ଖୋଲିଲା ଶିମିଳିପାଳ ଅଭୟାରଣ୍ୟ…

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ…

ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି…

ଭୁବନେଶ୍ୱର : କମୁଛି ଶୀତ, ବଢୁଛି କୁହୁଡ଼ି । ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଲୋକମାନେ ଗାଡ଼ି ଲାଇଟ ଜଳାଇ ଯିବାଆସିବା କରୁଛନ୍ତି । ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଛି । ଘନ କୁହୁଡ଼ି…

ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଧାରଣା

ଫୁଲବାଣୀ : ବୁଧବାର ଜିଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ କନ୍ଧମାଳକୁ ରେଳ ପଥ ସଂଯୋଗ ପାଇଁ ଏକ ଦିନିକିଆ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା l କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଆବାହକ ତଥା ସମାଜ ସେବୀ ଅଶୋକ…

କଲିକତାରୁ ଆସିଥିବା ଟୁରିଷ୍ଟ ବସ ଦୁର୍ଘଟଣା ଗ୍ରସ୍ତ। ୨ ଗୁରୁତର ୩୩ ଆହତ

ଦାରିଙ୍ଗବାଡ଼ି, ୨୭/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ମହାଗୁଡି ଗ୍ରାମ ନିକଟ ଅଡାଧାର ପୋଲ ରେ ଆଜି ସକାଳ ପ୍ରାୟ ୯ରୁ୧୦ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଟୁରିଷ୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଖବର ପାଇ ମହାଗୁଡି…

ଅଚିହ୍ନା ମୃତ ଦେହ ଉଦ୍ଧାର କଲା ଦାରିଙ୍ଗବାଡି ପୋଲିସ

ଦାରିଙ୍ଗବାଡି, ୨୭/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ଛକ ଠାରେ ଗତ କାଲି ଦାରିଙ୍ଗବାଡି ପୋଲିସ ଜଣେ ଅଚିହ୍ନା ଲୋକର ମୃତ ଦେହ ଉଦ୍ଧାର କରିଛି। ଉକ୍ତ ଲୋକଟି ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ଦେଖିବାକୁ ଭିଡ ଲାଗିଥିଲା। ଏହା ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ…

ଫେବୃଆରୀରେ ପଡ଼ିଥାଆନ୍ତା ହାତଗଣ୍ଠି, କିନ୍ତୁ ତା’ ପୂର୍ବରୁ ଟଳି ପଡ଼ିଲେ କନଷ୍ଟେବଳ…

ମାଡ଼ି ଆସିଛି ଦୁଃଖର ପାହାଡ଼। କ୍ଷଣିକେ ଚୂରମାର ହୋଇଯାଇଛି ସବୁ ସ୍ୱପ୍ନ। ଯେଉଁ ଘରେ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା, ସେଠି ଆଜି ସମସ୍ତେ କାନ୍ଦୁଛନ୍ତି। ବାହାଘର ବଦଳରେ ଶବ ସତ୍କାର ପାଇଁ ଚାଲିଛି ପ୍ରସ୍ତୁତି। କାରଣ ଫେବୃଆରୀ ମାସରେ ବାହା ହେବାକୁ ଯାଉଥିବା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ…

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି…

ରାଉରକେଲାରୁ କୋଲାକତା ଉଡ଼ିବ ବିମାନ

ଭୁବନେଶ୍ବର: ଏଣିକି ରାଉରକେଲାବାସୀଙ୍କ ପାଇଁ ସହଜ ହେବ କୋଲକତା ଯାତ୍ରା । କାରଣ ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧…

ବରଗଡ଼ରେ ରାଜ୍ୟପାଳ ରଘୁବର ଦାସ, ଚାଷୀ, ଗ୍ରାମବାସୀ ଓ ବିଦ୍ୟାର୍ଥୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ। ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି…

ଯଦି ଭାରତ-ପାକିସ୍ତାନ ଆଲୋଚନା ନ ହୁଏ ତେବେ ଗାଜା, ପାଲେଷ୍ଟାଇନ ପରି ହେବ କଶ୍ମୀରର ଅବସ୍ଥା : ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ନହୁଏ ତେବେ ଫଳାଫଳ ଗାଜା ଓ ପାଲେଷ୍ଟାଇନ…