Sign in
Sign in
Recover your password.
A password will be e-mailed to you.
ବାଇକ୍କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ; ୧୫ ଆହତ
କେସିଙ୍ଗା: ଜଣେ ବାଇକ୍ ଚାଳକଙ୍କୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ଯାତ୍ରୀବାହୀ ବସ୍ଟି ରାସ୍ତାରୁ ଖସିପଡ଼ି ଧାନଖେତରେ ଓଲଟି ପଡ଼ିଛି। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି।
ସୂଚନା…
ଗରବା ନାଚୁ ନାଚୁ ଗୋଟିଏ ଦିନରେ ୧୦ ମୃତ, ସମସ୍ତଙ୍କୁ ହୃଦଘାତ…
ଦଶହରାରେ ସାରା ଦେଶ ଝୁମୁଥୁବା ବେଳେ ଗୁଜରାଟରୁ ଆସିଛି ଦୁଃଖଦ ଖବର। ଗରବା ନାଚୁ ନାଚୁ ଏଠାରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ମାତ୍ର ଗୋଟିଏ ଦିନରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମୃତକଙ୍କ ମଧ୍ୟରେ କିଶୋର, ଯୁବ ଏବଂ…
ଓଡିଶାକୁ ନାହିଁ ବାତ୍ୟା ବିପଦ : କେବଳ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା…
ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଯାହା ୧୨ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ପାରାଦୀପ ଠାରୁ ଏହା ୪୦୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି । ଏହି ବାତ୍ୟାର ନାମ ହମୁନ୍ ରହିଛି । ବାତ୍ୟା ବାଂଲାଦେଶ ମୁହାଁ…
ଇସ୍ରାଏଲକୁ ଚେତାବନୀ ଦେଲା ଇରାନ୍…
ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହା ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି। ରିପୋର୍ଟ ମୁତବାକ, ଇସ୍ରାଏଲ ସେନା ଗାଜା ଭିତରେ ପଶିଛନ୍ତି। ଫଳରେ ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ଓ ହମାସ ଆତଙ୍କୀ ମୁହାଁମୁହିଁ ହୋଇଥିବା କୁହାଯାଉଛି। ଗାଜାରେ ଥିବା ହମାସର…
ବାଲେଶ୍ବର ମେଡିକାଲ କଲେଜରେ ନକଲି ଡାକ୍ତର ଅଟକ…
ବାଲେଶ୍ୱର: ସୋମବାର ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ସନ୍ଦିଗ୍ଧ ନକଲି ଡାକ୍ତରଙ୍କୁ ପୋଲିସ ଅଟକ ରଖିଛି।
ମେଡିକାଲର କିଛି କର୍ମଚାରୀ ଇମ୍ପୋଷ୍ଟରଙ୍କୁ ରୋଗୀଙ୍କୁ ଔଷଧ ଲେଖୁଥିବା ଦେଖି ସନ୍ଦେହ କରିବା ପରେ ଏହି ନକଲି ଡାକ୍ତରଙ୍କ ନାଁ…
ଇସ୍ରାଏଲ ସେନା ଦକ୍ଷିଣ ଲେବାନନରୁ ୨୦ଟି ହିଜବୁଲ୍ଲା ସେଲ୍କୁ କଲା ନିପାତ
ତେଲଅଭିଭ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମୁଖପାତ୍ର ରିଅର୍ ଆଡମିରାଲ ଡାନିଏଲ ହାଗାରି କହିଛନ୍ତି ଯେ ଇସ୍ରାଏଲ-ହାମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦକ୍ଷିଣ ଲେବାନନରେ ସକ୍ରିୟ ଥିବା ୨୦ଟି ହିଜବୁଲ୍ଲା ସେଲ୍କୁ ନିପାତ କରିବା ପାଇଁ ସେନା ଆକ୍ରମଣ…
ବାତ୍ୟା ହମୁନ୍ର ପ୍ରଭାବ: ପ୍ରବଳ ବର୍ଷା ସମ୍ଭାବନା…
ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହା ଉତ୍ତର ଦିଗକୁ ଗତି କରିବ । ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ । ଏହାର…
ଭିକାରୀ ଠୁ ବଳିଗଲେ ଭଦ୍ର ଭିକାରୀ..! :ପେଟି ପେଟି ଟଙ୍କା ଧରି ଦଲାଲ ମାନଙ୍କ ଭିଡ଼…!
ବ୍ରହ୍ମପୁର:୨୩-୧୦ ଗଞ୍ଜାମ ଜିଲ୍ଲାରେ ଏବେ ପରମ୍ପରା ନାମରେ କେତେକ ଥାନା ରେ ଦଶହରା ମାମୁଲି ପାଈଁ ଭିଡ଼ ହେଉଥିବା ଚର୍ଚ୍ଚା ଜୋର ଧରିଛି। ବାଲି ଓ ମଦ ମାଫିଆ ମାନେ ଦଲାଲ ଙ୍କ ସହାୟତା ରେ ଆଦାୟ ହୋଇଥିବା ମାମୁଲି ନେଇ ଥାନା କୁ ଆସୁଥିବା ଯୋଗୁଁ କେତେକ ଥାନା ଚଳଚଞ୍ଚଳ ହୋଇ ଉଠିଥିବା ନେଇ!-->…
ମୁମ୍ବାଇରେ ଜଳିଗଲା ୮ ମହଲା ବିଲ୍ଡିଂ, ୨ ମୃତ…
ମୁମ୍ବାଇ: ମୁମ୍ବାଇରେ ୯ମହଲା କୋଠାରେ ନିଆଁ ଲାଗିବାରୁ ଚାଲିଗଲା ୨ଜଣକ ଜୀବନ। ଗୁରୁତର ଆହତ ହେଲେ ୩ଜଣ। ସୋମବାର ଦିନ ମୁମ୍ବାଇର ବୋରିଭଲିରେ ଥିବା ଏକ ୯ମହଲା ବିଶିଷ୍ଟ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିବା ପରେ ନାବାଳିକାଙ୍କ ସମେତ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ…
ଧକ୍କା ଦେଲା ଅଜଣା ଗାଡି: ବାପା ମୃତ, ପୁଅ ଗୁରୁତର…
ବଲାଙ୍ଗୀର : ଚାଲିଛି ପାର୍ବଣ । ସବୁଆଡେ ଉତ୍ସବର ମାହୋଲ । ଚଳଚଞ୍ଚଳ ଗାଁଠୁ ସହର । ଚାରିଆଡେ ଭକ୍ତମୟ ପରିବେଶ । ଏସବୁ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ନିକଟରେ ଅଭାବନୀୟ ଘଟଣା ଘଟିଛି । ଦୁର୍ଗା ପୂଜା ଦେଖି…