ଚୋରାବାଲି ସମ୍ରାଟ ମୁଦୁଲି ଏବେ ପୋଲିସର କବ୍ଜାରେ… ସମ୍ରାଟର ଆଡ୍ଡା ଓ ଏଜେଣ୍ଟ ସାଜିଥିବା ମାଫିଆଙ୍କୁ ପୋଲିସ…

ପୋଲିସ ଭୟରେ ମାଫିଆ ଙ୍କ ଆଶ୍ରୟ ସ୍ଥଳୀ ଘରୋଇ ମେଡିକାଲ...!! ଭୁବନେଶ୍ୱର (୨୬/୧୦) : ଚୋରା ବାଲି କାରବାର ସମ୍ପର୍କରେ ରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ପରେ ଏବେ ପୋଲିସ ସିକାନଞ୍ଜା ରେ ବାଲି ସମ୍ରାଟ ମୁଦୁଲି। ଗଞ୍ଜାମ ଜିଲ୍ଲାରେ ଗତ କିଛି ବର୍ଷ ହେଲା କୃପାସିନ୍ଧୁ ମୁଦୁଲି ଙ୍କ

କାର ବାଇକ ମୁହାଁମୁହିଁ ଧକ୍କା ; ୩ ଆହତ…

ଛତ୍ରପୁର : ଗଞ୍ଜାମ ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଆହାତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହାତଙ୍କ ମଧ୍ୟରୁ ଅଗସ୍ତିନୂଆଗାଁ ର ବିଶ୍ୱନାଥ ନାହାକ ଓ ଶିବରାମ

ସେଚପ୍ରକଳ୍ପ ଜନିତ ଅଭିଯୋଗ ଶୁଣାଣୀ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା…

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଚାଷ ଜମିକୁ ଜଳ ଯୋଗାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ଶୁଣାଣୀର ପଦକ୍ଷେପ ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଗୁରୁବାର ସମୀକ୍ଷା କରିଥିଲେ । ଚଳିତ ଖରୀଫ୍ ଚାଷ ସକାଶେ ଆବଶ୍ଯକୀୟ ବର୍ଷା କମ୍

ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଅନିଲ କୁମାର ସେଠୀଙ୍କ ଯୋଗଦାନ

ଭଞ୍ଜନଗର : ଆଜି ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଅନିଲ କୁମାର ସେଠୀ ଯୋଗଦାନ କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର , ବରିଷ୍ଠ ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା,ଉପଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ବଂଶୀଧର ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ

ମେରୀ ମାଟି ମେରା ଦେଶ ଅମୃତ କଳସ ଶୋଭାଯାତ୍ରା

ମାଲକାନଗିରି, ୨୬/୧୦/୨୩ : ଆଜି ଜିଲ୍ଲା ସଦର ମହକୁମାଠାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ଅମୃତ କଳସ ଶୋଭାଯାତ୍ରା କରାଯାଇଛି। ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁ

ଜିଲ୍ଲା ସୀମାନ୍ତରେ ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ…

ମାଲକାନଗିରି,୨୬।୧୦ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଅଞ୍ଚଳରେ କାର୍ଯ୍ୟରତ ଦୁଇ ସକ୍ରିୟ ମାଓବାଦୀ ନକ୍ସଲବାଦ ତ୍ୟାଗ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ

ଜନଶୁଣାଣିକୁ ଲୋକଙ୍କୁ ଆଣିଥିବା ଗାଡ଼ିର ପ୍ରାପ୍ୟ ମିଳିବ କେବେ.. ?

ବ୍ରହ୍ମପୁର (୨୬/୧୦) : ଗତ ସେପ୍ଟେମ୍ବର ମାସରେ ଗଞ୍ଜାମ ଜିଲ୍ଲା କୁ ତିନି ଦିନିଆ ଗସ୍ତରେ ଆସିଥିଲେ ଭି.କେ ପାଣ୍ଡିଆନ ଜଣ ଶୁଣାଣି କରିବା ପାଇଁ। ସେପ୍ଟେମ୍ବର ୨୬ ରୁ ୨୮ ପର୍ଯ୍ୟନ୍ତ ହୋଇଥିବା ଏହି ଜନ ଶୁଣାଣି ପାଇଁ ମିଶନ ଶକ୍ତି ଓ ଅଙ୍ଗନବାଡି କର୍ମୀ ମାନଙ୍କ ସହ ଯୋଗରେ ଲୋକ ଙ୍କୁ

ନାବଳିକାକୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ଓ ଧମକ ଦେବା ଅଭିଯୋଗରେ ଜଣେ ଗିରଫ…

ବ୍ରହ୍ମପୁର : ଗତକାଲି ଜୈନିକା ନାବାଳିକାର ମା ଗୋସାଇ ନୁଆଁଗାଁ ଥାନାରେ ଅଭିଯୋଗ କରିଥିଲେ । ଗୋସାଇନୁଆଁଗାଁ ଥାନା କେସ୍ ନମ୍ବର ୩୨୬/୨୦୨୩, ଅନୁଯାୟୀ ପୋଲିସ ମାମଲା ପଞ୍ଜିକୃତ କରି ତଦନ୍ତ ଆରମ୍ଭ ହୋଇଥିଲା | ଅଭିଯୋଗକାରୀ ଲିଖିତ ଅନୁଯାୟୀ ତାଙ୍କର ୧୭ ବର୍ଷ ବୟସ୍କା ଝିଅକୁ ଉଲା ସାହୁ

ଡକାୟତି ମାମଲାରେ ୯ଜଣ ଅଭିଯୁକ୍ତ କୁ ଗିରଫ କଲା କେ. ନୂଆଗାଁ ପୋଲିସ, ଲାଇଭ୍ ଗୁଳି ଏବଂ ଖଣ୍ଡା ସହିତ ନକଲି ପିସ୍ତଲ…

ଚିକିଟି : କେ. ନୂଆଗାଁ ଥାନା ଅନ୍ତର୍ଗତ ନୁଆପଡା ଗାଁର ନରସିଂହ ପ୍ରସାଦ ପଣ୍ଡା @ ନାନା ପଣ୍ଡାଗତ୨୩ ତାରିଖ ସଂନ୍ଧ୍ୟା ୭.୩୦ ସମୟରେଚାନ୍ଦପୁର ବଜାରକୁ ଯାଉଥିବାବେଳେ ଅଭିଯୁକ୍ତ ମାନେ 4 ଟି ବାଇକ୍ରେ ଆସି ତାଙ୍କୁ ବନ୍ଧୁକ, ଖଣ୍ଡା ଏବଂ ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ରରେ ଅପହରଣ କରି ନିକଟ

ବାରହା ଫାସର ବିଦ୍ୟୁତ ଲାଗି ଶ୍ରମିକ ମୃତ…

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ବ୍ଲକ ଅଧିନସ୍ଥ ବଡଖରିଡା ଗ୍ରାମପଞ୍ଚାୟତ ର ସୁବର୍ଣ୍ଣ ବରବଗଡ଼ ଗ୍ରାମ ଠାରେ ବାରହା ଶିକାର ପାଇଁ ପକାଯାଇଥିବା ଫାସରେ କବି ଭୁୟା ଙ୍କ ପୁତ୍ର ଦାମ ଭୂୟାଁ( ୨୨) ବର୍ଷ ଧାନ ବିଲର ପାଣି ଦେଖିବାକୁ ଯାଇଥିବା ବେଳେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ବରଣ