Sign in
Sign in
Recover your password.
A password will be e-mailed to you.
ଉତ୍କଳ ବିଶ୍ଵବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ଫୁଟବଲ : ଏସ. ଏସ. ଡି, ଗୁରୁଡିଝାଟିଆ ଚାମ୍ପିୟନ…
ଭୁବନେଶ୍ୱର : 21/10 ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଦୁଇ ଦିନ ଧରି ଜଟଣୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି. ଆଜିର ଏହି ଫାଇନାଲ ମ୍ୟାଚରେ କଟକ ଗୁରୁଦିଝାତିଆର ଏସ.!-->…
ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା କେବଳ ନିର୍ବାଚନୀ ପ୍ରଚାର ସର୍ବସ୍ବ: କଂଗ୍ରେସ
ଭୁବନେଶ୍ବର: ଆସନ୍ତା କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଆସନ୍ତାବର୍ଷର ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ କରିଛନ୍ତି। ଏହା…
ଜାତୀୟ କ୍ରୀଡ଼ା ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର…
ଭୁବନେଶ୍ବର : ଅକ୍ଟୋବର ୨୬ ତାରିଖରୁ ଗୋଆରେ ଆରମ୍ଭ ହେବ ୩୭ତମ ଜାତୀୟ କ୍ରୀଡ଼ା। ଏଥିରେ ଓଡ଼ିଶାରୁ ୩୦୦ରୁ ଅଧିକ ଆଥ୍ଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା ଅଛନ୍ତି।
ଜାତୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ଯେଉଁ…
ଭାରତରେ ଥିଲେ ମହୁଆ, ଦୁବିଇରେ ଲଗିନ୍ ହେଉଥିଲା ପାର୍ଲାମେଣ୍ଟାରୀ ଆଇଡି…
ନୂଆଦିଲ୍ଲୀ,୨୧।୧୦: ଟିଏମସି ଏମପି ମହୁଆ ମୋଇତ୍ର ଏବଂ ଭାଜପା ଏମପି ନିଶିକାନ୍ତ ଦୁବେଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମହୁଆଙ୍କୁ ନଗଦ ଟଙ୍କା ନେଇଥିବା ଅଭିଯୋଗ କରିବା ପରେ ନିଶିକାନ୍ତ ଦୁବେ ତାଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ…
କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ମାଡ଼ ମାରିଲେ ପରୀକ୍ଷାର୍ଥୀ…
ପାଟନା : ପରୀକ୍ଷା ହଲ୍ରେ ହାଇ ଭୋଲଟେଜ ଡ୍ରାମା। କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ପରୀକ୍ଷାର୍ଥୀ। ତାଙ୍କ ଡ୍ରେସ ଚିରି ଦେଲେ। କେବଳ ସେତିକି ନୁହେଁ ଅଟକାଇବାକୁ ଆସିଥିବା ଗାର୍ଡକୁ ମଧ୍ୟ ଚାପୁଡା ମାରିଲେ। ମହିଳା ପୁଲିସକର୍ମୀଙ୍କ ଠାରୁ ଛଡାଇ ନେଇଗଲେ ଲାଠି। ଏଭଳି…
ଏଥର ବର୍ଷାରେ ଭିଜିବ ଦଶହରା, ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ…
ଭୁବନେଶ୍ବର : ଏଥର ବର୍ଷାରେ ଭିଜିବ ଦଶହରା। କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା…
ଅଣଓଡ଼ିଆ ସଂସ୍ଥା ଖାଇଗଲେ ମେଧାବୃତ୍ତି ଟଙ୍କା, ଧରିଲେ ସିଏଜି, ଗର୍ଜିଲା ବିଜେପି…
ଭୁବନେଶ୍ବର:ରାଜ୍ୟରେ ମେଧାବୃତ୍ତି ପାଣ୍ଠିରେ ବ୍ୟାପକ ଘୋଟଲା ହୋଇଥିବା ବେଳେ ଦକ୍ଷତା ବିକାଶ ପାଣ୍ଠିକୁ ତାମିଲ ସଂସ୍ଥା ଦ୍ୱାରା ହଡ଼ଡପ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅକ୍ଟୋବର ୨୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ…
ମୁଖଗହ୍ବର କ୍ୟାନସର୍ ଶୀଘ୍ର ଚିହ୍ନଟ ହେବ…
ଭୁବନେଶ୍ବର: ରାଜ୍ୟର ଜଣେ ମହିଳା ଡାକ୍ତର ଏକ ଅଭିନବ ନିଦାନ ଉତ୍ପାଦ ବିକାଶ କରିଛନ୍ତି ଯାହା ମୁଖଗହ୍ବର କ୍ୟାନସର ନିଦାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ସେ ହେଉଛନ୍ତି ଡାକ୍ତର ସ୍ବାଗତିକା ପଣ୍ଡା। ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ରେ ପ୍ରଫେସର ଭାବେ କାର୍ଯ୍ୟ…
ଅଭିଯୁକ୍ତ ଗିରଫ, ଖଣ୍ଡା ଓ ଲୁହାରଡ୍ ଜବତ…
ଭୁବନେଶ୍ୱର୍: କୁକୁର ଲଢେଇ ଓ ଭୁକିବାକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରା ଯାଇଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସୂର୍ଯ୍ୟନଗର ସିମିଳିବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ସଦର ଅଞ୍ଚଳର ମାଗୁଣି ନାୟକ(୪୬)।…
ତାରକା ପ୍ରଚାରକ ତାଲିକାରେ ଓଡ଼ିଶା ପିସିସି ସଭାପତି…
ଭୁବନେଶ୍ବର: ପ୍ରକାଶ ପାଇଛି ଛତିଶଗଡ଼ରେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ୪୦ଜଣିଆ ଏଆଇସିସିର ତାରକା ପ୍ରଚାରକ ତାଲିକା। ଏଥିରେ ସ୍ଥାନ ପାଇଛନ୍ତି ତିନିଜଣ ଓଡ଼ିଆ। ଏମାନେ ହେଲେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ,ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ ଓ ଏଆଇସିସି ସମ୍ପାଦକ…