Sign in
Sign in
Recover your password.
A password will be e-mailed to you.
ଛୁଟିରେ ଯାଇଛନ୍ତି ଡାକ୍ତର; ଡାକ୍ତରଖାନାରେ ରୋଗୀ ଦେଖିଲେ ବିଧାୟକ…
ରାଜଗାଙ୍ଗପୁର : ପୂଜା ପାଇଁ ଛୁଟିରେ ଯାଇଛନ୍ତି ଡାକ୍ତର। ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକ ଡାକ୍ତର। ଫଳରେ ହଇରାଣ ହେଉଛନ୍ତି ରୋଗୀ। ଏହା ଦେଖି ନିଜେ ରୋଗୀ ଦେଖିଛନ୍ତି ବିଧାୟକ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।…
୩ ଦିନ ପରେ ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ଉଦ୍ଧାର…
ପାରାଦୀପ : ପାରାଦୀପ ତଟଠାରୁ ୩୫ ନଟିକାଲ ମାଇଲ (୬୩ କିମି) ସମୁଦ୍ରରେ ବିପଦରେ ରହିଥିବା ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ବୁଧବାର ପାରାଦୀପ ପାଖରେ ପହଞ୍ଚଛି | ଯେଉଁ ସ୍ଥାନରେ ସମୁଦ୍ର କୌସ୍ତୁଭ ରହିଛି ତାକୁ ଆଙ୍କରେଜ ଅଞ୍ଚଳ ବୋଲି କୁହାଯାଇଛି। କୂଳ ପାଖକୁ ଆସିବା ପରେ ଜାହାଜ…
ଯାତ୍ରୀବାହୀ ଡଙ୍ଗାର ନିଖୋଜ ଚାଳକଙ୍କ ମୃତଦେହ ଉଦ୍ଧାର…
ବ୍ରହ୍ମଗିରି: ଚିଲିକା ହ୍ରଦରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଯେଉଁ ଚାଳକ ନିଖୋଜ ହୋଇଯାଇଥିଲେ, ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ନିଖୋଜ ଚାଳକ ବିକ୍ରମ ଜାଲିଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ…
ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ…
ଭୁବନେଶ୍ୱର, : ତମାଖୁମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହା ଟବାକୋ ଫ୍ରି ୟୁଥ୍ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା। ଏହି ଅଭିଯାନ ଗତ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଏହି…
ହର ଓ ଆରତୀ କୁ ନେଇ ଗଞ୍ଜାମ ବିଜେଡି ରେ ଚର୍ଚ୍ଚା : ପୋଲସରା ଓ ଖଲ୍ଲିକୋଟ ପାଇଁ ବଳ କଶା କଷି ଆରମ୍ଭ…!
ନଈ ନ ଦେଖୁଣୁ …..ଲମ୍ପ..!
ବ୍ରହ୍ମପୁର: ଆଗାମୀ ସାଧରାଣ ନିର୍ଵାଚନ ଯେତିକି ପାଖେଇ ଆସୁଛି ସେତିକି ଟିକେଟ ପାଇଁ ଲବି ହେଉଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ହର ଓ ଆରତୀ ବିଜେଡି ପାଇଁ ନୂଆ ମୁହଁ ଭାବେ ଉଭା ହୋଇଛନ୍ତି। ପୋଲସରା ର ପୂର୍ବତନ!-->!-->!-->…
ବବି ପାଣ୍ଡିଆନ ଙ୍କ କଳି କୁ ଅପେକ୍ଷା କରିଛି ବିରୋଧୀ..!
ଦୁଇ ବିଲେଇ କଳି ରେ ମାଙ୍କଡ଼ ର ଲାଭ ହେବନି ତ...???
ଅମଲା ତନ୍ତ୍ର ପ୍ରୀତି ଯୋଗୁଁ ବିଧାୟକ ଓ ସାଂସଦ ନିଜର ମର୍ଯ୍ୟାଦା ହରେଇଲେଣି..!
ଆଗକୁ ବାବୁ ମାନେ ନେତା ହେବେ……!!
ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ। ୨୦୨୪ ଜାନୁଆରୀ ୨୨ ତାରିଖରେ ଦିନ ୧୨.୩୦ରେ ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରହିଛି। ଉଦଘାଟନ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ନିଯୁକ୍ତ କଲେ ଭାରତୀୟ ନିର୍ବାଚନ ଆୟୋଗ…
ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ଭାବେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଲେ ଭାରତୀୟ ନିର୍ବାଚନ ଆୟୋଗ। ଆୟୋଗ ଆସନ୍ତାକାଲି ରାଜକୁମାର ରାଓଙ୍କୁ ଆଇକନ୍ ଭାବରେ ନିଯୁକ୍ତ କରି ଅଧିକାରୀକ ଭାବେ ଏହାର ଘୋଷଣା କରିବେ ବୋଲି ଜଣାପଡ଼ିଛି।…
ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ମୃତ…
ହିଞ୍ଜିଳିକାଟୁ : ଶାରଦୀୟ ଦୁର୍ଗାପୂଜାର ମାହୋଲରେ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଦେଖା ଦେଇଥିବା ବେଳେ ବିଳମ୍ବିତ ରାତି ପ୍ରାୟ ସାଢେ଼ ୨ଟାରେ ହିଞ୍ଜିଳି ଥାନା ତଥା ୫୯ ନମ୍ବର ଜାତୀୟ ରାଜପଥ ସାରୁ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ!-->…