Sign in
Sign in
Recover your password.
A password will be e-mailed to you.
ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା…
ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ…
ମହାକାଶରେ ପରିବା ଚାଷ କଲେ ବୈଜ୍ଞାନିକ
ମହାକାଶରେ ଆଉ ଏକ ଚମତ୍କାର କରି ଦେଖାଇଲେ ବୈଜ୍ଞାନିକ। ଚାଇନାର ମହାକାଶଚାରୀ ମହାକାଶରେ ତାଜା ପନିପରିବା ଅମଳ କରିବାରେ ସଫଳ ହୋଇଛନ୍ତି। ଶେନଜୋହୁ-16 ମିଶନରେ ଯାଇଥିବା ଚୀନ ମହାକାଶଚାରୀ ବା ଟାଇକୋନାଟ୍ସ, ଏହି ବିରଳ ସଫଳତା ହାସଲ କରିଛନ୍ତି।
ମେ’ ୩୦ରେ ଜିଓକାନ୍…
ମାରଦେଜୁ ଗ୍ରାମର ମା ଭୈରବୀଙ୍କ ଶକ୍ତିପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା, ଫୁଲବାଣୀ ବ୍ଲକ, ଅଲାମୀ ପଂଚାୟତ ମାରଦେଜୁ ଗ୍ରାମର ମା ଭୈରବୀ ଙ୍କ ଶକ୍ତି ପିଠ ରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଇଯାଇଛି l ଏହିଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୌରାଣିକ ନାଟକ ସୁଦଶା ବ୍ରତ ମଞ୍ଚସ୍ଥ କରାଯାଇଥିଲା l ଉକ୍ତ ନାଟକକୁ ଜାଗ୍ରତ କନ୍ଧମାଳ, ଓଡିଶାର!-->…
ଟ୍ରକ୍ ଧକ୍କାରେ ବାପ ଆଗରେ ଚାଲିଗଲା ଝିଅର ଜୀବନ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ମେଡିକାଲ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ୍ୟୁ ନାବାଳିକା ଜଣଙ୍କ ହେଲେ ତାଳଚେର ଅଞ୍ଚଳର ଖାଲୁଆ ଗ୍ରାମର ସତ୍ୟ ନାରାୟଣ ପଣ୍ଡାଙ୍କ ଝିଅ ଶତାବ୍ଦୀ ସୁମନ ପଣ୍ଡା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ…
ଦୁଇ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା, ଗଲାଣି ୧୫ ଜଣଙ୍କ ଜୀବନ…
ଦୁଇଟି ଟ୍ରେନ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରେନ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ଏଥିରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଖଇଥିବା ୧୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେହିପରି ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ…
ମେଡିକାଲ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରୁଷିକୁଲ୍ୟା ନଦୀରେ ରବିବାର ଜଣେ ମେଡିକାଲ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ବ୍ରହ୍ମପୁର ଗୋଷାଣୀନୂଆଗାଁର ରାକେଶ କୁମର ପାଢ଼ୀ ନାମକ ଏହି ଜୁନିୟର ଡାକ୍ତର ଓ ତାଙ୍କ ଦୁଇ ସାଙ୍ଗ ସୋରଡ଼ାକୁ ବଣଭୋଜି କରିବାକୁ ଯାଇଥିଲେ। ପିକନିକ…
ଗାଜାରେ ଅଟ୍ଟାଳିକା ଉପରେ ଇସ୍ରାଏଲ୍ର ବିମାନ ଆକ୍ରମଣ ଯୋଗୁଁ ୩୦ ପାଲେଷ୍ଟିନୀୟ ମୃତ
ଗାଜା ସିଟି: ଗାଜାସ୍ଥିତ ଏକ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲ୍ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୩୦ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପାଲେଷ୍ଟିନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।
ଉକ୍ତ ଅଟ୍ଟାଳିକାଟି ଜାବାଲିଆ ଶରଣାର୍ଥୀ ଶିବିର ଅନ୍ତର୍ଗତ ଅଲ୍-ଶୁହାଦା…
ଜଙ୍ଗଲରେ ଅସୁସ୍ଥ ହାତୀ ଶାବକର ମୃତ୍ୟୁ…
ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଶାବକର ମୃତ ଦେହକୁ ଉଦ୍ଧାର କରିଛି ବନ ବିଭାଗ। ଅସୁସ୍ଥ ଦନ୍ତା ହାତୀ ଶାବକକୁ ୱାଇଲ୍ଡ ଲାଇଫର ଡାକ୍ତର ବ୍ରଜ ରାଜ ଯାଦବଙ୍କ ସହିତ ଏକ ୨ ଜଣିଆ ଟିମ ଓ ବାଂଶପାଳ ଗୋଷ୍ଠି ପ୍ରାଣୀ…
ଭୂମିକମ୍ପରେ ଥରିଲା ମିଆଁମାର…
ନେପାଳ ପରେ ଥରିଲା ମିଆଁମାର୍। ଆଜି ସକାଳେ ଏଠି ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସୂଚନା ମୁତାବକ, ଆଜି ସକାଳ ୬ଟା ବେଳେ ମିଆଁମାର୍ରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ…
ଦଶହରା ଭିଡ ପାଇଁ କଟକ-ଭୁବନେଶ୍ୱରରେ ୧୦ ଘଣ୍ଟା ଭାରିଯାନ ଚଳାଚଳ ବନ୍ଦ…
ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦଶହରା ଉତ୍ସବ ପାଳନ ବେଳେ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି, ଦଶହରା ସମୟରେ ସାଧାରଣ ଜନତାଙ୍କ…