Sign in
Sign in
Recover your password.
A password will be e-mailed to you.
ହମାସ୍ ଆକ୍ରମଣ ପ୍ରତି ସମର୍ଥନ ଜଣାଇ ଗିରଫ ହେଲେ ଅଭିନେତ୍ରୀ
ମୁମ୍ବାଇ: ସାମାଜିକ ଗଣମାଧ୍ୟମରେ ଇସ୍ରାଏଲ୍ରେ ହମାସ୍ର ଅକ୍ଟୋବର ୭ ଆକ୍ରମଣକୁ ସମର୍ଥନ କରୁଥିବା ସନ୍ଦେହରେ ଅଗ୍ରଣୀ ଆରବ-ଇସ୍ରାଏଲୀୟ ଅଭିନେତ୍ରୀ ମୈସା ଅବ୍ଦେଲ୍ ହାଦୀଙ୍କୁ ସୋମବାର ଦିନ ଗିରଫ…
ହାଇକୋର୍ଟ ଭିତରେ କଳି ଲାଗିଲେ ଦୁଇ ଜଜ୍, ଭିଡିଓ ଭାଇରାଲ…
ହାଇକୋର୍ଟ ଭିତରେ ହାଇଭୋଲଟେଜ୍ ଡ୍ରାମା। କଳି ଲାଗିଲେ ଦୁଇ ଜଜ୍। ଆରମ୍ଭ ହୋଇଗଲା କଥା କଟାକଟି। ଏହାପରେ ମାମଲାର ଶୁଣାଣି ବେଳେ ଅଧାରୁ ଉଠି ଚାଲିଗଲେ ଜଜ୍। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟ ହାଇକୋର୍ଟ ଭିତରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ…
ମଝି ସମୁଦ୍ରରେ ଫସିଲା ‘ସମୁଦ୍ର କୌସ୍ତୁଭ’ ଜାହାଜ…
ପାରାଦୀପ : ସମୁଦ୍ର ମଝିରେ ଫସିଲା ଜାହାଜ। ଗତକାଲି ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ‘ସମୁଦ୍ର କୌସ୍ତୁଭ’ ମଝି ସମୁଦ୍ରରେ ଫସିଛି । ଇଞ୍ଜିନ୍ ତ୍ରୁଟି ଯୋଗୁ ଜାହାଜଟି ସମୁଦ୍ରରେ ଫସି ରହିଛି । ବଙ୍ଗୋପସାଗରରେ ବାତ୍ୟା ସତ୍ତ୍ବେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର…
ଜାତିସଂଘ ମହାସଚିବଙ୍କ ଇସ୍ତଫା ଦାବି କଲା ଇସ୍ରାଏଲ
ଇସ୍ତଫା ଦିଅନ୍ତୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ। ସେ ଜାତିସଂଘର ନେତୃତ୍ୱ ନେବାକୁ ଯୋଗ୍ୟ ନୁହନ୍ତି। ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଜାତିସଂଘସ୍ଥିତ ଇସ୍ରାଏଲ୍ର ରାଷ୍ଟ୍ରଦୂତ ଜିଲାଡ୍ ଏର୍ଡାନ୍ ଦାବି କରିଛନ୍ତି। ଜାତିସଂଘ ମହାସଚିବ ହମାସ ସପକ୍ଷରେ…
ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ…
ନୂଆପଡା:ଲୁହରେ ଭିଜିଲା ଦଶହରା ଖୁସି । ଦଶହରା ବୁଲି ଯାଇଥିଲେ । ହେଲେ ଘରକୁ ଫେରିଲେନି । ଫେରିଲା ମୃତଦେହ । ଭୟଙ୍କର ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଚାଲି ଯାଇଛି ୪ ଜୀବନ । ଦୁର୍ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ ଥାନା ରାଜପୁର…
ବିଜେପି ଛାଡ଼ି ପୁଣି କଂଗ୍ରେସକୁ ଫେରିବେ କୋମାତିରେଡ୍ଡୀ…
ପ୍ରଥମେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଗତବର୍ଷ ହଠାତ୍ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶି ଯାଇଥିଲେ। ଏବେ ସେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ କଂଗ୍ରେସ ସପକ୍ଷରେ ଜନମତ ରହିବ ବୋଲି…
ଚାକରାଣୀ ଆଣିଲେ ଦୁଷ୍କର୍ମ ଅଭିଯୋଗ: ସ୍କୁଲ ଅଧ୍ୟକ୍ଷ ଗିରଫ, ପୁଅ ଫେରାର୍
ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ତେଲେଙ୍ଗାନାର ଜୁବଲୀ ହିଲ୍ସରେ ଥିବା ଗୋଟିଏ ପ୍ରସିଦ୍ଧ ସ୍କୁଲର ଅଧ୍ୟକ୍ଷ। ତାଙ୍କ ନାଁରେ ତାଙ୍କ ଚାକରାଣୀ ହିଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ୍ ଶେଷରେ ସ୍କୁଲ…
‘ଶ୍ରେଷ୍ଠ ଗର୍ବା’ ପୁରସ୍କାର ଜିତିଲା ଝିଅ, ବାପାକୁ ପିଟିପିଟି ମାରିଦେଲେ ଆୟୋଜକ
ଗର୍ବା ପୁରସ୍କାର ଜିତିବାର ଖୁସି ମାତ୍ର କିଛି ମିନିଟ୍ ମଧ୍ୟରେ ଜଣେ ୧୧ ବର୍ଷୀୟ ଝିଅ ପାଇଁ ଦୁଃଖର ପାହାଡ଼ ଆଣି ଦେଇଛି। ପୁରସ୍କାର ଜିତିବା ପରେ ଝିଅଟିର ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୬ ଜଣ ଲୋକ ହତ୍ୟା…
ହିଞ୍ଜିଳିକାଟୁ ଉପ ଡାକଘରୁ ଚୋରି ଉଦ୍ୟମ…
ହିଞ୍ଜିଳିକାଟୁ ୨୫/୧୦ : ହିଞ୍ଜିଳିକାଟୁ ଉପ ଡାକଘର ପରିସରରେ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାପଡିଛି। ସୂଚନା ପ୍ରକାରେ ଶନିବାର କର୍ମଚାରୀ ମାନେ ଚାବି ପକାଇ ଯାଇଥିବା ବେଳେ ସୋମବାର ସକାଳେ ପାର୍ସଲ ଗାଡ଼ି ଆସି ସେଠାରେ ପହଞ୍ଚିବା ପରେ ମୁଖ୍ୟ କବାଟ ଖୋଲା ଥିବା ଦେଖି!-->…
ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ
ପାଲେଷ୍ଟାଇନ ମୁକ୍ତି ସଂଗ୍ରାମର ନେତା କମ୍ରେଡ ମାରିୟମ ଆବୁଙ୍କୁ ତୁରନ୍ତ ରିଲିଜ ଦାବି
ବ୍ରହ୍ମପୁର, ତା ୨୫/୧୦ : ସି.ପି.ଆଇ(ଏମ୍ ଏଲ୍)ରେଡ୍ ଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପାଲେଷ୍ଟାଇନ ଉପରେ ଇସ୍ରାଇଲ ର ଆକ୍ରମଣକୁ ଦୃଢ଼ ନିନ୍ଦା କରି ଜିଲ୍ଲା କାର୍ଯ୍ୟାଳୟ ଠାରୁ ପଦଯାତ୍ରାରେ!-->!-->!-->…