Sign in
Sign in
Recover your password.
A password will be e-mailed to you.
ହେଲିକପ୍ଟର୍ରୁ ଟଙ୍କାବୃଷ୍ଟି; ଘଣ୍ଟାଏ ଭିତରେ ସାଉଁଟି ନେଲେ ହଜାର ହଜାର ଲୋକ
ନୂଆଦିଲ୍ଲୀ: ଚେକ୍ ସାଧାରଣତନ୍ତ୍ରର ସୁପରିଚିତ ‘ଇନ୍ଫ୍ଲୁଏନ୍ସର୍’ ତଥା ଟେଲିଭିଜନ୍ ଉପସ୍ଥାପକ କାମିଲ୍ ବାର୍ତୋଶେକ୍ ଗୋଟାଏ ହେଲିକପ୍ଟର୍ରୁ ଲାଇସା ନାଡ୍ ଲେବେମ୍ ନଗରୀ ନିକଟ ପଡ଼ିଆରେ ଏକ ନିୟୁତ ଡଲାର୍ (ଟଙ୍କା) ବୃଷ୍ଟି କରି ଜନସାଧାରଣଙ୍କ ଆଚମ୍ବିତ…
ବାହାଘର କାର୍ଡ ପୋଷ୍ଟ କଲା କଂଗ୍ରେସ…
ହାଇଦ୍ରାବାଦ : ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି। ଦଳ ପକ୍ଷରୁ କ୍ଷମତାସୀନ ବିଆରଏସ୍ ଓ ବିରୋଧୀ ବିଜେପି ମଧ୍ୟରେ ଥିବା ଗୁପ୍ତ ବୁଝାମଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରାଯାଇଛି।…
ଇଡି ଟାର୍ଗେଟ୍ରେ ମମତା, ମନ୍ତ୍ରୀଙ୍କ ଘରେ ରେଡ୍…
କୋଲକାତା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟାର୍ଗେଟ୍ରେ ମମତା ବାନାର୍ଜୀ। ତାଙ୍କ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଏହି ସମାନ…
ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ…
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ।…
ହିମାଚଳ ପ୍ରଦେଶର କାଁଗଡ଼ାରେ ‘ପରାଗ୍ଲାଇଡର୍’ ନିଖୋଜ; ଠାବ କରିବାକୁ ହେଲିକପ୍ଟର୍ ମୁତୟନ
ଶିମ୍ଲା: ହିମାଚଳ ପ୍ରଦେଶର କାଁଗଡ଼ା ଜିଲ୍ଲା ଅନ୍ତର୍ଗତ ବୀଡ଼ରୁ(ବୀର୍) ଉଡ଼ାଣ ଆରମ୍ଭ କରି ଅନ୍ୟୂନ ୨ ଦିନ ହେବ ନିଖୋଜ ହୋଇଯାଇଥିବା ପୋଲାଣ୍ଡ୍ର ଜଣେ ‘ପାରାଗ୍ଲାଇଡର୍’ଙ୍କୁ ଠାବ କରିବା ଲାଗି ୨ଟି ହେଲିକପ୍ଟର୍ ମୁତୟନ କରାଯାଇଛି।
ପ୍ରାପ୍ତ ସୂଚନା…
ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ସମନ, ଅକ୍ଟୋବର ୩୧ରେ ହାଜର ନିର୍ଦ୍ଦେଶ…
ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସଂସଦର ଏଥିକ୍ସ କମିଟି ମହୁଆ ମୈତ୍ରଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ସମନ ଜାରି କରିଛି। ତାଙ୍କୁ ପୂର୍ବାହ୍ନ ୧୧ଟାରେ କମିଟି ସମ୍ମୁଖରେ…
ପେପର୍ ଲିକ୍ ମାମଲା, ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ଘରେ ପଶିଲା ଇଡି…
ଜୟପୁର : ଇଡି ଜାଲରେ ପୂର୍ବତନ ଶିକ୍ଷା ମନ୍ତ୍ରୀ। ନିର୍ବାଚନ ପୂର୍ବରୁ ପେପର୍ ଲିକ୍ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ରେଡ୍ ହୋଇଛି। ଆଜି ସକାଳୁ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି।
ସେହିପରି ଏହି ମାମଲା…
ସଡ଼କ ଦୁର୍ଘଟଣା : ଅନ୍ୟୂନ ୧୨ ମୃତ, ଜଣେ ଆହତ…
ଚିକ୍କବଲ୍ଲାପୁର: ଆଜି ସକାଳେ କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲା ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଠିଆ ହୋଇଥିବା ଗୋଟାଏ ସିମେଣ୍ଟ୍ ମିକ୍ସର୍ ଟ୍ରକ୍ ସହିତ ଗୋଟାଏ ଟାଟା ସୁମୋ କାର୍ ଧକ୍କା ଖାଇବାରୁ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଜଣେ…
ସେୟାର ବଜାରରେ କମ୍ପନ, ୯୦୧ ପଏଣ୍ଟ କମିଲା ସେନସେକ୍ସ, ନିବେଶକଙ୍କ କ୍ଷତି ୩ ଲକ୍ଷ କୋଟି…
ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ପ୍ରାୟ ୯୦୧ ପଏଣ୍ଟ ଓ ନିଫଟି ୨୬୪ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ଏହା ଫଳରେ ନିବେଶକମାନେ ପ୍ରାୟ ୩ ଲକ୍ଷ କୋଟି ହରାଇଛନ୍ତି । ଏହା ସହିତ କ୍ରମାଗତ ୬ଷ୍ଠ ସେସନ ପାଇଁ…
ଗାଜାରେ ଟ୍ୟାଙ୍କ ଧରି ପଶିଲା ଇସ୍ରାଏଲ…
ତେଲ ଅଭିଭ : ଗାଜାକୁ ଚାରିପଟୁ ଘେରିଲା ଇସ୍ରାଏଲ୍। ଯୁଦ୍ଧ ଟ୍ୟାଙ୍କର ଧରି ଗାଜା ଭିତରେ ପଶି କରିଲା ସର୍ଜିକାଲ ଷ୍ଟ୍ରାଇକ୍। ଇସ୍ରାଏଲ ସେନା ହମାସକୁ ନିପାତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ଇସ୍ରାଏଲର ଗ୍ରାଉଣ୍ଡଫୋର୍ସ ଉତ୍ତର ଗାଜା ପଟ୍ଟିରେ ପ୍ରବେଶ କରି ହମାସର…