ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ..

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି…

ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ ସୁବିଧା…

ଭୁବନେଶ୍ୱର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ ୱାଇ-ଫାଇ ( WiFi)। ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯିବ। ଏନେଇ…

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ପାଖରେ ନାହିଁ ଗୋଟିଏ ବି କାର…

ଭୋପାଳ: ଦୀର୍ଘଦିନ ଧରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶିବରାଜ ସିଂ ଚୌହାନ ଥିଲେ ବି ତାଙ୍କ ପାଖରେ ନିଜର ବୋଲି କାରଟିଏ ନାହିଁ | କେବଳ ଏତିକି ନୁହେଁ ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ମଧ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହ୍ରାସ ପାଇଛି। ନାମାଙ୍କନ ପତ୍ର ଦାଖଲ…

ଅଳିଆ ଗଦାର ଦୁର୍ଗନ୍ଧରେ ଶ୍ୱାସରୁଦ୍ଧ ଅବସ୍ଥାରେ ଭୁବନେଶ୍ୱର ବାସିନ୍ଦା…

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲ ନିକଟରେ ରହୁଥିବା ବାସିନ୍ଦା, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଦୁଇ ଦିନ ଧରି ଅସ୍ଥାୟୀ ଭାବେ ତିଆରି ହୋଇଥିବା ଡମ୍ପିଂୟାର୍ଡ ବା ଅଳିଆ…

ଗାଜାରୁ ବାହାରିଲେ ବିଦେଶୀ ନାଗରିକ…

ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ଗାଜାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତର ବୋମା ବର୍ଷା ଓ ରକେଟ୍‌ ମାଡ଼ ଯୋଗୁ ଅନେକ ଲୋକେ ପ୍ରାଣ ହରାଉଛନ୍ତି। ଏଥିସହ ଶହ ଶହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ ଗାଜା ଷ୍ଟ୍ରିପରେ ପୂର୍ବରୁ ରହୁଥିବା ବିଦେଶୀ…

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍…

ଭୁବନେଶ୍ଵର: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍ । ହାଇସ୍କୁଲ୍‌ରେ ମିଶିବ ଯୁକ୍ତ ଦୁଇ କଲେଜ । ୫ଟି ଜିଲ୍ଲାରେ ଯୁକ୍ତ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତରଣ ହେବ । ଏଥିରେ ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ । ଏନେଇ…

ଖୁଚୁରା ବଜାରରେ ପିଆଜ ଦର ୮୦ ଟପିଲା…

ଭୁବନେଶ୍ଵର: କନ୍ଦାଉଛି ହୁ ହୁ ବଢୁଥିବା ପିଆଜ ଦର । ଖୁଚୁରା ବଜାରରେ ପିଆଜ ଦର ବର୍ତ୍ତମାନ ୮୦ ଟପିଛି । ଏଥିପାଇଁ ଏବେ ଚିନ୍ତାରେ ଖାଉଟି । ଗତ ୧୫ ଦିନତଳେ ସ୍ୱାଭାବିକ ଭାବେ ଖୋଲା ବଜାରରେ ପିଆଜ କିଲୋପ୍ରତି ମାତ୍ର ୨୦ ରୁ ୨୫ ଟଙ୍କା ରହିଥିଲା। ଏବେ ସହରାଞ୍ଚଳରେ…

ରାମ ଲଲ୍ଲାଙ୍କ ପାଇଁ ଆସିବ ମାର୍ବଲ୍‌ ପଥରରେ ନିର୍ମିତ ସୁନାଛାଉଣି ହୋଇଥିବା ୮ ଫୁଟ୍‌ ଉଚ୍ଚ ସିଂହାସନ…

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରରେ ରାମ ଲଲ୍ଲାଙ୍କ ନିମନ୍ତେ ମାର୍ବଲ୍‌ ପଥରରେ ଖୋଦେଇ କରାଯାଇ ସୁନାଛାଉଣି କରାଯାଇଥିବା ଗୋଟାଏ ୮ ଫୁଟ୍‌ ଉଚ୍ଚର ସିଂହାସନ ଆସିବ ବୋଲି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌’ ଘୋଷଣା କରିଛି।…

ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ…

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ଦୁଇ ସପ୍ତାହର ମହଲତ।ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଇଛନ୍ତି…

ଜିଏସ୍‌ଟିରୁ ମିଳିଲା ୧.୭୨ ଲକ୍ଷ କୋଟି…

ପାର୍ବଣ ଋତୁରେ ସରକାରଙ୍କୁ ମିଳିଛି ବଡ଼ ଫାଇଦା। ଦୀପାବଳି ପୂର୍ବରୁ ସରକାରଙ୍କୁ ମିଳିଛି ଭେଟି। ଦେଶରେ ଜିଏସଟି ରାଜସ୍ୱ ବାବଦରେ ସଂଗ୍ରହ ହୋଇଛି ରେକର୍ଡ ୧.୭୨ ଲକ୍ଷ କୋଟି ଟଙ୍କା। ଗତବର୍ଷ ଅକ୍ଟୋବର ତୁଳନାରେ ଜିଏସ୍‌ଟି ରାଜସ୍ୱ ୧୩% ଅଧିକ ରହିଛି। ୨୦୨୨ ଅକ୍ଟୋବରରେ…