ବ୍ରାଉନସୁଗର ବେପାରୀ ଗିରଫ, ୪୧ ଗ୍ରାମ ବ୍ରାଉନସୁଗର ଜବତ…

ତାଳଚେର: ପାର୍ବଣ ବେଳେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ତାଳଚେର ସହର ଉପକଣ୍ଠ ଓରା ସାହିରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରିକୁ ଗିରଫ କରାଯାଇଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସେହି ସାହିର ସୁନୀଲ କୁମାର ଭୁତିଆ । ସୂଚନା…

ନଭେମ୍ବର ୯ରେ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ସଂକୀର୍ତ୍ତନ କରିବ କଂଗ୍ରେସ

ଭୁବନେଶ୍ବର: ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ ଆସନ୍ତା ନଭେମ୍ବର ୯ ତାରିଖରେ ଓଡ଼ିଶାର ସମସ୍ତ ବ୍ଲକ, ସବଡିଭିଜନ ଓ ଏନ୍‌ଏସିରେ ଥିବା ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ…

ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ…

ଅନୁଗୁଳ: ଝଗଡା ବେଳେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ଵାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସ୍ତ୍ରୀ ନାଁରେ ଥାନାରେ ଏତଲା ।…

ରିଭର୍ସ ଗିଅର୍‌ରେ ଦୌଡିଲା କାର୍‌, ବନ୍ଧା ହେଲେ ୩ ଯୁବକ

ହଠାତ୍‌ ରିଭର୍ସ ଗିଅର୍‌ରେ ଦୌଡିଲା କାର୍‌। ଟ୍ରାଫିକ୍ ଭିଡ ମଧ୍ୟରେ ଓଲଟା ଚଲିବାକୁ ଲାଗିଲା କାର୍‌। ରାଜରାସ୍ତାରେ ଦେଖାଇଲେ ଭୟାନକ ଷ୍ଟଣ୍ଟ। ସୋଶାଲ ମିଡିଆରେ ଫେମସ ହେବା ନିଶା କଲା ଘାଇଲା। ରିଲ୍ସ ନିଶାରେ ଉଲ୍ଲଙ୍ଘନ କଲେ ଟ୍ରାଫିକ୍‌ ନିୟମ। ଶେଷରେ ବନ୍ଧା ହେଲେ। ଏଭଳି…

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ…

ମୟୂରଭଞ୍ଜ: ଗର୍ଭବତୀ ଝିଅର ପେଟକୁ ଲାତ ମାରିଲା ବାପା। ବିଧବା ଗର୍ଭବତୀ ଝିଅର ପେଟକୁ ବାପା ଗୋଇଠା ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗାଁରେ। ସୂଚନା ଅନୁସାରେ, ପଥରଖଣି ଗାଁର ଜିଠୁ…

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲା ଡେଲିଭରୀ ବୟ…

ସଇତାନ ସାଜିଲା ଡେଲିଭରୀ ବୟ। ଏକାଥିବା ଜାଣିବା ପରେ ଘରେ ପଶି ମହିଳାଙ୍କୁ କଲା ଦୁଷ୍କର୍ମ। ରାସନ ସାମଗ୍ରୀ ଦେବାକୁ ଆସି ଅଭିଯୁକ୍ତ ଜଣକ ଏଭଳି ନରକୀୟକାଣ୍ଡ ଘଟାଇଥିବା ଜଣାପଡିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ…

ମୁଣ୍ଡରେ ଗାମୁଛା ବାନ୍ଧି ଧାନ କାଟିଲେ ରାହୁଲ୍ ଗାନ୍ଧି…

ରାୟପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧି ଆଜି ସକାଳେ ନୂଆ ରାୟପୁରର କଟିଆ ଗାଁରେ ପହଞ୍ଚିଥିଲେ। ସେ ଏଠାକାର ଚାଷୀଙ୍କ ସହ ମିଶି ଧାନ ଅମଳ କରିଥିଲେ। ସେମାନଙ୍କୁ ଦେଖି ହଠାତ୍ ଚାଷୀମାନେ…

ମହୁଆ ମୋଇତ୍ରାଙ୍କୁ ବିଜେପିର ଟାର୍ଗେଟ୍‌…

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଥମୁନି ବିବାଦ। ବିରୋଧୀ ଦଳ ତାଙ୍କୁ ଚାରିପଟୁ ଘେରୁଛନ୍ତି। ଏହାରି ଭିତରେ ବିଜେପି ମଧ୍ୟ ବାରମ୍ବାର ଏହି ଟିଏମ୍‌ସି ନେତ୍ରୀଙ୍କୁ ଟାର୍ଗେଟ୍‌ କରିଚାଲିଛି। ସାଂସଦ ନିଶିକାନ୍ତ…

ସିଆରପିଏଫ୍ କ୍ୟାମ୍ପରେ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା

ନୂଆପଡ଼ା: ବୋଡେନ୍ ଥାନା ଖଡୁପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଘଟଣ। ନିଜ ବନ୍ଧୁକରୁ ଗୁଳିକରି ୧୯ନଂ ବାଟାଲିଅନ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା। ମୃତକ ସବ୍‌ ଇନ୍‌ସପେକ୍ଟର ହେଲେ ଡି. ଗୁଣଶେଖରନ୍‌। ସେ ତାମିଲନାଡୁ ବାସିନ୍ଦା। କ୍ୟାମ୍ପରେ ନିଜ ଡ୍ୟୁଟି ସମୟରେ…

ଜାମିନ ନ ଦେବାରୁ ରାଗିଯାଇ ବିଚାରପତିଙ୍କ ଗଳା ଚିପିଲେ ଓକିଲ…

ହମିରପୁର: ଉତ୍ତରପ୍ରଦେଶର ହମିରପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହମିରପୁର ଜିଲ୍ଲା କୋର୍ଟରେ ଜଣେ ଓକିଲ ବିଚାରପତିଙ୍କ ଉପରେ ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଓକିଲ ଲଢ଼ୁଥିବା ଏକ ମାମଲାରେ ଅଭିଯୁକ୍ତ ଜାମିନ…