Sign in
Sign in
Recover your password.
A password will be e-mailed to you.
ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ
ଚିକିଟୀ : ଧାନଘର ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟସ୍ଥ ଟି ଭି ଏସ ସୋ ରୁମ ନିକଟରେ ଟ୍ରାକ୍ଟର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ବାଇକ ଚାଳକ ମୃତ।ସୂଚନା ପ୍ରକାରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ନମ୍ବର ଓ ଡି ୦୭ ଏ ଡି-୬୨୯୧ ରାମଚନ୍ଦ୍ରପୁର!-->…
ଟିଉସନ ସାରି ଫେରୁଥିବାବେଳେ ସାଇକେଲ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଛାତ୍ର
ହିଞ୍ଜିଳିକାଟୁ (୩୧/୧୦) : ଟିଉସନ ସାରି ଫେରୁଥିବାବେଳେ ଛାତ୍ରଙ୍କ ସାଇକେଲ ଉପରକୁ ଚଢ଼ିଗଲା ଘରୋଇ ଵସ । ଘଟଣାସ୍ଥଳରେ ଚାପା ଉତ୍ତେଜନା । ହିଞ୍ଜିଳିକାଟୁ ରେଗିଡିସାହି ରୁ ସପ୍ତମ ଶ୍ରେଣୀରେ ପଢୁଥିବା ତିନି ଜଣ ଛାତ୍ର ଟିଉସନ୍ ସାରି ନିଜ ଗ୍ରାମ ଖରିଡା ଗ୍ରାମକୁ ସାଇକେଲରେ ରେ ଫେରୁଥିବା!-->…
ଲାଞ୍ଚ ଅଭିଯୁକ୍ତକୁ ଚାରି ବର୍ଷ ସଶ୍ରମ ଜେଲ ଓ ଜରିମାନା
ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଏକ ଲାଞ୍ଚ ନେବା ମାମଲାର ବିଚାରଣ କରି ମାମଲାର ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମାର୍କଫେଡର ପୁର୍ବତନ ଏରିଆ ମେନେଜର ଦାୟୀତ୍ୱରେ ଥିବା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଗ୍ରାମର ଭୁବନ!-->!-->!-->…
ଜାତୀୟ ଏକତା ଦିବସ ପାଳିତ
ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଫୁଲବାଣୀ ସହରର ସ୍ଥାନୀୟ ପୋଲିସ ହାଇସ୍କୁଲ ଫୁଲବାଣୀ ଠାରେ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ପୋଲିସ୍ ହାଇ ସ୍କୁଲ ଫୁଲବାଣୀର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ତ୍ରିପାଠୀ!-->…
ଘର ଭିତରେ ଗୋଟିଏ ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା…
ନୂଆଦିଲ୍ଲୀ : ଗୋଟିଏ ପରିବାରର ୨ ଜଣ ଛୋଟ ଝିଅଙ୍କ ସମେତ ୯ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ରୁଷ ଦଖଲରେ ଥିବା ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ଗୋଟି ଘର ଭିତରେ ଏପରି ଘଟଣା ଘଟିଛି। ପୂରା ଘଟଣା ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଉଭୟ…
‘ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିରେ କାମ କରିବା ମୋର ସୌଭାଗ୍ୟ’
ପୁରୀ/ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ମହାପ୍ରଭୁ…
ନଭେମ୍ବର ୨ ତାରିଖରେ କେଜ୍ରିୱାଲଙ୍କୁ ଗିରଫ କରାଯାଇପାରେ: ଅତିଶି
ନୂଆଦିଲ୍ଲୀ: ସିବିଆଇ ପରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରେ…
ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଖୋର୍ଦ୍ଧାର ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ୧୦ କୋଟି
ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟକୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଆଜି ଏନେଇ ରୁରାଲ୍ ୱାର୍କସ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ…
ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି: ମିଳିତ କ୍ରିୟାନୁଷ୍ଠାନ କମିଟି
ବଲାଙ୍ଗୀର: ସୋମବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ କୋଶଲ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକମାନେ ଦୁଇବର୍ଷ ବାସନ୍ଦ କରିବାକୁ ଘଟଣାକୁ ତୀବ୍ର ନିନ୍ଦା କରିବା ସହ…
୫୨ ଦିନ ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ…
ନୂଆଦିଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୫୨ ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ତାଙ୍କୁ ଜାମିନ ମିଳିଛି…