ଦୁଇ ପିଲାଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ସାବତ ମା’ ସହ ବାପା ଗିରଫ…

ଆଠଗଡ଼: ଦୁଇ ପୁଅଝିଅଙ୍କୁ ମାଡ ଲହୁଲୁହାଣ କରିଥିବା ସାବତ ମା’ ଓ ବାପାଙ୍କୁ ଗିରଫ କରିଛି ପୋଲିସ । କୁନି କୁନି ୨ ପୁଅ ଝିଅଙ୍କ ବାନ୍ଧି ମାଡି ମାରିଥିଲେ । ଲହୁଲୁହାଣ କରିଥିଲେ । ଏହି ଖବର ମିଡିଆ ସାମ୍ନାକୁ ଆସିବା ପରେ ପିଲାଙ୍କ ନିଜ ମା’ ଥାନାରେ ଅଭିଯୋଗ କରିଥିଲେ ।…

୧୦ତାରିଖ ପର୍ଯ୍ୟନ୍ତ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ…

ଭୁବନେଶ୍ଵର: ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ଏବଂ କାରିଗର ମାନଙ୍କ ଅନୁରୋଧ କ୍ରମେ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ । ହସ୍ତଶିଳ୍ପ କୃତିର ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟର ଆବଶ୍ୟକତାକୁ ଉପଲବ୍ଧି…

ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍

ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଗତ ୨୫ ଦିନ ଧରି ଯୁଦ୍ଧ ଚାଲିଛି। ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଗାଜାରେ ଏ ପର୍ଯ୍ୟନ୍ତ ୮୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ଏହାରି ଭିତରେ ଇସ୍ରାଏଲ୍ ସେନା ମଙ୍ଗଳବାର ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ…

୨ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା…

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । ୨ ହଜାର ଟଙ୍କା ବଦଳାଇବେ । ହେଲେ ୨ ଦିନ ପରେ ବି ମୂଲିଆଙ୍କ…

କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଲା

ଦୀପାବଳି ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ନଭେମ୍ବର ଆରମ୍ଭରୁ ଉପରମୁହାଁ ହୋଇଛି ଗ୍ୟାସ୍‌ ଦର । ଆଜିଠୁ ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ଦର। ନଭେମ୍ବର ପହିଲାରୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଛି।…

ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦ, ଝାରସୁଗୁଡାରେ ଅନୁଭବ ଏବଂ ଅରିନ୍ଦମଙ୍କ କୁଶପୁତ୍ତଳିକା ଦାହ…

ଝାରସୁଗୁଡ଼ା: ଥମୁନି କଳାକାର କଳି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ଝାରସୁଗୁଡାରେ ଆଜି ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ନିକଟରେ ସମ୍ବଲପୁରର…

ଦାୟିତ୍ୱ ନେବାପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ…

ପୁରୀ: ଦାୟିତ୍ବ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଗତକାଲି (ମଙ୍ଗଳବାର) ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ…

ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ…

ଗୋରା ଓ ପତଳା ଝିଅଙ୍କୁ ମିଳୁଛି ଚାକିରି, ଏୟାରଲାଇନ୍ସ ନାଁରେ ମାମଲା

କେବଳ ସୁନ୍ଦର, ଗୋରୀ, କମ୍‌ ବୟସ୍କା, ପତଳା ଓ ନୀଳ ନୟନାଙ୍କୁ ମିଳୁଛି ଫ୍ଲାଇଟ୍‌ରେ ଚାକିରି । ଏଭଳି ଯୁବତୀମାନେ ଏୟାରଲାଇନ୍ସର ପ୍ରଥମ ପସନ୍ଦ। ଏମାନଙ୍କୁ କ୍ରୁ’ ସଦସ୍ୟ କରାଯାଇଛି। ଏହି ଯୁବତୀଙ୍କ ଆଗରେ ଅନ୍ୟ ଝିଅମାନଙ୍କୁ ହତାଦର କରଯାଉଛି। ଏଭଳି କିଛି ଅଭିଯୋଗ ଆସିଛି…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଦୁଇ ଅଭିଯୁକ୍ତ ଗିରଫ…

ଯାଜପୁର: ଗଞ୍ଜେଇ ଚାଲାଣର ଅଭିନବ ତରିକା । ବଡଚଣା ପୋଲିସକୁ ବଡ ସଫଳତା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡିବସିଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ସୂଚନା ଅନୁସାରେ, ମଙ୍ଗୁଳି ଛକରୁ କଲିକତା ଯାଉଥିବା ବେଳେ ବାଟରେ ପୋଲିସକୁ ଦେଖି ହଠାତ୍…