ଭତ୍ତା ଟଙ୍କା ଧରି ଦୌଡିଲେ ଯୁବକ, ଥାନାରେ ଏତଲା…

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଶାଳଦେଇ ଗ୍ରାମପଞ୍ଚାୟତରେ ଚାଲିଥିଲା ଭତ୍ତା ବଣ୍ଟନ। ପଞ୍ଚାୟତ ଜିଆରଏସ ଅଶୋକ ସାହୁ ୨ ଲକ୍ଷ ୪ ହଜାର୬ ଶହ ଟଙ୍କା ଉଠାଇ ୯୭ ଜଣକୁ ଭତ୍ତା ବଣ୍ଟନ କରିସାରିଥିବା ବେଳେ ଅଚାନକ ଗାଁର ନୀଳମଣି ଦଳେଇ ନିଶାଶକ୍ତ ଭାବେ ପହଞ୍ଚି ବ୍ୟାଗରେ ଥିବା…

ବିଧାୟକଙ୍କ ନିଲମ୍ବନ ବାତିଲ କଲା ବିଜେପି, ଦେଲା ଟିକେଟ୍‌

ପାଖେଇ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ଆସନ୍ତା ନଭେମ୍ବର ୩୦ ତାରିଖରେ ଏଥିପାଇଁ ପଡିବ ଭୋଟ। ତେବେ ଏହା ପୂର୍ବରୁ ବିଜେପି ତା’ର ପ୍ରର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ କରିଥିବା ବିଧାୟକ ଟି. ରାଜା ସିଂହଙ୍କ ନିଲମ୍ବନ…

ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣଙ୍କର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର…

ଗଞ୍ଜାମ : ଖଲ୍ଲିକୋଟ ରମ୍ଭା ଥାନା ବଡରାମପଲ୍ଲୀ ଗାଁ ନିକଟରେ  ଅଭାବନୀୟ ଘଟଣା ଘଟିଛି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗାଁ ରାସ୍ତାରେ ଖଣ୍ଡାରେ ହାଣିଛନ୍ତି ଦୁର୍ବୁତ୍ତ ।…

‘ନର୍କ ହୋଇଗଲାଣି ଜୀବନ’, ନିଜ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ଜୀବନ ନର୍କ ହୋଇଗଲାଣି।। ଯୋଗଯୋଗ ପୂରା ବିଚ୍ଛିନ୍ନ ହୋଇସାରିଛି। ସେମାନେ ଜୀବିତ ଅଛନ୍ତି ନା ନାହିଁ ସେ ନେଇ କୌଣସି ସୂଚନା ମିଳୁନାହିଁ। ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଆମେ ଏଠି ପଡି ରହିଛୁ। ଆମର ୨୦୦ରୁ ଅଧିକ ଲୋକ ପଣବନ୍ଦୀ ହୋଇ ରହିଛନ୍ତି। ତେଣୁ ତାଙ୍କ ତୁରନ୍ତ…

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ…

ଢେଙ୍କାନାଳ: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ଗାଁ ନିକଟ କେନାଲ ରାସ୍ତାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କଲରଙ୍ଗିଅତା ଗାଁର ଏକ ଦମ୍ପତି ୨୦ତାରିଖରେ…

ପୁଣି ରକ୍ତ ରଞ୍ଜିତ ହେଲା ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା

କଳହାଣ୍ଡି : ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରା କଳାହାଣ୍ଡି ସହର । ମାଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର…

୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ…

ଭୁବନେଶ୍ବର: ପୂଜାମଣ୍ଡପରେ ମାତିଲେ ଲୁଟେରା। ଭୁବନେଶ୍ବର ବମିଖାଲ ପୂଜାମଣ୍ଡପରେ ଚେନ ଲୁଟେରାଙ୍କ ଆତଙ୍କ। ୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ । ସକାଳ ସାଢେ ୧୦ଟାରୁ ୧୦ଟା ୪୫ ମିନିଟ ଧ୍ୟରେ ଦୁର୍ଗା ମଣ୍ଡପରୁ ଝାମ୍ପିନେଲେ ସୁନା ଚେନ। ଅଷ୍ଟମୀ ରେ…

ଗାଜାକୁ ସହାୟତା ପଠାଇଲା ଭାରତ…

ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ଦିନରୁ ଉର୍ଦ୍ଧ୍ୱ ହେଲାଣି ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଏବେ ଗାଜାକୁ ସହାୟତାର ହାତ ବଢ଼ାଇଛି ଭାରତ। ଗାଜାର ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପଠାଯାଇଛି ମାନବୀୟ ସହାୟତା। ହାମାସ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟ ହେତୁ…

ଅବପାତର ରୂପ ନେଲା ଲଘୁଚାପ; ୨୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ…

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ମଧ୍ୟାହ୍ନଠାରୁ ଗତିପଥ ପରିବର୍ତ୍ତନ କରି…

ଥରିଲା ନେପାଳ, ଦିଲ୍ଲୀରେ ଅନୁଭୂତ ହେଲା ଝଟକା…

ନେପାଳରେ ଆଜି ସକାଳେ ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିଲା। ରାଜଧାନୀ କାଠମାଣ୍ଡୁଠାରୁ ପଶ୍ଚିମରେ ୫୫ କିଲୋମିଟର ଦୂରରେ ଥିବା ଧାଡ଼ିଙ୍ଗ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଏଥିଯୋଗୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା…