ମନୋଜ ମିଶ୍ରଙ୍କ ପ୍ରସଙ୍ଗରେ ପୁଣି ଗର୍ଜିଲେ ବିଜେପି ବିଧାୟକ: ଆନ୍ଦୋଳନର ଚେତାବନୀ ଦେଲେ

ଭୁବନେଶ୍ବର: ମନୋଜ ମିଶ୍ରଙ୍କ ପ୍ରସଙ୍ଗରେ ପୁଣି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଜଣେ କଳାକାରର ଭାଷା ପରିଧି କି ସହର ନଥାଏ। ସିଏ ଆଫ୍ରିକାର ହେଉ କି କଟକର…

ନବୀନ ଓଡ଼ିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢ଼ିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି…

ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଫାଙ୍କିବା ଅଭିଯୋଗ: ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢଉ

ରାୟଗଡ଼ା: ଜିଲ୍ଲାରେ ବେପାର କରୁଥିବା ବଡ ବଜ ଦୋକାନୀ ଦିନ ଦ୍ବିପହରରେ ଜିଏସଟି ଟ୍ୟାକ୍ସ ନପୈଠ କରି ସରକାରଙ୍କୁ ଫାଙ୍କି ଚାଲିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କଣ୍ଟେନର ଓଲଟିଲା:୪୫ରୁ ଊର୍ଦ୍ଧ୍ବ ଗୋରୁ ମୃତ, ୩୦ରୁ ଅଧିକ ଗୁରୁତର

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଦୁଆରଶୁଣୀ ଘାଟିରେ ଭୋର ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର (ଡବ୍ଲ୍ୟୁ୧୧ଡି ୩୭୨୪) ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣା ଘଟିବାର ୧୧…

ଅରୁଣଙ୍କୁ ମିଳିଲା ଦାୟିତ୍ୱ, ବାଦ୍ ପଡ଼ିଲେ ନରୱଣେ

ଭୁବନେଶ୍ବର : ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି । ତାଙ୍କ ସ୍ଥାନରେ ନୂଆ ଜେଲ୍ ଡିଜି ଭାବେ ୧୯୮୯ ବ୍ୟାଚ୍ ଆଇପିଏସ ଏ. ଏମ୍ ପ୍ରସାଦଙ୍କୁ ଦାୟିତ୍ୱ ମିଳିଛି…

ଜଳିଗଲା ଘର, ଜଣେ ଜୀବନ୍ତ ଦଗ୍ଧ

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀରେ ଜଣଙ୍କ ଘରେ ନିଆଁ ଲାଗି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ପ୍ରଭାତୀ ସୁନା (୫୦)। ଦୁଇ ଗୁରୁତର ଆହତଙ୍କୁ ଗୁଣପୁର…

ବିଜେପି, ୧୪ରୁ କରିବ ୫ଦିନିଆ ବ୍ଲକ ଘେରାଉ

ଭୁବନେଶ୍ବର : ଓଡ଼ିଶାରେ ବର୍ଷକୁ ପ୍ରାୟ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠୁ ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି । ନବୀନ ପଟ୍ଟନାୟକ ସରକାରଙ୍କ…

ହ୍ୟାକ୍‌ ଆଲର୍ଟ ଆସିବା ପରେ ସଫେଇ ଦେଲେ ସରକାର

ନୂଆଦିଲ୍ଲୀ : ହଠାତ୍‌ ଥରି ଉଠିଲା ଫୋନ୍। କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ଆଇ ଫୋନ୍‌କୁ ଆସିଲା ହ୍ୟାକ୍‌ ଆଲର୍ଟ। କଂଗ୍ରେସ ନେତା ରାହୁଲ ଗାନ୍ଧି, ଶଶି ଥରୁର, ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ମହୁଆ…

ଯୁଦ୍ଧ ପ୍ରସ୍ତୁତି କରୁଛି ଇରାନ୍ ! କଲା ହାଇଦର କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷା

ତେହେରାନ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଇସ୍ରାଏଲ ଏବେ ଗାଜା ଉପତ୍ୟକାରେ ସ୍ଥଳ ଆକ୍ରମଣ ଆରମ୍ଭ କରିଛି। ସେପଟେ ଇରାନ ଖୋଲାଖୋଲି ଭାବେ ଇସ୍ରାଏଲକୁ…

୨୪ ଘଣ୍ଟାରେ ୬୦୦ ହମାସ୍‌ ଆଡ଼ାରେ ଆକ୍ରମଣ…

ନୂଆଦିଲ୍ଲୀ : ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲୀ ସେନା ଏହାର ସ୍ଥଳ ଅଭିଯାନକୁ ଜୋରଦାର କରିଛି। ଗାଜାର ପ୍ରମୁଖ ରାସ୍ତାରେ ଇସ୍ରାଏଲୀ ଟ୍ୟାଙ୍କ୍‌ରୁ ଗୁଳିଗୋଳା ମାଡ଼ ହେଉଛି। ଇସ୍ରାଏଲୀ ଟ୍ୟାଙ୍କ୍‌ ଏବଂ ବୁଲଡୋଜର ଗାଜାର ମୁଖ୍ୟ ଉତ୍ତର-ଦକ୍ଷିଣ ରାଜପଥ ଅବରୋଧ…