Sign in
Sign in
Recover your password.
A password will be e-mailed to you.
ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସୁନ୍ଦରଗଡ଼ ଠାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁର୍ନୀତିର ମୁଳତ୍ପ।ଟନ ନିମନ୍ତେ ଆଭାସି ମାଧ୍ୟମରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ତଥା ବ୍ଲକ ମୁଖ୍ୟାଳୟ ମାନଙ୍କରେ ଆଭାସି ମାଧ୍ୟମରେ!-->…
କାର୍ତ୍ତିକ ପ୍ରଥମ ସୋମବାର : ଶୈବପୀଠରେ ଭକ୍ତଙ୍କ ଭିଡ଼
ହିଞ୍ଜିିଳିକାଟୁ : ଧର୍ମ ଅର୍ଜନର ମାସ ତଥା ପବିତ୍ର କାର୍ତ୍ତିକ ମାସ ପ୍ରଥମ ସେମାବାର ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳର ଶୈବପୀଠ ଗୁଡ଼ିକରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ପ୍ରାତଃହରୁ ଶୈବପୀଠ ଗୁଡ଼ିକରେ ମାର୍ଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି!-->…
ଦୁନିଆ ହତ୍ୟାର ୫ ଅଭିଯୁକ୍ତ ଗିରଫ…
ବ୍ରହ୍ମପୁର : ସଦର ଥାନା ପୋଲିସ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁକୁ ଘରେ ପଶି ମାରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ପୂର୍ବରୁ ବହୁ ମାମଲା ରେ ସମ୍ପୃକ୍ତ ଥିବା ଦୁନିଆର ବହୁ ଶତ୍ରୁ ଥିଲେ | ଶେଷରେ ଦୁନିଆ କୁ ରାସ୍ତା ରୁ ହଟାଇବା ପାଇଁ ହତ୍ୟା କରିବା ଯୋଜନା ରେ ସଫଳ!-->…
ବିଶ୍ଵ ମିତବ୍ୟୟିତା ଦିବସ-୨୦୨୩ ପାଳିତ
ଫୁଲବାଣୀ : ଜିଲ୍ଲା ପ୍ରଶାସନ, କନ୍ଧମାଳ ଓ ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ଵ ମିତବ୍ୟୟିତା ଦିବସ-୨୦୨୩ ପାଳନ କରାଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ମିତବ୍ୟୟୀ ହେବା ଓ ସଞ୍ଚୟ ଅଭ୍ୟାସ ଉପରେ ସଚେତନତା ସୃଷ୍ଟିକରିବା ପାଇଁ!-->…
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା-୨୦୨୩ : ଜିଲ୍ଲାରୁ ୮୭ ଜଣ ତୀର୍ଥଯାତ୍ରୀଙ୍କ ଯାତ୍ରାରମ୍ଭ
ଫୁଲବାଣୀ : ଓଡ଼ିଶା ସରକାରଙ୍କର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା-୨୦୨୩ ରେ କନ୍ଧମାଳ ଜିଲ୍ଲାରୁ ୮୭ ଜଣ ତୀର୍ଥଯାତ୍ରୀ ଆଜି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ପୂର୍ବାହ୍ନରେ ସାର୍ତ୍ତାଗୁଡ଼ା ସ୍ଥିତ ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ଟ କୋଠା ପରିସରରୁ ଦୁଇ ଗୋଟି ବସ୍ ଯୋଗେ!-->…
କାର୍ତ୍ତିକ ଆରମ୍ଭରୁ ପରିବାଦର ଆକାଶଛୁଆଁ : ପରିବା ଚାଷୀ ଗଞ୍ଜେଇ ଚାଷ ଆଡେ ମୁହାଁଉଛନ୍ତି…
ବାଲିଗୁଡା : କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥିତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା!-->…
ଟିପିଏସ୍ଓଡିଏଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ନୂତନ ବିଜୁଳି ସଂଯୋଗ, ମିଟରିଂ ଓ ବିଲିଂ ପ୍ରସଙ୍ଗରେ ମାସ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ, ଗ୍ରାମୀଣ ଉପଭୋକ୍ତାଙ୍କ ପାଇଁ ପଞ୍ଚାୟତସ୍ତରରେ 'ଜାଗରଣ ଶିବିର'
ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ (ଓଡ଼ିଶା ସରକାର ଓ ଟାଟା ପାୱାରଙ୍କ ଏକ ଯୌଥ ଉଦ୍ୟୋଗ) ପକ୍ଷରୁ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ!-->!-->!-->…
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ
ଛତ୍ରପୁର : ରାଷ୍ଟ୍ରକୁ ପ୍ରଗତି ପଥରେ ଆଗେଇବା ନିମନ୍ତେ ଦୁର୍ନୀତି ହିଁ ପ୍ରତିବନ୍ଧକ l ଏଣୁ ଦୁର୍ନୀତିର ମୂଳ ଉତ୍ପାଡନ ହେଲେ ଦେଶ ପ୍ରଗତି ପଥ ରେ ଆଗେଇବ ଏବଂ ବିଶ୍ୱ ଦରବାର ରେ ରାଷ୍ଟ୍ର ର ସୁନାମ ବଢିବ l ଏଥି ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ!-->…
ନୂତନ ହୋମଗାର୍ଡ ଆର୍ ଆଇଙ୍କୁ ସ୍ବାଗତ ଜଣାଇଲେ ହୋମଗାର୍ଡ ସଂଘ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ବିଭାଗରେ ନୂତନ ଆର୍ ଆଇ ଭାବେ ବାଲୁକେଶ୍ୱର କଚପ ଯୋଗଦାନ କରିଥିବାରୁ ।ଆଜି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ଏବଂ ମାନବାଧିକାର ମିସନ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ଆଲୋଚନା ପ୍ରକାରେ ସଂଘର ସମସ୍ତ!-->…
କନ୍ଧମାଳର ଦୁଇଟି ନୂଆ ପର୍ଯ୍ୟଟନସ୍ଥଳର ସନ୍ଧାନ…
ଫୁଲବାଣୀ : ଖଜୁରିପଡା ଠାରୁ ଭୁବନେଶ୍ୱର ଅଭିମୁଖେ ୪ ରୁ ୫ କିଲୋମିଟର ପରେ ବାମ ପାର୍ଶ୍ଵରେ ଏକ ଛୋଟିଆ ପୋଖରୀ ପଡେ । ସେହି ପୋଖରୀର ଦକ୍ଷିଣ କଡ଼ରେ ଏକ ପାଦଚଲା ରାସ୍ତା ଯାହା ଗାଈ, ବଳଦ ଏବଂ ଛେଳି, ମେଣ୍ଢାଙ୍କ ଦ୍ଵାରା ସୃଷ୍ଟି ହେଇ ଲମ୍ବି ଯାଇଛି ପାଖ ଜଙ୍ଗଲ ଆଡ଼କୁ। ସେହି ରାସ୍ତାରେ ପ୍ରାୟ!-->…