Sign in
Sign in
Recover your password.
A password will be e-mailed to you.
ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତିଙ୍କ ଦାୟିତ୍ୱ ଗ୍ରହଣ…
ଛତ୍ରପୁର : ଛତ୍ରପୁର ତହସିଲଦାର ଭାବେ ବୁଧବାର ଦିବ୍ୟା ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ 2018 ବ୍ୟାଚ ର ଓଏଏସ ଅଟନ୍ତି l ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ l ପୂର୍ବରୁ ଛତ୍ରପୁର ଭାରପ୍ରାପ୍ତ ତହସିଲଦାର ଭାବେ!-->…
ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଯୁବକଯୁବତୀଙ୍କ ଲକ୍ଷ୍ନୌ ଅଭିମୁଖେ ଯାତ୍ରା…
ଫୁଲବାଣୀ : ଫୁଲବାଣୀ ଆଇଟିଡିଏ କନଫରେନ୍ସ ହଲ ଠାରେ ନେହରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ସଠିକ ମାର୍ଗ ଦର୍ଶନ ପାଇଁ ଅନୁଷ୍ଠିତ କାର୍ଯକ୍ରମ ରେ ମୁଖ୍ୟ!-->…
ଫୁଲବାଣୀ ଠାରେ ଦଶହରା ଉତ୍ସବ ପାଳିତ : ସାଂସ୍କୁତିକ କାର୍ଯ୍ୟକ୍ରମ ରେ ଦୁଲୁକିଲା ସମଗ୍ର ସହର…
ଫୁଲବାଣୀ: ଆଜକୁ ପାଞ୍ଚ ଦିନ ହେଲା ଜଗତଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟ ପ୍ରତିମାରେ ପୂଜାବିଧି ପୂର୍ବକ ଜୀବନ୍ୟାସ ଦେଇ ସମଗ୍ର ଫୁଲବାଣୀ ସହରରେ ପାଳିତ ହୋଇଛି ଦୁର୍ଗାପୂଜା l ଆଜି ଥିଲାପୂଜାର ଅନ୍ତିମ ଦିବସ । ଏଥି ସହିତ ଘରେ ଘରେ ପାଳିତ ହୋଇଥିଲା ପୂଜା ବିଧି ବ୍ରତ ଉପବାସ l ସନ୍ଧ୍ୟାରେ!-->!-->!-->…
ପାଣ୍ଡିଆନ ଯଦି ରାଜନୀତିକୁ ଆସିଲେ ହିଞ୍ଜିଳି ଭଳି ସମଦଶା ଭୋଗିବେ ନେତା..!
ବିଧାୟକ ହେବା ଆଶା ମଉଳି ଯିବ କ୍ରୀତ ଦାସ ହୋଇ ରହିବେ ନେତା ଦଳରେ…!!
ଭୁବନେଶ୍ୱର:ଦୀର୍ଘ ଦିନ ହେଲା ଦଳରେ ଜଣେ ଜଣେ ସକ୍ରିୟ ନେତା ଭାବେ ରହି ବଡ଼ ପଦବୀ ବା ବିଧାୟକ ହେବାକୁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ଯେଉଁ ଠାରେ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି କିମ୍ବା ଦଳର ମୁଖିଆ ନିର୍ବାଚିତ!-->!-->!-->…
ଥାନା ଯଗୁଛନ୍ତି ଅଧିକାରୀ କର୍ମଚାରୀ ମାନେ ବେପାର ରେ ବ୍ୟସ୍ତ.. !
ବ୍ରହ୍ମପୁର: ୨୫-୧୦ ଗଞ୍ଜାମ ଜିଲ୍ଲାର କେତେକ ଥାନା ରେ ଥାନା ଅଧିକାରୀ ଥାନା ଜଗୁଥିବା ବେଳେ ଥାନାର କର୍ମଚାରୀ ମାନେ ବେପାର ରେ ବ୍ୟସ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର କେତେକ ଥାନା ଇଲାକା ଏବେ ବ୍ୟବସାୟ ର ପେଣ୍ଠ ସ୍ଥଳୀ ପାଲଟିଛି। ଥାନାର କେତେକ କର୍ମଚାରୀ ପେଟ୍ରୋଲିଂ!-->!-->!-->…
5T ସଚିବ ଭି.କେ. ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର: କୁହୁଳିଲା ଓଡ଼ିଶା ରାଜନୀତି…
କଳଙ୍କିତ ଅଧ୍ୟାୟ ର ପରିସମାପ୍ତି : ବିଜୟ ପଟ୍ଟନାୟକ
ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ
ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ। ବିଶ୍ୱକପରେ ଆଜି ପାକିସ୍ତାନକୁ ଧୂଳି ଚଟାଇଛି ଆଫଗାନିସ୍ତାନ। ପୂର୍ବରୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନ ଟିମ ଆଜି ଚେନ୍ନାଇରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି।
ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ…
ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ
ଭୁବନେଶ୍ୱର : ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । VRSକୁ ଅନୁମୋଦନ କଲେ କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨A) ଅନୁସାରେ ଅନୁମୋଦନ । ଓଡ଼ିଶା ରୂପାନ୍ତରଣରେ…
ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଗୌତମୀ…
ବିଜେପି ଛାଡ଼ିଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ ଗୌତମୀ ତାଡ଼ିମଲ୍ଲା। ଦଳ ସହ ୨୫ ବର୍ଷ କଟେଇବା ପରେ ଶେଷରେ ଇସ୍ତଫା ଦେଇଛନ୍ତି ଗୌତମୀ। ଦଳୀୟ ନେତୃତ୍ୱଙ୍କର ତାଙ୍କ ପ୍ରତି ସମର୍ଥନର ଅଭାବ ଏବଂ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ଜଣେ ବ୍ୟକ୍ତିଙ୍କୁ ଦଳର କିଛି ନେତା…
ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ, ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ
ଛତିଶଗଡ : ଆସନ୍ତାମାସରେ ନିର୍ବାଚନ ହେବାକୁ ଥିବା ଛତିଶଗଡ଼ରେ ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସିବ, ତା’ହେଲେ ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ ବୋଲି ଆଜି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।
ସେ ଦଳର ପ୍ରଚାର କରି ଆଜି କହିଛନ୍ତି, “ସବୁ କୃଷି ଋଣ ଛାଡ଼…