Sign in
Sign in
Recover your password.
A password will be e-mailed to you.
ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ସହ ବନ୍ଧୁତା ବଢାଇ ୩୫ ଲକ୍ଷ ଟଙ୍କା ଲୁଟ…
ସାଙ୍ଗ ଲୁଟିନେଲା ୩୫ ଲକ୍ଷ । ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କୁ ୩୫ ଲକ୍ଷର ଚୁନା । ସାଙ୍ଗ ହେବା ଆଳରେ ଟଙ୍କା ନେଇଗଲେ ଡାଟା ସାଇଣ୍ଟିଷ୍ଟ। ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ଭୁବନେଶ୍ବର ସାଇବର ଥାନା । ଏହା ସହ ନଗଦ ୬ ଲକ୍ଷ ଟଙ୍କା, ଚେକ ବୁକ ଜବତ କରି ତଦନ୍ତ…
୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର…
ସୋର:ମହାମାୟାଙ୍କ ପୂଜା ଚାଲିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକକଡ଼ି କରାଯାଇଛି। ଏହି ସମୟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଷ୍ଟେସନ ବଜାରରେ।
ଗତକାଲି ରାତିରେ…
ଜିମ୍ରେ ବ୍ୟାୟାମ କରୁଥିବା ବେଳେ ହୃଦ୍ଘାତରେ ପ୍ରାଣ ହରାଇଲେ ହରିୟାଣାର ବରିଷ୍ଠ ପୁଲିସ ଅଧିକାରୀ…
ଚଣ୍ଡିଗଡ଼: ହରିୟାଣା ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଯୋଗୀନ୍ଦର ଦେଶୱାଲ ସୋମବାର ଏକ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି। ଜିମ୍ରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦ୍ଘାତ ହୋଇଥିଲା।
ତାଙ୍କୁ ତୁରନ୍ତ କର୍ଣ୍ଣାଲର ଏକ ଘରୋଇ…
ଶୀତ ବଢ଼ିବା ସହ ବଢ଼ି ଚାଲିଛି ପ୍ରଦୂଷଣ
ନୂଆଦିଲ୍ଲୀ : ଧୀରେ ଧୀରେ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତରେ ଗ୍ୟାସ ଚାମ୍ବର ପାଲଟିଗଲାଣି ରାଜଧାନୀ। ଯୁଆଡେ ଚାହିଁବ ସିଆଡେ କେବଳ ଧୂଆଁମୟ ଦେଖାଯାଉଛି। ଅତ୍ୟନ୍ତ ଖରାପ ସ୍ତରକୁ ଖସିଗଲାଣି ବାୟୁର ଗୁଣବତ୍ତା। ଏହାକୁ ସୁଧାରିବା ପାଇଁ ଏବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଅଣ୍ଟା ଭିଡିଛନ୍ତି।…
ରେଲଓ୍ବେ ଷ୍ଟେସନ ନିକଟରୁ କ୍ଷତାକ୍ତ ମର ଶରୀର ଉଦ୍ଧାର
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।
ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟକ୍ତି ଜଣକ କ୍ଷତାକ୍ତ…
ପ୍ରଥମ ଥର ପାଇଁ ମାରାତ୍ମକ ‘ଆଇରନ ଷ୍ଟିଙ୍ଗ୍’ ବୋମା ପକାଇଲା ଇସ୍ରାଏଲ୍…
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଇସ୍ରାଏଲ୍ ପକ୍ଷରୁ ଏହାର ଅତ୍ୟାଧୁନିକ ତଥା ଅତ୍ୟନ୍ତ ମାରାତ୍ମକ ‘ଆଇରନ୍ ଷ୍ଟିଙ୍ଗ୍’ ମୋର୍ଟାର ବୋମାର ପ୍ରୟୋଗ କରି ହମାସର କେତେକ ରକେଟ୍ ଲଞ୍ଚ୍ ପ୍ୟାଡକୁ ଧ୍ବଂସ କରାଯାଇଛି । ଇସ୍ରାଏଲ ବାୟୁସେନା ପକ୍ଷରୁ…
କାର୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଵାକ୍ ଅଟକ
ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ କାର ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ପୁଲିସ୍ ଜଣେ କ୍ୱାକ୍ଙ୍କୁ ଅଟକ ରଖିଛି।
ମୃତ ଡ୍ରାଇଭରଙ୍କ ନାଁ ମୁକୁନ୍ଦ ନନ୍ଦ। ତାଙ୍କ ଘର ପୁଇଁତଳା ଥାନା କୁଳେରବାହାଲ ଗାଁରେ। ଗତକାଲି ସନ୍ଧ୍ୟାରେ ମୁକୁନ୍ଦଙ୍କ…
ଜେଲରେ ନୁହେଁ ମୁଁ ଜନତାଙ୍କ ହୃଦୟରେ ଅଛି: ଚିଠି ଲେଖିଲେ ଚନ୍ଦ୍ରବାବୁ ନାଇଡୁ
‘ମୁଁ ଜେଲ୍ରେ ନୁହେଁ ଜନତାଙ୍କ ହୃଦୟରେ ଅଛି।’ ଜେଲ୍ ଭିତରୁ ଏଭଳି କିଛି ଚିଠି ଲେଖି କହିଛନ୍ତି ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ତିନି ଥର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ଟିଡିପି ମୁଖ୍ୟ ନିଜ କାର୍ଯ୍ୟକର୍ତ୍ତାଙ୍କ ନିକଟକୁ ଚିଠି…
ଟିକେଟ ନମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ବିଜେପି ନେତା…
କାନ୍ଦିଲେ ବିଜେପି ବିଧାୟକ। ମଞ୍ଚ ଉପରେ ହୋଇପଡିଲେ ଭାବୁକ। ଟିକେଟ ନମିଳିବାରୁ ତାଙ୍କ ଆଖିରୁ ଝରି ଆସିଲା ଲୁହ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନରେ। ଏଠାକାର ଜଣେ ବିଜେପି ନେତା ଟିକେଟ ନମିଳିବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି।
ପାଖେଇ ଆସିଲାଣି ରାଜସ୍ଥନ…
ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଠାରୁ ସୁନାଚେନ୍ ଲୁଟ୍ ଅଭିଯୋଗରେ ୩୦ ଜଣ ଅଟକ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକାଧିକ ପୂଜାମଣ୍ଡପରୁ ଲୁଟ୍ ଘଟଣାରେ କମିସନରେଟ୍ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଆୟୋଜିତ ପୂଜା ମଣ୍ଡପରୁ ୬ ଜଣ ମହିଳାଙ୍କ ସମେତ ୩୦ରୁ ଅଧିକ ସନ୍ଦିଗ୍ଧ ଲୁଟେରାଙ୍କୁ ଉଠାଇ ନେଇ ଅଟକ ରଖିଛି। ଅଟକ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ପଚରାଉଚରା କରୁଛି।…