ଯୁବକଙ୍କୁ ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କଲେ ଯୁବତୀ…

ଜଳେଶ୍ୱର: ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ। ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କରିଛନ୍ତି ଯୁବତୀ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଧିତିପୁର ଗାଁର ଘଟଣା । ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ କିଆ ବୁଦା ମୂଳରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।…

ପ୍ରତିରକ୍ଷା ମନ୍ତ୍ରୀଙ୍କ ପରେ ଏବେ ଅର୍ଥ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ହଟାଇଲା ଚୀନ୍‌…

ବେଜିଙ୍ଗ୍‌: ପ୍ରାୟ ୨ ମାସ ନିରବ ରହିବା ପରେ ମଙ୍ଗଳବାର ଦିନ ଚୀନ୍‌ ତା’ର ନିରୁଦ୍ଦିଷ୍ଟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍‌ ଲି ଶାଙ୍ଗ୍‌ଫୁଙ୍କୁ ଔପଚାରିକ ଭାବେ ବହିଷ୍କାର କରିଛି। ଲି’ଙ୍କ ପୂର୍ବରୁ ତାଙ୍କର ପୂର୍ବତନ କ୍ୟାବିନେଟ୍‌ ସହଯୋଗ ତଥା ବୈଦେଶିକ…

ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଆଣିବାକୁ ଗଳା ବାଟ ଖୋଜୁଛି ବିଜେଡି: ଗୋଲକ ମହାପାତ୍ର…

ଭୁବନେଶ୍ବର: ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଏଣ୍ଟ୍ରି କରେଇବାକୁ ଗଳା ବାଟ ଖୋଜୁଛି ବିଜେଡି। ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର। ସେ କହିଛନ୍ତି, ବିଜୁ ଜନତା ଦଳରେ ପ୍ରବଳ ଅନ୍ତକନ୍ଦଳ ଥିବାରୁ ସେଥିପାଇଁ ବର୍ତ୍ତମାନ ଭି.କେ.ପାଣ୍ଡିଆନଙ୍କୁ…

‘ରାମ’ ରିଲିଜକୁ ନେଇ ବଢୁଛି ବିବାଦ, ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ…

ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ…

ଭସାଣି ପାଇଁ କମିଶନରେଟ ପୋଲିସ ଆଲର୍ଟ: ଦାୟିତ୍ୱରେ ଅଛନ୍ତି ୧୫୦ ଜଣ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଧରାପୃଷ୍ଠରୁ ଆଜି ମେଲାଣି ନେବେ ଦୁର୍ଗତି ନାଶିନୀ ମା’ ଦୁର୍ଗା । ମା’ଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅପରାହ୍ନ ୩ଟାରେ ଆରମ୍ଭ ହେବ ଭବ୍ୟ ଭସାଣି ଯାତ୍ରା ।  ରାଜଧାନୀ ଭୁବନେଶ୍ୱରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ

ଟ୍ରାକ୍ଟର ଚକା ତଳେ ଯୁବକଙ୍କୁ ୮ଥର ଦଳି ହତ୍ୟା…

ମଣିଷରୁ ପାଲଟି ଗଲେ ପଶୁ। ଅତି ନିର୍ମମ ଭାବେ ଯୁବକଙ୍କୁ କଲେ ହତ୍ୟା। ଜଣେ ଯୁବକଙ୍କୁ ଟ୍ରାକ୍ଟର ଚକା ତଳେ ବାରମ୍ବାର ଦଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ଭରତପୁରର ବାଇନା ଅଞ୍ଚଳରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ଭରତପୁର…

ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି ମହାନଗର…

କଟକ: ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଗତକାଲି…

ମୋବାଇଲରେ ଆସୁଛି କି Emergency Alert ?

ଭୁବନେଶ୍ୱର: ସକାଳୁ ସକାଳୁ ମୋବାଇଲକୁ ଆସିଛି ଭାରତ ସରକାରଙ୍କ ମେସେଜ । ଏହା ପୁଣି ଏମର୍ଜେନ୍ସି ଆଲର୍ଟ । ହଠାତ ଏଭଳି ମେସେଜ ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି । କାହିଁକି ଏମିତି ମେସେଜ ଆସିଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ହଠାତ ସାଇରନ ଶବ୍ଦ ପରି ରିଂ ହେଉଛି…

ନର୍ମାନ ଇ ବୋର୍ଲାଗ ପୁରସ୍କାର ପାଇଲେ ଓଡ଼ିଆ ଝିଅ ସ୍ବାତୀ ନାୟକ

ନୂଆଦିଲ୍ଲୀ: କୃଷି ଓ କୃଷି କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିଲିପାଇନସ୍ଥିତ ସିଜିଆଇଆର- ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନରେ କାର୍ଯ୍ୟରତ ଓଡ଼ିଶାର ଯୁବ ବୈଜ୍ଞାନିକ ଡ.ସ୍ବାତୀ ନାୟକଙ୍କୁ ଆଜି…

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ: ଉପାସରେ ମହାପ୍ରଭୁ…

ଭୁବନେଶ୍ୱର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ  ଅସନ୍ତାେଷ ଯୋଗୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ନା ହୋଇପାରିଛି ମଙ୍ଗଳଆଳତି ନା  ମହାଦେବଙ୍କ ନୀତି । ଜମିଜମା ବିବାଦକୁ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା  ନିଯୋଗ…