ଏଣିକି ଦ୍ବିତୀୟ ବିବାହ କଲେ ହରାଇବାକୁ ପଡ଼ିବ ସରକାରୀ ଚାକିରି: ଆସାମ ସରକାର..

ଯଦି ପ୍ରଥମ ପତ୍ନୀ/ପତି ଜୀବିତ ଥିବେ, ତା’ହେଲେ ଆସାମର କୌଣସି ସରକାରୀ ଚାକିରିଆ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ଅକ୍ଟୋବର ୨୦ ତାରିଖରେ ଆସାମ ସରକାର ତାଙ୍କର କର୍ମଚାରୀଙ୍କ ପାଇଁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।…

ଆଜିଠୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ବଢିଛି ଭୋଟର ସଂଖ୍ୟା : ସିଇଓ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ୨୦୨୩ ଡ଼ିସେମ୍ବର…

‘ଘୋଡ଼ା ବେପାର’ ମାମଲାରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ସମନ କଲା ସିବିଆଇ

ନୂଆଦିଲ୍ଲୀ: ବିଧାୟକଙ୍କୁ ଲାଞ୍ଚ ଓ ଘୋଡ଼ା ବେପାର ମାମଲାରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମନ କରିଛି। ବିଧାୟକଙ୍କ ଘୋଡ଼ା ବେପାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୦୧୯ରେ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଗଞ୍ଜାମ : ଯୁବକଙ୍କୁ ନିର୍ମମ ହତ୍ୟା! । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଧନନ୍ତର ପଞ୍ଚାୟତ ଲାଞ୍ଜିଆପଲ୍ଲୀ ଗାଁର ଘଟଣା। ମୃତକ ସେହି ଗାଁର ମଙ୍ଗୁଳୁ ଭୂୟାଁ । ଆଜି ସକାଳୁ କିଛି ଯୁବକ ତାଙ୍କୁ ଘର ଡାକି ନେଇ…

ରିଲାଏନ୍ସ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ଈଶା, ଆକାଶ ଓ ଅନନ୍ତ ସାମିଲ

ରିଲାଏନ୍ସ ଇଣ୍ଡଷ୍ଟ୍ରୀରେ ଆଜିଠାରୁ ନୂଆ ଯୁଗର ଆରମ୍ଭ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଓ ଦୁଇ ପୁଅ ଆକାଶ ଏବଂ ଅନନ୍ତଙ୍କୁ ‘ବୋର୍ଡ ଅଫ୍ ଡାଇରକ୍ଟେର୍ସ’ରେ ସାମିଲ କରାଯାଇଛି। ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ…

ଆସନ୍ତାକାଲି ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର: ଆଜି ରାତି ପାହିଲେ କୁମାର ପୂର୍ଣ୍ଣିମା । ସନ୍ଧ୍ୟା ବେଳେ କୁମାରୀ ମାନେ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ…

‘୫ଜି’ ପରେ ‘୬ଜି’ରେ ଭାରତ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ନେତୃତ୍ବ ନେବା ଦିଗରେ ଭାରତ ଅଗ୍ରସର ହେଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଚାଲିଥିବା ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ରେ ଉଦ୍‌ବୋଧନ ଦେବା ବ‌େଳେ ପ୍ରଧାନମନ୍ତ୍ରୀ କହିଛନ୍ତି,…

ସ୍ତ୍ରୀ-ପିଲାଙ୍କୁ ନେଇ ବିଡିଓଙ୍କ ରୁମ୍‌ରେ ଲକ୍‌ କରି ଆତ୍ମହତ୍ୟା ଧମକ…

ବଲାଙ୍ଗିର: ପିଏମ୍ ଆବାସ ଟଙ୍କା ନମିଳିବାରୁ ଜଣେ ବ୍ୟକ୍ତି ଆଜି ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ ବିଡିଓଙ୍କ ରୁମ୍‌ରେ ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା ଧମକ ଦେଇଥିଲେ। ଫଳରେ ପ୍ରାୟ ଅଧା ଘଣ୍ଟା ଧରି ବ୍ଳକ୍ ଅଫିସ ପରିସରରେ ଦେଖିବାକୁ ମିଳିଥିଲା ହାଇଡ୍ରାମା।…

ଇସ୍ରାଏଲର ଷ୍ଟ୍ରାଇକ ପରଠାରୁ ପ୍ରାଣ ହରାଇଲେଣି ୫୦% ପଣବନ୍ଦୀ..!

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଡ଼ ସୂଚନା ସାମ୍ନାକୁ ଆସିଛି। ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ହମଲା କରିବା ପରଠାରୁ ଇତି ମଧ୍ୟରେ ହମାସ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ୫୦% ଲୋକ ପ୍ରାଣ ହରାଇ ସାରିଲେଣି। ପଣବନ୍ଦୀଙ୍କ ସହ ହଜାର ହଜାର ସାଧାରଣ…

ଧରାପୃଷ୍ଠକୁ ବିରାଜିବେ ମା’ ପଦ୍ମାଳୟା ,ଚଳଚଞ୍ଚଳ ପୂଜା ମଣ୍ଡପ…

ଭୁବନେଶ୍ଵର: ରାତି ପାହିଲେ ଆରମ୍ଭ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଉ ଏହାକୁ ନେଇ ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ । ସହରର ସମସ୍ତ ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଥିବାବେଳେ, ମିଳିତ ପୂଜାକମିଟି ପକ୍ଷରୁ ସମସ୍ତ…