Sign in
Sign in
Recover your password.
A password will be e-mailed to you.
ଜ଼ିଲ୍ଲାସ୍ତରୀୟ ବିପର୍ଯ୍ୟୟ ହ୍ରାସ ଓ ପ୍ରସ୍ତୁତି ଦିବସ ପାଳିତ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ସଦର ମହାକୁମାଠାରେ ୨୯/୧୦/୨୦୨୩ ରିଖ ରବିବାର ଦିନ ରାଜ୍ୟ ବିପର୍ଯ୍ୟୟ ହ୍ରାସ ଓ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳ ନଅଘଣ୍ଟା ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ମହେଶ୍ୱର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ ପରେ ଏକ ବିଶାଳ ପଦଯାତ୍ରା!-->…
ବିଶ୍ବ ମିତବ୍ୟୟତା ଦିବସ ଅବସରରେ ସଚେତନତା ରଥର ଶୁଭାରମ୍ଭ
ଛତ୍ରପୁର : ବିଶ୍ବ ମିତବ୍ୟୟତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି । ସୋମବାର ପୂର୍ବାହ୍ନ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଅତିରିକ୍ତ!-->…
ଚୋରା ବାଲି ସମ୍ରାଟ ପଛରେ ଥିବା ଅଦୃଶ୍ୟ ଶକ୍ତିର ଅଧିକାରୀ କିଏ..? ଧିରେ ଧିରେ ଗୁମର ଖୋଲୁଛି ପୋଲିସ…
ପୋଲିସ କବ୍ଜା ରେ ମାଫିଆର ଦୁଇ ସହଯୋଗୀ...
ରେଳ ବିଭାଗ କୁ ଘାରିଛି ଶନିଙ୍କ ଦଶା : ଏପଟେ ଟ୍ରେନ ଦୁର୍ଘଟଣା ସେପଟେ ମନ୍ତ୍ରୀ ନର୍ବାଚନ ରେ ବ୍ୟସ୍ତ…!
ବ୍ରହ୍ମପୁର:୩୦-୧୦ ଗତ କାଲି ବିଶାକାପାଟଣା ମର୍ମତୁନ୍ତ ଟ୍ରେନ ଦୁର୍ଘଟଣା ଘଟିଛି। ବାହାନାଗା ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନି ପୁଣି ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି।ସାଧରଣ ଲୋକେ ଏବେ ଟ୍ରେନ ରେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏପଟେ ଟେ ଡିଜିଟାଲ ଇଣ୍ଡିଆ ର ପ୍ରଚାର ପ୍ରସାର!-->…
ଜାତୀୟ ବିପର୍ଯୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ
ଦାରିଙ୍ଗବାଡ଼ି (୨୯/୧୦) : ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ ହୋଇଛି ।ବିଡିଓ ପାତ୍ରଙ୍କ ସହିତ ତହସିଲଦାର ଶରତ ଶବର ଓ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ,ସ୍ବେଚ୍ଛାସେବୀ!-->…
ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଦ୍ୱିତୀୟ ଦିନରେ
ଛତ୍ରପୁର : ପବିତ୍ର କୁମାର ପୂର୍ଣ୍ଣିମା ଦିନ ଠାରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଲକ୍ଷ୍ମୀ ବଜାର ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ!-->…
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା: ଦାରିଙ୍ଗବାଡ଼ି ବ୍ଲକରୁ ଚାରି ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି ଭ୍ରମଣରେ ସାମିଲ ହେଲେ
ଦାରିଙ୍ଗବାଡ଼ି,୨୯/୧୦, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରୁ ଚାରି ଜଣ ତୀର୍ଥଯାତ୍ରୀ ବ୍ଲକ ବୋଲେରୋ ଗାଡ଼ି ଯୋଗେ ଦାରିଙ୍ଗବାଡ଼ିରୁ!-->…
ଜିଲ୍ଲା ଆଦିବାସୀ ମହାସଂଘର ସମ୍ମିଳନୀ ଅନୁଷ୍ଠିତ
ମାଲକାନଗିରି (୨୯।୧୦) : ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଦରରେ ଥିବା ଦଣ୍ଡକାରଣ୍ୟ ଖେଳ ପଡିଆ ପରିସରରେ ଜିଲ୍ଲା ଆଦିବାସୀ ମହାସଂଘର ସମସ୍ତ ନବ ଗଠିତ କର୍ମକର୍ତ୍ତା ଓ ସହ ସହ ସଂଖ୍ୟାରେ ସଦସ୍ୟ ମାନେ ଯୋଗ!-->…
ସଡକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ…
ସୁନ୍ଦରଗଡ : ଆଜି ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ପୋଗରାପୋଷ ରାସ୍ତା ଉପରେ ଗୋଟିଏ ବାଇକ ନିଜର ଭାରସାମ୍ୟ ହରାଇଥିବା ରୁ ଦୁଇ ଜଣ ଯୁବକ ସଲିମ ଏକ୍କା (୨୪) ବର୍ଷ ଓ ଅଜିତ ମିଞ୍ଜ (୨୨) ବର୍ଷ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ! ରାଏବଗା!-->…
ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା, ଉଦ୍ଧାର କାର୍ଯ୍ୟ ଜାରି, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି…
ବିଜୟନଗର : ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ପୂର୍ବତଟ ରେଳବାଇ ଅଧୀନ ୱାଲଟିଅର ଡିଭିଜନରେ ଏହି ଦୁର୍ଘଟଣା ହୋଇଛି। ବିଜୟନଗର ନିକଟ ଆଲମଣ୍ଡା- କଣ୍ଟକାପଲ୍ଲି ମଧ୍ୟରେ ଟ୍ରେନ୍ ଧକ୍କା ହୋଇଛି। ବିଶାଖପାଟଣା-ପଲାସ ପାସେଞ୍ଜରକୁ ପଛପଟୁ ପିଟିଥିଲା…