ଜୁଆ ଆଡ୍ଡା ଉପରେ ଚଢଉ: ୫ ଜୁଆଡି ଗିରଫ…

ହିଞ୍ଜିଳିକାଟୁ ୨୩!୧୦ ହିଞ୍ଜିଳିକାଟୁ ଥାନା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମ କେନାଲ ନିକଟ ରେ ବହୁ ଦିନ ଧରି ଜୁଆ ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ

ନକଲି ୱାଇ-ଫର୍ମରେ ହେଉଛି ବାଲି ଚାଲାଣ : ପୋଲିସ କବ୍ଜା ରେ ବାଲି ମାଫିଆ…

ଭୁବନେଶ୍ୱର : ୨୩-୧୦ ଗଞ୍ଜାମ ଜିଲ୍ଲାର ମାଷ୍ଟେର ମାଇଣ୍ଡ ବାଲି ମାଫିଆ ଙ୍କ ସମେତ ରାୟଗଡ଼ା ଓ ପୁରୁଷୋତ୍ତମପୁର ବାଲି ମାଫିଆ ଏବେ ଜେଲ ରେ। ଅଧିକାଂଶ କରି ବାଲି ମାଫିଆ ଙ୍କ ହାତ ତୃତୀୟ ମୋହଲା ପର୍ଯ୍ୟନ୍ତ ରହିଥିବା ନେଇ ଚର୍ଚ୍ଚା ହେଉଛି। କୋଦଳା ପୋଲିସ ପେଟ୍ରୋଲିଂ ବେଳେ ବଡ଼ମାଧପୁର ବାଲି ଘାଟ

ରାଜ୍ୟରେ ପହିଲି ଶୀତ, ଚିଲିକାରେ ପହଞ୍ଚିଲେଣି ବିଦେଶୀ ପକ୍ଷୀ…

ବାଲୁଗାଁ: ରାଜ୍ୟରୁ ଫେରିଛି ମୌସୁମୀ । ଏବେ ଓଡିଶାକୁ ଧୀରେ ଧୀରେ ସ୍ପର୍ଶ କଲାଣି ଶୀତର ପହିଲି ଛୁଆଁ । ଶୀତ ଋତୁର ଆଗମନ ପୂର୍ବରୁ ଏବେ ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ । ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ନେଇ ଖୁସିବ୍ୟକ୍ତ…

ଛତିଶଗଡ଼ରେ ବିଜେପି-କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଲା ନୂଆ ଦଳ…

ରାୟପୁର: ଛତିଶଗଡରେ ବିଧାନସଭା ନିର୍ବାଚନ ପାଖେଇ ଆସିଥିବାବେଳେ ଏବେ କଂଗ୍ରେସ ଏବଂ ବିଜେପିକୁ ଅକଳରେ ପକାଇଦେଇଛି ଛତିଶଗଡ କ୍ରାନ୍ତି ସେନା | ବାସ୍ତବରେ ଗତକାଲି ଏହି ନୂଆ ଦଳ ବାବଦରେ ଘୋଷଣା ହୋଇଥିଲା | କେବଳ ଘୋଷଣା ହୋଇନାହିଁ ବରଂ ଏହି ଦଳର ପ୍ରାର୍ଥୀମାନେ ମଧ୍ୟ ପ୍ରଥମ…

ଟ୍ରକକୁ ଧକ୍କା ହେଲା କାର୍‌: ୨ ଜଣଙ୍କ ମୃତ୍ୟୁ, ୫ ଗୁରୁତର…

ଗଞ୍ଜାମ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍‌କୁ ଧକ୍କା ଦେଇଛି କାର। ଏଥିଯୋଗୁ ଘଟଣା ସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଏବେ କାର୍‌ରେ ଥିବା ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୭ ଜଣ ଲୋକ ଗୋଟିଏ କାର୍‌ରେ ପଶ୍ଚିମବଙ୍ଗର ରାଣୀ ଗଞ୍ଜ…

୨୬ରେ ଲୋକାର୍ପିତ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନୂଆ ଏଟିସି କମ୍ପ୍ଲେକ୍ସ…

ଭୁବନେଶ୍ୱର : ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନନ୍ଦରରେ ନବନିର୍ମିତ ଏୟାର ଟ୍ରାଫିକ୍‌‌ କଣ୍ଟ୍ରୋଲ ଟାୱାର (ଏଟିସି) ଶେଷରେ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆସନ୍ତା ୨୬ତାରିଖ ଦିନ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅଧ୍ୟକ୍ଷ ସଞ୍ଜୀବ କୁମାର…

ଭାରତକୁ ୨୭୪ ରନର ଟାର୍ଗେଟ…

ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଷ୍ଟାର ବ୍ୟାଟର ଡାରେଲ ମିଚେଲ। ଧର୍ମଶାଲାରେ ମିଚେଲଙ୍କ ବ୍ୟାଟରୁ ବାହାରିଛି ଦମଦାର ଶତକ। ଏହି ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି। ଏବେ ବିଶ୍ୱକପରେ…

ଆପଣଙ୍କ ଘରେ ମା-ଭଉଣୀ ଅଛନ୍ତି କି ନାହିଁ? ଏଭଳି ପ୍ରଶ୍ନ ପଚାରିଲେ ରାଜ୍ୟପାଳ…

ପାଟନା: ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କହିଛନ୍ତି ଯେ ସନାତନ ଧର୍ମକୁ କଟାକ୍ଷ କରୁଥିବା ବ୍ୟକ୍ତିଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ସନାତନ ଧର୍ମକୁ ଭୁଲ ବୋଲି କହୁଛନ୍ତି ସେମାନେ ନିଜେ ଭୁଲ୍ | ସନାତନ ଧର୍ମର ଶକ୍ତି କଣ ଆମେ ସମସ୍ତେ…