Sign in
Sign in
Recover your password.
A password will be e-mailed to you.
ଉତ୍ତର ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ…
ନୂଆଦିଲ୍ଲୀ : ଉତ୍ତର ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । ଜାବାଲିଆ ଅଞ୍ଚଳରେ ଜେଟ୍ ରୁ ଘନ ଘନ ଆକ୍ରମଣ । ଏଥିରେ ହମାସର ଭୂତଳ ଭିତ୍ତିଭୂମି ଛାରଖାର । ହମାସର ଅନେକ ବରିଷ୍ଠ କମାଣ୍ଡରର ମୃତ୍ୟୁ ହୋଇଥିବା ଇସ୍ରାଏଲୀ ସେନା କହିଛି । ଆକ୍ରମଣରେ ବିଭିନ୍ନ କୋଠା…
ମନ୍ତ୍ରୀଙ୍କ କଥା ନକଲ କରି ହସ୍ପିଟାଲ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ସାଇବର ଠକ ଗିରଫ…
ଭୁବନେଶ୍ୱର: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ ବୋଲି ପରିଚୟ ଦେଇ ଜଣେ ସାଇବର ଠକ କଟକର ଜଣେ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କଠାରୁ ୪୬ ହଜାର ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ କିଶୋରନଗରର କିନ୍ନର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା।…
ହନୁମାନ ମନ୍ଦିର ଚୋରି ଘଟଣା, ଜଣେ ଗିରଫ…
ବ୍ରହ୍ମପୁର : ସ୍ଥାନୀୟ ଫାଷ୍ଟ ନିକଟରେ ଥିବା ହନୁମାନ ମନ୍ଦିରରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ବଡ଼ ବଜାର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ହେଲେ ଭଞ୍ଜନଗର ତଥା ସ୍ଥାନୀୟ ବାରିଆବିଲ ସାହିର ରତ୍ନାକର ନାୟକ (୪୧) ।!-->…
ଲକ୍ଷାଧିକ ଟଙ୍କାର ଲୁହାରଡ଼ ଚୋରି ଘଟଣା,୫ ଗିରଫ…
ବ୍ରହ୍ମପୁର (୧/୧୦) : ଏକ ଚୋରି ମାମଲାରେ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠିର ସୁନୀଲ ସେଠୀ(୨୪), ଗାଣ୍ଡୁସାହୁ(୨୬), ଶ୍ରୀରଞ୍ଜରାଜପୁରର ମଧୁ ସୂଦନ ସେଠୀ(୨୧), ଲୋଚାପଡାର ଏଲ କାଳୁ ଦାସ(୫୨) ଓ!-->…
ବାରୁଦ ଗଦାରେ ଏବେ ନଳବଣ୍ଟା ଗ୍ରାମ ! ଦୀପାବଳୀର ଆଳରେ ବାଣ ପ୍ରସ୍ତୁତି ଚାଲିଛି
ପ୍ରଶାସନ ନିରବ ଦ୍ରଷ୍ଟା ….ବ୍ରହ୍ମପୁର : ଆସିକା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ନଳ ବଣ୍ଟା ଗ୍ରାମ ରହିଛି।ନଳବଣ୍ଟା ଗ୍ରାମର ବାଣ ର ଚାହିଦା ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ରହିଛି। ଦୀପାବଳୀ ପାଇଁ ଏଠାରେ ଦଶହରା ପୂର୍ବରୁ ନଳବଣ୍ଟା ଗ୍ରାମରେ ଅଧିକାଂଶ ପରିବାର ବାଣ!-->…
ମୃତ ପରିବାରକୁ ହୋମଗାର୍ଡ ସଂଘ ଓ ମାନବାଧିକାର ମିସନ ତରଫରୁ ସହାୟତା…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା ପ୍ରବୋଧ କୁମାର ଦିଗାଲଙ୍କର ଅକାଳ ବିୟୋଗ ହୋଇଥିବାରୁ ଆଜି ତାଙ୍କର ଦଶାହ କାର୍ଯ୍ୟ ସ୍ଥାନୀୟ ନାରାୟଣୀ ରୋଡ଼ ରୁଗୁଡିସାହି ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ!-->…
ଦୂର୍ଘଟଣାରେ ବାଇକ୍ ଚାଳକ ମୃତ : ଜାତୀୟ ରାଜପଥ ବିଭାଗର ମନମାନିରୁ ବଢୁଛି ଦୁର୍ଘଟଣା
ରାସ୍ତା ନିର୍ମାଣ ବେଳେ ରହୁନି ସାଙ୍କେତିକ ଚିହ୍ନ : ଗୋଟିଏ ମାସରେ ୪୨ଟି ଦୂର୍ଘଟଣାରେ ୯ ମୃତ ୮୬ ଗୁରୁତରହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ସଂମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁରହିଛି । ୫୯ନଂ ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ!-->…
ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ…
ଦାରିଙ୍ଗବାଡ଼ି (୧/୧୧) : ଓଡ଼ିଶାରେ ଚାରିଟି ସ୍ଥାନରେ ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଆଜି ପ୍ରତିବର୍ଷ ଭଳି ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଛି । ଏହାର ଉଦଘାଟନ କାର୍ଯ୍ୟକ୍ରମରେ!-->!-->!-->…
ସରକାରଙ୍କ କେଉଁ ଯୋଜନାରେ ସୁସ୍ଥ ହେବେ କ୍ୟାନ୍ସର ପୀଡ଼ିତ ସୁବର୍ଣ୍ଣ !
ମାଲକାନଗିରି/କୋରୁକୋଣ୍ଡା (୦୧/୧୧) : ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା, ସଂକଳ୍ପକୁ ସାକାର କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ନିଆଯାଇଥିବା ଅନ୍ୟତମ ପଦକ୍ଷେପ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବି.ଏସ୍.କେ.ୱାଇ. । ଯୋଜନା ମୁତାବକ ଏହି ଜରିଆରେ!-->…
ଏସୟୁଜେ ଓଡ଼ିଶା କନ୍ଧମାଳ ଜିଲ୍ଲା ବୈଠକ ଓ ବନ୍ଧୁମିଳନ…
ଫୁଲବାଣୀ ତା୦୧.୧୧: ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା କନ୍ଧମାଳ ଜିଲ୍ଲାର ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଘର ସଭାପତି କୈଳାଶ!-->…