Sign in
Sign in
Recover your password.
A password will be e-mailed to you.
ବିଶ୍ବକପ୍ : ଇଂଲଣ୍ଡକୁ ହରାଇ ଲଗାତାର ଷଷ୍ଠ ବିଜୟ ସହ ସେମିରେ ଭାରତ
ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ବକପରେ ନିଜର ଜୟଯାତ୍ରା ଜାରି ରଖିଥିବାବେଳେ ଇଂଲଣ୍ଡ କ୍ରମାଗତ ୪ର୍ଥ ପରାଜୟ ବରଣ କରିଛି…
ପବିତ୍ର କୋରାନର ଅନୁବାଦକ ଅବଦୁଲ କାଦର ଖାଁ ଆଉ ନାହାନ୍ତି…
ଭୁବନେଶ୍ବର : ପବିତ୍ର ଧର୍ମଗ୍ରନ୍ଥ କୋରାନର ଅନ୍ୟତମ ଅନୁବାଦକ ଜନାବ ଅବଦୁଲ କାଦର ଖାଁ ଆଉ ନାହାନ୍ତି । ଗତ ଅକ୍ଟୋବର ୨୫ ତାରିଖ ରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ ତାଙ୍କର ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ପବିତ୍ର କୋରାନର ସମ୍ପୂର୍ଣ ଓଡ଼ିଆ ଭାଷାରେ ଅନୁବାଦ ଅବଦୁଲ!-->…
ଲେଖକ ସାମ୍ମୁଖ୍ୟର ଶାରଦୀୟ ସାହିତ୍ୟ ସୃଜନ ସମାବେଶ
ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଶାରଦୀୟ ସାହିତ୍ୟ ସୃଜନ ତଥା ମାସାନ୍ତ ରବି ବାସରୀୟ ସାହିତ୍ୟ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବନ ବିହାରୀ ନନ୍ଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ!-->…
କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ 76 ତମ ଜୟନ୍ତୀ ପାଳନ କଲା ନବୀନ ପ୍ରତିଷ୍ଠାନ
ବ୍ରହ୍ମପୁର, : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବର୍ଷୀୟାନ୍ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ 76ତମ ଜୟନ୍ତୀ ଉପଲକ୍ଷେ ଶନିବାର ପୂର୍ବାହ୍ନରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା!-->…
ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ
ମାଲକାନଗିରି : ପ୍ରତିବର୍ଷ ଭଳି ଚଳିତବର୍ଷ ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ଗୃହରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ,!-->!-->!-->…
ବୃଦ୍ଧି ପାଉଛି ପିଆଜ ଦର, କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ୱର: ସମଗ୍ର ଓଡିଶାରେ ପିଆଜ ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଥିବା ବେଳେ ହୋର୍ଡିଂ ଏବଂ କଳାବଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ରବିବାର ଚେତାବନୀ ଦେଇଛନ୍ତି। ପିଆଜ କଳାବାଜାରି ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ…
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ…
ଭୁବନେଶ୍ବର : ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ । ପ୍ରଦୀପ ପ୍ରଧାନଙ୍କୁ ଗିରଫ କଲା ଭୁବନେଶ୍ବର ମହିଳା ଥାନା ପୋଲିସ । ଏକ ମାମଲାରେ ପୁଲିସ ଥାନାକୁ ଡାକିଥିଲା। ତାପରେ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ପରେ ଗିରଫ କରିଛି। ତେବେ କେଉଁ ମାମଲାରେ…
ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କଲେ ଅରିନ୍ଦମ…
ଭୁବନେଶ୍ବର: ଓଲିଉଡ୍ ବିବାଦ ଭିତରେ ଅଭିନେତା ଅରିନ୍ଦମ ରାୟ ରବିବାର ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅଭିନେତା ମନୋଜ ମିଶ୍ରଙ୍କୁ ଅରିନ୍ଦମ ଆହ୍ୱାନ ଦେବା ସହିତ ସବୁ କଥା ଭୁଲିଯିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଆମେ ଦୁଇ ଭାଇ ଏକାଠି ହେଲେ…
ମୁଖା ପିନ୍ଧି ଆସି ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ
ବଲାଙ୍ଗୀର : ୭ରୁ ୮ ଜଣ ଯୁବକ ମୁଖା ପିନ୍ଧି ବାଇକ୍ରେ ଆସିଲେ। ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ହାଣି ପଳାଇ ଗଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ବଲାଙ୍ଗିର ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ହେଲେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ଆଜି…
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପୁଣି ରାଜ୍ୟସ୍ତରରେ ସମ୍ମାନିତ…
ଛତ୍ରପୁର : ଗଞ୍ଜାମ ଜିଲ୍ଲାକୁ ପୁଣିଥରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ!-->…