Sign in
Sign in
Recover your password.
A password will be e-mailed to you.
କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ୩୪ ବର୍ଷ ପୂର୍ବେ ଗୁପ୍ତଭାବରେ ନିଜ ଶୁକ୍ରାଣୁ ସଞ୍ଚାର କରିଥିବା ଡାକ୍ତରଙ୍କ…
ନୂଆଦିଲ୍ଲୀ: ୱାଶିଂଟନରେ ଜଣେ ମହିଳା ତାଙ୍କର ଜଣେ ଫର୍ଟିଲିଟି ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୩୪ବର୍ଷ ପୂର୍ବେ ତାଙ୍କ କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ଗୁପ୍ତଭାବରେ ଡାକ୍ତର ଜଣଙ୍କ ତାଙ୍କ ଶୁକ୍ରାଣୁ ବ୍ୟବହାର…
୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ମାଳଦ୍ୱୀପ
ତାମିଲନାଡୁ: ତାମିଲନାଡୁର ପ୍ରାୟ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ମାଳଦ୍ୱୀପ ତଟରକ୍ଷୀ ବାହିନୀ ଗିରଫ କରିଛି। ଏହି ଘଟଣା ଜଣାପଡ଼ିବା ପରେ ସେମାନଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କ ଡଙ୍ଗା ଫେରସ୍ତ ଦେବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଶନିବାର କେନ୍ଦ୍ର ସରକାରଙ୍କୁ…
ବିଲାତି ବାଇଗଣ ପରେ ଏବେ ଚିନ୍ତା ବଢ଼ାଇଲାଣି ପିଆଜ; ହୁ ହୁ ବଢ଼ିଚାଲିଛି ଦର
ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ହାରାହାରି ୫୭ ପ୍ରତିଶତ ବୃଦ୍ଧି ପାଇ ୪୭ ଟଙ୍କାରେ ପହଞ୍ଚିଛି। ହାଣ୍ଡିଶାଳର ସବୁଠୁ ଦରକାରୀ ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି। ଜାଣିବାକୁ ମିଳିଛି ଯେ ଶୁକ୍ରବାର ଦିନ…
ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ‘ଆପ୍’ ଜାରି କଲା ଦ୍ୱିତୀୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ୨୧ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।
ଏହା ପୂର୍ବରୁ ଅକ୍ଟୋବର ୨୬ ତାରିଖରେ ଦଳ ୨୩ ଜଣିଆ ପ୍ରଥମ ପ୍ରାର୍ଥୀ…
ହୀରାନନ୍ଦାନୀଙ୍କୁ ପାସଓ୍ବାର୍ଡ ଦେଇଥିଲେ ବୋଲି ମାନିଲେ ଟିଏମସି ସାଂସଦ ମହୁଆ ମୈତ୍ର
ନୂଆଦିଲ୍ଲୀ: ବହୁ ଆରୋପ-ପ୍ରତ୍ୟାରୋପ ପରେ ଟିଏମସି ସାଂସଦ ମହୁଆ ମୈତ୍ର ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ବନ୍ଧୁ ତଥା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସେ ସଂସଦର ଲଗଇନ୍ ପାସୱାର୍ଡ ଦେଇଥିଲେ। ତେବେ ଏହା ବଦଳରେ ସେ ନଗଦ ଟଙ୍କା କିମ୍ବା ଦାମୀ ଉପହାର ନେଇଥିବା କଥାକୁ ସେ ଅସ୍ୱୀକାର…
ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ଅନୁଷ୍ଠିତ ହେଲା ୱାକାଥନ ଓ ପଥ ଉତ୍ସବ…
ମାଲକାନଗିରି, ୨୮/୧୦/୨୩:
ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ନେଇ ୱାକାଥନ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଥ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲପାଳ, ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->!-->!-->!-->!-->…
ଚୋରା ବାଲି ମାଫିଆ ସମ୍ରାଟ ମୁଦୁଲି କୁ ଗଞ୍ଜାମ ଏସପିଙ୍କ ମାରାଥନ ଜେରା…!
ସହଯୋଗୀ ବାଲି ମାଫିଆଙ୍କ ନିକଟ ରେ ଥିବା ପୁଳା ପୁଳା ଟଙ୍କା ପୋଲିସ କବ୍ଜା ରେ !ଭୁବନେଶ୍ୱର:୨୮-୧୦ ଗଞ୍ଜାମ ଜିଲ୍ଲାର ଚୋରା ବାଲି କାରବାର ର ସମ୍ରାଟ କୃପାସିନ୍ଧୁ ମୁଦୁଲି ଙ୍କୁ ଗଞ୍ଜାମ ଏସପି ଙ୍କ ମାରାଥନ ଜେରା ପରେ ପୁଣି ରିମାଇଣ୍ଡ ରେ ଆସିବ ସମ୍ରାଟ। ସମ୍ରାଟ ଙ୍କ ଇଶାରା ରେ!-->!-->!-->…
ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ
ଛତ୍ରପୁର : ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା l ଧରାବତରଣ କରିଛନ୍ତି ମା ଗଜଲକ୍ଷ୍ମୀ l ମା ଗଜଲକ୍ଷ୍ମୀଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ l ଆଉ ସେଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର l ଛତ୍ରପୁର ସହର ଲୋଏର ବସଷ୍ଟାଣ୍ଡ ରେ ଥିବା ଲକ୍ଷ୍ମୀ!-->…
ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଇନଷ୍ଟିଚ୍ୟୁଟ ମ୍ୟାନେଜ୍ମେଣ୍ଟ କମିଟିର ବୈଠକ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଇନଷ୍ଟିଚ୍ୟୁଟ ମ୍ୟାନଜମେଣ୍ଟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଇଏମସି ଚେୟାରମେନ ତଥା ସାଲୁଙ୍କି ପାଇପ୍ସ୍ ଏଣ୍ଡ ଟ୍ଯୁବସ୍ ର ଡାଇରେକ୍ଟର ନୀଳମାଧବ ମିଶ୍ର, ଡିଆଇସି!-->…
ଭୋଟର ସଚେତନତା ପାଇଁ ଓ୍ବାକାଥନ୍ ଓ ପଥୋତ୍ସବ : ଯୋଗଦେଲେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ…
ଭଞ୍ଜନଗର : ଭୋଟର ପଞ୍ଜିକରଣ,ନିର୍ବାଚନ ରେ ଅଶଂଗ୍ରହଣ,ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଏକ ଓ୍ବାକାଥନ୍ ଓ ପଥୋଚ୍ଛବ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି।ଉପଜିଲ୍ଲାପାଳ ଶ୍ରୀ!-->!-->!-->…