଆହତଙ୍କ ମଧ୍ୟରେ ଅଛନ୍ତି ଚୈତନ୍ୟ ପାତ୍ର (୬୫), ଗଜେନ୍ଦ୍ର ଜେନା (୮୫), କବିତା ପାତ୍ର (୪୦), ପଣ୍ଡରୀ…

କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାୟୁସେନା ଅଧିକାରୀ ଭୁବନେଶ୍ୱର ପୋକ୍‌ସୋ କୋର୍ଟରେ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ଇଣ୍ଡିଆନ୍‌ ଏୟାରଫୋର୍ସର ଗ୍ରୁପ୍‌ କ୍ୟାପଟେନ୍‌ ଥିବା ବିଶାଖାପାଟଣାର…

ରହସ୍ୟରେ ଲିଭ୍‌ ଇନ୍‌ ପାର୍ଟନରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀନଗର ମୁସଲିମ୍‌ ବସ୍ତିର ଏକ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଲିଭ୍‌ ଇନ୍‌ ପାର୍ଟନରଙ୍କ ମୃତଦେହକୁ ସୋମବାର ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ପୋଲିସ ଜବତ କରିଛି। କେନ୍ଦ୍ରାପଡ଼ା ଜିଲା…

ମୋଦୀଜୀ ମୋ ଫୋନ୍ ନେଇଯାଆନ୍ତୁ: ରାହୁଲ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ…

ନିର୍ବାଚନ ପୂର୍ବରୁ ଏହି କାରଣରୁ ଆପ ନେତାଙ୍କୁ ବାନ୍ଧି ନେଇଗଲା ପୁଲିସ…

ନୂଆଦିଲ୍ଲୀ: ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟି କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣନା ସହ ଫଳାଫଳ ମଧ୍ୟ ଘୋଷଣା କରାଯିବ…

ମୋରେହସ୍ଥିତ ରାଜ୍ୟ-ବିଏସଏଫ୍ ହେଲିପ୍ୟାଡ୍ ନିର୍ମାଣସ୍ଥଳୀରେ ମଣିପୁର ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା…

ଇମ୍ଫାଲ/ନୂଆଦିଲ୍ଲୀ: ମିଆଁମାର ସୀମାରେ ଥିବା ବାଣିଜ୍ୟିକ ସହର ମଣିପୁରର ମୋରେହରେ ଏକ ହେଲିପ୍ୟାଡ୍‌ ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ବେଳେ ସନ୍ଦିଗ୍ଧ ବିଦ୍ରୋହୀମାନେ ଜଣେ ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆଜି ସକାଳେ ହେଲିପ୍ୟାଡ୍‌ ପ୍ରକଳ୍ପ…

ଗାଁରୁ ସହର ସବୁଠି ସଚେତନ କରାଯିବ

ଭୁବନେଶ୍ବର: ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ପ୍ରଥମେ ଡିଜିଟାଲ୍‌ ଜାଲିଆତିକୁ ଚିହ୍ନଟ କର। ଚିହ୍ନଟ କରିବା ପାଇଁ କ୍ଷମତାକୁ ମଜ୍‌ଭୁତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି…

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍…

ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା

ମାହାଙ୍ଗା: ବହୁଚର୍ଚ୍ଚିତ ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା। ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଲେ ମାହାଙ୍ଗା ବିଧାୟକ। ସିଆରପିସିର ୨୦୫…

ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ

କଟକ: ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପି ଦେବାକୁ ଐତିହାସିକ କଟକ ସହରରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଶପଥ ପାଠ କରାଇବା ସହ ଆହ୍ୱାନ…